Tag Archives: Home Middle

ଆସନ୍ତା ୨୯ରୁ ଯୁକ୍ତଦୁଇ ଆବେଦନ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ମେ’ ୨୯ରୁ ଯୁକ୍ତଦୁଇ ନାମ ଲେଖା ପାଇଁ ଆବେଦନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୯ରୁ କ୍ଲାସ୍‌ ଆରମ୍ଭ ହେବ। ଏସ୍‌ଏମ୍‌ଏସ୍‌ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ...

ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ...

ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…

ଲକ୍ଷ୍ନୌ,୨୫।୫ : ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୬ ବର୍ଶରେ ରାଜ୍ୟରେ ମୋଟ...

ମୋଦି ନୁହେଁ ତ ଆଉ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦର ଉଦଘାଟନ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ…

ନୂଆଦିଲ୍ଲୀ,୨୫।୫ :ଦେଶର ନୂତନ ସଂସଦର ଉଦଘାଟନ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ଦେଶର ୧୯ ଟି ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବଜର୍ନ କରିଛନ୍ତି। କଂଗ୍ରେସ କହିଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନର...

ଜଳୁଛି ରାଜଧାନୀ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱର ଜଳୁଛି। ସକାଳ ୮ଟାରୁ ତାତି ବଢ଼ି ସାଢ଼େ ୧୧ଟା ସୁଦ୍ଧା ଏହା ୩୯.୨ ଡିଗ୍ରୀରେ ପହଞ୍ଚିଥିଲା। ଖାଲି ଭୁବନେଶ୍ୱର ନୁହେଁ ସମ୍ବଲପୁରରେ ମଧ୍ୟ ତାପମାତ୍ରା...

ଆଦିବାସୀମାନେ ମନ୍ଦିରରେ ପ୍ରବେଶ ପାଇଁ କରି ନାହାନ୍ତି ଯୁଦ୍ଧ, ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥାର ସଂସ୍କୃତିରେ ହେଉଛି ସଂସଦର ଉଦଘାଟନ: ଛୋଟୁଭାଇ ଭାସାଭା…

ଅହମଦାବାଦ,୨୫।୫ : ଗୁଜରାଟର ଭେଟେରାନ ଆଦିବାସୀ ନେତା ଛୋଟୁଭାଇ ଭାସାଭା ମଧ୍ୟ ଦେଶର ନୂତନ ସଂସଦର ଉଦଘାଟନ ନେଇ ବିବାଦ ଭିତରକୁ ଟାଣିହୋଇ ଆସିଛନ୍ତି। ଛୋଟୁଭାଇ ସୋସିଆଲ ମିଡିଆରେ ଟୁଇଟ କରି କହିଛନ୍ତି ଆଦିବାସୀ ହିନ୍ଦୁ ନୁହଁନ୍ତି ଏବଂ ହିନ୍ଦୁବର୍ଣ୍ଣ...

ମଲ୍ଟି ଲେୟାର ସିକ୍ୟୁରିଟି ମଧ୍ୟରେ ହେବ ନୂଆ ସଂସଦ ଭବନର ଉଦଘାଟନ

ନୂଆଦିଲ୍ଲୀ,୨୫।୫: ଚଳିତ ମାସ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦଘାଟନ କରି ଏହାକୁ ଦେଶକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି, ଏହି ଦିନ ରାଜଧାନୀ ଦିଲ୍ଲୀର ତଥା ବିଶେଷ କରି ସଂସଦ ଗୃହର ସୁରକ୍ଷା ସମ୍ପର୍କରେ ଦିଲ୍ଲୀ...

ଆଉ କିଣିବାକୁ ପଡ଼ିବନି ଔଷଧର ପୂରା ଷ୍ଟ୍ରିପ୍‌, ପ୍ରତି ଟ୍ୟାବଲେଟରେ ରହିବ ଏକ୍ସପାୟର ସମୟ…

ନୂଆଦିଲ୍ଲୀ,୨୫।୫ : ବର୍ତ୍ତମାନ ଆଉ ଗ୍ରାହକଙ୍କୁ ଔଷଧର ସମ୍ପୂର୍ଣ୍ଣ ଷ୍ଟ୍ରିପ୍‌ କିଣିବାକୁ ପଡିବ ନାହିଁ। ଯେତିକି ଆବଶ୍ୟକ ସେତିକି ଔଷଧ ଗ୍ରାହକ କିଣିବେ। ଏହା ସହିତ ପ୍ରତ୍ୟେକ ଟାବଲେଟରେ ଏକ୍ସପାୟର ସମୟ ଲେଖାଯିବ। ଏନେଇ ସରକାର ବିଚାର କରୁଛନ୍ତି ।...

ରାମଚରିତମାନସ ପାଠ ଦୁନିଆର ସବୁଠାରୁ ଲମ୍ବା ଗୀତ: ଜଗଦୀଶ ପିଲ୍ଲାଇ କଲେ ବିଶ୍ୱ ରେକର୍ଡ…

ବାରାଣସୀ,୨୫।୫ : ଗୋଟିଏ ପଟେ ରାମଚରିତମାନସଙ୍କ ସମ୍ପର୍କରେ ରାଜନୈତିକ କରିଡରରେ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଧାର୍ମିକ କାଶୀ ସହରରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।...

ଆପରାଧିକ ମାନହାନି ମାମଲା: ଅଶୋକ ଗେହଲୋଟଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦାଖଲ କଲା ରିପୋର୍ଟ, ଜୁନ ୧ରେ ଶୁଣାଣି

ନୂଆଦିଲ୍ଲୀ,୨୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଆପରାଧିକ ମାନହାନି ମାମଲାରେ ଦିଲ୍ଲୀ ପୋଲିସ ତା’ର ରିପୋର୍ଟ ରାଉଜ ଏଭେନ୍ୟୁ କୋର୍ଟରେ ଦାଖଲ କରିଛି। କୋର୍ଟ ଦିଲ୍ଲୀ ପୋଲିସର ରିପୋର୍ଟକୁ ସ୍ବୀକାର କରି ନେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର...

ବୁଝାଇବା ପରେ ନ ବୁଝିଲେ ତେଜ୍ୟପୁତ୍ର ହେବେ ପାଇଲଟ !…

ଜୟପୁର,୨୫।୫ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛି। ମେ ୨୬ ରେ ଅପରାହ୍ନରେ...

ଦୈନିକ ସଂକ୍ରମଣ ୬ ଶହରୁ କମ୍‌, ସକ୍ରିୟ ମାମଲା ୭ ହଜାର ତଳେ…

ନୂଆଦିଲ୍ଲୀ, ୨୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri