Tag Archives: Home Middle

ପୁଣି ତେଜିଲା ଉତ୍ତେଜନା: ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ…

ବେଜିଂ/ତାଇପେ,୨୭।୫ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନାର ବିମାନ ପରିବହନକାରୀ ଯୁଦ୍ଧପୋତ ଶାଣ୍ଡୋଙ୍ଗ ଶନିବାର ଅନ୍ୟ ଦୁଇଟି ଜାହାଜ ସହିତ ତାଇୱାନ ଷ୍ଟ୍ରାଇଟ ଦେଇ ଦ୍ୱୀପପୁଞ୍ଜ ମୁହାଁ ହୋଇ ପୁଣି ଉଭୟପକ୍ଷଙ୍କ ମଧ୍ୟରେ ସାମରିକ ତିକ୍ତତା ସୃଷ୍ଟି କରିଛି।...

ଦେଶର ଆର୍ର୍ଥିକ ସଙ୍କଟ ପାଇଁ ଇମ୍ରାନ ଦାୟୀ: ଶେହବାଜ ସରିଫ…

ଇସଲାମାବାଦ,୨୭।୫ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ କୌଣସି ଡିଲ କରାଯାଉ ନାହିଁ କିନ୍ତୁ ଦେଶକୁ ଯେକୌଣସି ଡିଫଲ୍ଟର ସମ୍ମୁଖୀନ ହେବାକୁ ରୋକିବାରେ ଚାଇନାର ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଅଟେ। କରାଚିରେ ଶିଳ୍ପପତି...

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର...

କର୍ନାଟକ କ୍ୟାବିନେଟର ହେଲା ସମ୍ପ୍ରସାରଣ, ୨୪ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଶନିବାର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ଆଉ ୨୪ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। ଏହି ମନ୍ତ୍ରୀମାନେ ଶପଥ ନେବା ପରେ ଏବେ କର୍ନାଟକ ବିଧାନସଭାରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ନବ ନିର୍ବାଚିତ...

ନୂଆ ସଂସଦ ଭବନ ଉଦଘାଟନ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ, କହିଲେ ୩୫ ବର୍ଷ ପୂର୍ବରୁ ମୁଁ ଦେଖିଥିଲି ସ୍ବପ୍ନ

ନୂଆଦିଲ୍ଲୀ,୨୭।୫: ମେ’୨୮ ରବିବାର ଦେଶର ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଉଦଘାଟନ ହେବାକୁ ଯାଉଛି। ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରାର ଦଳ ବିରୋଧ କରୁଛନ୍ତି। ତାଙ୍କ ବିରୋଧ ଉପରେ, ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା...

ନୂଆ ସଂସଦ ଭବନ ନିକଟରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନ ଉଦଘାଟନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ୨୮ ମେ’ ଅର୍ଥାତ୍‌ ରବିବାର ଏହା ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଏବେବି ରାଜନୀତି ହୋଇଛି ବେଶ ସରଗରମ। ଇତିମଧ୍ୟରେ ଦିଲ୍ଲୀ ପୋଲିସକୁ...

ମତ ନେଇ ନେବାର ଥିଲା ନିଷ୍ପତ୍ତି

ଅମରପାଲି,୨୭ା୫(ଡି.ଏନ.ଏ.):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷ ଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପରୀକ୍ଷାର୍ଥୀ ଥରକେ ୬୦୦ମାର୍କର ପରୀକ୍ଷା ଦେବେ। ଦଶମ ଶ୍ରେଣୀ...

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଶାନ୍ତି ବନ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖର୍ଗେ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଶନିବାର ଅର୍ଥାତ୍‌ ୨୭ମେ’ରେ ପାଳନ ହେଉଛି ୫୯ ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମନେପକାଇବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ଆଜି ନୀତି ଅୟୋଗର ବୈଠକ, ମମତା କେଜରିଓ୍ବାଲଙ୍କ ସମେତ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କରିଛନ୍ତି ବହିଷ୍କାର

ନୂଆଦିଲ୍ଲୀ,୨୭।୫: ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବା ପରେ ଏବେ ବିରୋଧୀ ରାଜନୈତିକ ଦଳ ସରକାରଙ୍କ ନୀତି ଆୟୋଗ ବୈଠକକୁ ବି ବିରୋଧ କରିଛନ୍ତି। ଶନିବାର ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ...

ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ

ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି। ଆମେରିକାର ମହିଳା ସାଂସଦ ଗ୍ରେସ ମେଂଗ ଶୁକ୍ରବାର ପ୍ରତିନିଧି ସଭାରେ...

ରେସଲରଙ୍କୁ ସମର୍ଥନ କଲେ ବାବା ରାମଦେବ

ନୂଆଦିଲ୍ଲୀ,୨୭।୫: ଯୌନ ଉତ୍ପିଡନ ଭଳି ସମସ୍ୟାକୁ ସାମ୍ନା କରୁଥିବା ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିଜ ଘରୁ ଏବେ ଚ୍ୟାଲେଞ୍ଜ ମିଳିଛି। ଯୋଗଗୁରୁ ବାବା ରାମଦେବ ଭାରତୀୟ ଜନତା ପାଟର୍ଇ(ଭାଜପା)ର ଏମପିଙ୍କ ବିରୋଧରେ ଦିଲ୍ଲୀର...

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri