Tag Archives: Home Middle

ନେପାଳକୁ ହରାଇ ଭାରତ ସେମିରେ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ (କାଭା) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ପ୍ରିଲିମିନାରି ଲିଗ୍‌ ମ୍ୟାଚରେ...

ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି ସବୁଠୁ ଦୁର୍ଦ୍ଦଶାପୂର୍ଣ୍ଣ ରାଷ୍ଟ୍ର। ୧୫୭ଟି ଦେଶ ସମ୍ପର୍କରେ ବିଶ୍ଳେଷଣ କରାଯାଇ ଏହି ମିଜରି...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୫ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ଅର୍ଥାତ୍‌ ମାଟ୍ରିକ ପରୀକ୍ଷାର୍ଥୀ ଗୋଟିଏ ଥରରେ...

ଏଲିମିନେଟ୍‌ ହେଲା ଲକ୍ଷ୍ନୌ

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନ୍‌ରେ ବିଜୟୀ ହୋଇଛି। ଫଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏଲିମିନେଟ୍‌ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା...

ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୨ ରନ୍‌...

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫(ବ୍ୟୁରୋ): ଦିଲ୍ଲୀରେ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ମେ’ ୨୮ରେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବରେ ବିଜେଡି ସାମିଲ ହେବ ବୋଲି ବୁଧବାର ଏକ ପ୍ରେସ୍‌...

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ ପାକିସ୍ତାନରୁ ହିନ୍ଦୁ ପ୍ରବାସୀମାନେ ବର୍ତ୍ତମାନ ୪୦ ବିଘା ଜମି ପାଇବେ। ଜିଲା ପ୍ରଶାସନ...

ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବୋଲିଂ...

୧୮ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ କାବୁଲ ଫେରିଲା

କାବୁଲ,୨୪ା୫: ବୁଲଗେରିଆରେ ମୃତ୍ୟୁବରଣ କରିଥିବା ୧୮ ଜଣ ଆଫଗାନିସ୍ତାନ ପ୍ରବାସୀଙ୍କ ମୃତଦେହ ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲକୁ ପଠାଯାଇଛି। ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବୁଲଗେରିଆରେ ଏକ ପରିତ୍ୟକ୍ତ ଟ୍ରକ୍‌ରେ ବେଆଇନ ଭାବେ ମାନବ...

ଚାଇନା ମତ୍ସ୍ୟଜୀବୀ ବୋଟ୍‌ ବୁଡ଼ିବା ଘଟଣା: ୧୪ ମୃତଦେହ ଉଦ୍ଧାର

କଲମ୍ବୋ,୨୪ା୫: ଶ୍ରୀଲଙ୍କାର ନୌସେନା ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ(ଏସ୍‌ଏଆର୍‌) ସର୍ଚ୍ଚ ଅଭିଯାନ ଆରମ୍ଭ କରିବା ପରେ ବୁଡ଼ିଯାଇଥିବା ଚାଇନା ବୋଟ୍‌ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧକାରୀ କହିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି, ଏହାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଦ୍ଧାର...

ସ୍ବାଧିନତାର ପ୍ରତିକ ଭାବେ ସଂସଦ ଭବନରେ ସ୍ଥାପନ ହେବ ଐତିହାସିକ ସେଂଗୋଲ

ନୂଆଦିଲ୍ଲୀ,୨୪।୫: ଦେଶର ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହୋଇଛି ଏବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ ୨୮ରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରକାର...

ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠିକି ଯୋଗାଯୋଗର କୌଣସି ମାଧ୍ୟମ ନାହିଁ। ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସମସ୍ୟା ଦୂର ହେବାକୁ ଯାଉଛି। ପ୍ରତି ଗାଁକୁ ମୋ’ ବସ୍‌ ଚଳାଚଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri