Tag Archives: Home Middle

ଋଣ ପରିଶୋଧ ନ କରିଥିବା ଯାନବାହନ ଜବତ କରିବା ଭୁଲ: ପାଟନା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି …

ପାଟନା,୨୪।୫ : ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ । ଏଭଳି ଧମକପୂର୍ଣ୍ଣ କାର୍ଯ୍ୟ...

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା ରହିଛି। ମହାରାଷ୍ଟ୍ର ପୋଲିସ କହିଛି ୨୦୨୨ ମସିହାରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୫...

ନୂଆ ସଂସଦ ଭବନ ମୋଦିଙ୍କ ଦୂରଦର୍ଶିତାର ପ୍ରମାଣ: ଅମିତ ଶାହା

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଏବେ ସମସ୍ତ ବିରୋଧୀ ଦଳ ଏକାଠି ହୋଇଥିବା ଦେଖାଯାଇଛି। ଏବେ ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ତମାଖୁ-ଗୁଟଖା ଉପରେ ପ୍ରତିବନ୍ଧକ: ତାମିଲନାଡୁରେ ବର୍ଷେ ବଢ଼ିଲା ସମୟ ସୀମା…

ଚେନ୍ନାଇ,୨୪।୫ : ତାମିଲନାଡୁର ତମାଖୁ-ଗୁଟଖା ବ୍ୟବହାରକାରୀମାନଙ୍କୁ ପୁଣି ଥରେ ଝଟକା ଲାଗିଛି। ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ସୂଚନା ଦେଇଛନ୍ତି ଗୁଟଖା...

ସକ୍ରିୟ ମାମଲା ୭ ହଜାର ତଳେ…

ନୂଆଦିଲ୍ଲୀ, ୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

କେବଳ ମୋଦିଙ୍କ ନାମ ଲେଖିବାକୁ ନିର୍ମାଣ ହୋଇଛି ସଂସଦ ଭବନ, ରାଷ୍ଟ୍ରପତିଙ୍କୁ ବାହାରିବାକୁ ଦେଉନାହାନ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୪।୫: ନୂଆ ସଂସଦ ଭବନ ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ବଢିବାରେ ଲାଗିଛି। ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଉତ ବୁଧବାର କହିଛନ୍ତି, ସମସ୍ତ ବିରୋଧୀ ଦଳ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି...

ଅଷ୍ଟ୍ରେଲିଆରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ ଅନର

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୨୨ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କର ସାକ୍ଷାତ ହୋଇଥିଲେ। ବୁଧବାର ସକାଳେ ଆଲାବାନିସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ...

ନୂଆ ସଂସଦ ଭବନ ଉଦଘାଟନ ନେଇ ଅଡୁଆରେ ଭାଜପା, ୧୯ ରାଜନୈତିକ ଦଳ ଉତ୍ସବକୁ କରିଛନ୍ତି ବର୍ଜନ…

ନୂଆଦିଲ୍ଲୀ,୨୪।୫ : ନୂଆ ସଂସଦ ଭବନର ଉଦଘାଟନକୁ ନେଇ କ୍ରମାଗତ ରାଜନୈତିକ ସ୍ଥିତି ଜଟିଳ ହେବାରେ ଲାଗିଛି। ୨୮ ମଇରେ ହେବାକୁ ଥିବା ଏହି ସମାରୋହକୁ ଅନେକ ରାଜନୈତିକ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ...

ମୋଦିଙ୍କ କ୍ରିକେଟ ଡିପ୍ଲୋମାସି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଓ୍ବାର୍ଲଡ କପ ସହ ଦିପାବଳୀକୁ କଲେ ନିମନ୍ତ୍ରଣ

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କ୍ରିକେଟ ଡିପ୍ଲୋମାସି ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଷ୍ଟ୍ରେଲିଆ ସମକକ୍ଷ ଏନ୍ଥୋନି ଏଲବିନିଜଙ୍କୁ...

ନୂଆ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିରେ ନହେଉ ବିଳମ୍ବ: ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୨୪।୫ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୭୬ ତମ ସାଧାରଣସଭା ସ୍ବିଜରଲାଣ୍ଡର ଜେନେଭାରେ ଆରମ୍ଭ ହୋଇଛି। ସଭାରେ ଜୀବନ ବଞ୍ଚାଇବା, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଡବ୍ଲୁଏଚଓର ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ...

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁୟାରୀ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା କାର୍ଯ୍ୟକାଳ ଶେଷହେବାକୁ ଯାଉଛି। ଉକ୍ତ ରାଜ୍ୟଗୁଡ଼ିକରେ ଚଳିତବର୍ଷ ଡିସେମ୍ବରରେ ନିର୍ବାଚନ...

ଏମଭିଏ ଆସନ ଭାଗବଣ୍ଟା: ଯୋଗ୍ୟତା ଆଧାର ଉପରେ ଗୁରୁତ୍ୱାରୋପ କଲା କଂଗ୍ରେସ…

ମୁମ୍ବାଇ,୨୪।୫ : ସମସ୍ତ ଦଳ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳର ଏକମାତ୍ର ଲକ୍ଷ୍ୟ ହେଉଛି ଭାଜପାକୁ ପରାସ୍ତ କରିବା। ଏହି ବିଷୟରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ଏକ କାର୍ଯ୍ୟନିର୍ବାହୀ ବୈଠକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri