Tag Archives: Home Middle

‘ଆଜି ବିଶ୍ୱ ଭାରତକୁ ଶୁଣୁଛି’, ତିନି ଦେଶର ଯାତ୍ରାରୁ ଫେରି ମୋଦି କହିଲେ, ଏହା ୟଶ ମୋଦିଙ୍କର ନୁହେଁ

ନୂଆଦିଲ୍ଲୀ,୨୫।୫: ତିନୋଟି ଦେଶର ଯାତ୍ରା ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପାର ନେତା ଓ କର୍ମୀ...

ମଙ୍କିପକ୍ସରୁ ସୁରକ୍ଷା ଦେବ ବସନ୍ତ ଟିକା…

ଷ୍ଟକହୋମ,୨୫।୫ : ସ୍ବିଡେନର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି ବସନ୍ତ ଟିକା ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା କରିବାରେ ସକ୍ଷମ। ୧୯୭୦ ଦଶକରେ ବ୍ୟାପିଥିବା ବସନ୍ତ ମହାମାରୀ ସମୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏହି ଟିକା ମଙ୍କିପକ୍ସ ସଂକ୍ରମଣ ବିରୁଦ୍ଧରେ...

୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱ ନେତା: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୫।୫ : ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ବିକାଶ ପଥରେ ଆଗକୁ ବଢୂଛି। ଦେଶରେ ଯେଉଁ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି ତାହା ପୂର୍ବରୁ କରାଯାଇ ନ ଥିଲା। ଅଭିବୃଦ୍ଧି ହାରର ଏହି ଆକଳନ ଅନୁସାରେ...

ଜନସାଧାରଣ ନିରାଶ, ସରକାର ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୫।୫ : କଂଗ୍ରେସର ବରିଷ୍ଠ ନେତା ଅଧୀ ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଇଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ହଠାତ ମୋଦି ଜାଣିଶୁଣି...

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳ ପକ୍ଷରୁ...

ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ, କହିଲେ ଜଣେ ଅହଂକାରୀ ବ୍ୟକ୍ତିଙ୍କ ଯୋଗୁ…

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଖୁବ ବର୍ଷିଛନ୍ତି। ଜୟରାମ ରମେଶ କହିଛନ୍ତି, ଏହା ଜଣେ ବ୍ୟକ୍ତିଙ୍କ ଅହଂକାର ଓ ଆତ୍ମ...

ଆମେରିକା କମ୍ପ୍ୟୁଟର ସିଷ୍ଟମକୁ ଟାର୍ଗେଟ କଲା ଚାଇନା…

ବେଜିଂ,୨୫।୫ : ଆମେରିକା ପାଇଁ, ରୁଷିଆ ପରେ ବର୍ତ୍ତମାନ ଚାଇନିଜ ହ୍ୟାକରମାନେ ଏକ ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେତେବେଳେ ଆମେରିକା ଚାଇନା ଗୁପ୍ତଚର ବେଲନକୁ ଗୁଳି କରି ସେମାନଙ୍କ ତଥ୍ୟ ଅନୁସନ୍ଧାନ...

ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଜରୁରୀ: ଜାତିସଂଘରେ ଭାରତର ଆହ୍ବାନ…

ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା ଦ୍ରୁତ ମାନବିକ ଖାଦ୍ୟ ସହାୟତା ପାଇଁ ଯୋଜନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ...

ରାଷ୍ଟ୍ରପତି ଦୌଡ଼ରେ ଫ୍ଲୋରିଡା ଗଭର୍ନର ସାମିଲ: ଟ୍ରମ୍ପଙ୍କ ପାଇଁ ସୃଷ୍ଟି ହୋଇପାରେ ଆହ୍ବାନ…

ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଭର୍ନର ରୋନ ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ ନିର୍ବାଚନ କର୍ତ୍ତୃପକ୍ଷଙ୍କ...

ଗଣତାନ୍ତ୍ରିକ ନିର୍ବାଚନ ନେଇ ଆମେରିକାର କଡ଼ା ଆଭିମୁଖ୍ୟ…

ଓ୍ବାଶିଂଟନ,୨୫।୫ : ଆସନ୍ତା ବର୍ଷ ଦକ୍ଷିଣ ଏସୀୟ ଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ ଆମେରିକା କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବାଂଲାଦେଶ ପାଇଁ ଏକ ନୂତନ ଭିଜା ନୀତି ଘୋଷଣା କରିଛି...

ଆମେରିକାରେ ଦୀପାବଳି ଛୁଟି !…

ଓ୍ବାଶିଂଟନ,୨୫।୫ : ଆମେରିକାରେ ମୂଳ ଭାରତୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଦୀପାବଳିକୁ ସରକାରୀ ଛୁଟିଦିନ ଘୋଷଣା କରିବାକୁ ଯୋଜନା ଚାଲିଛି। ଏହି ପଦକ୍ଷେପ ନ୍ୟୁୟର୍କରେ ଘଟିଛି, ଯେଉଁଠାରେ ନ୍ୟୁୟର୍କ ବିଧାନସଭାରେ...

ଆଇପିଏଲ୍‌ ପ୍ଲେ ଅଫ୍‌ରେ ଶ୍ରେଷ୍ଠ ବୋଲିଂ

ଚେନ୍ନାଇ, ୨୫ା୫: ଆଇପିଏଲ ଏଲିମିନେଟର-୧ରେ ଅଗ୍ନିବର୍ଷୀ ବୋଲିଂ କରି ୫ ଉଇକେଟ ଅକ୍ତିଆର କରିଛନ୍ତି ଆକାଶ ମାଧଓ୍ବାଲ। ଏହା ସହିତ ପ୍ଲେ ଅଫ୍‌ର ଶ୍ରେଷ୍ଠ ବୋଲିଂ ଫିଗର ସେ ନିଜ ନାମରେ କରିଛନ୍ତି। ପ୍ରଥମ ଖେଳାଳି ଭାବରେ ମାଧଓ୍ବାଲ ୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri