Tag Archives: Home Middle

ମୋଦିଙ୍କ ଦାଦାଗିରି ଅସହ୍ୟ ହେବାରେ ଲାଗିଛି: ସଞ୍ଜୟ ସିଂ…

ନୂଆଦିଲ୍ଲୀ,୨୪।୫ : ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ ପଲିସିରେ ହୋଇଥିବା ସ୍କାମକୁ ନେଇ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ଜାରି ରହିଛି। ସଦ୍ୟତମ ମାମଲାରେ ବରିଷ୍ଠ ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ...

କ୍ରୟ ପରେ ଦେୟ ପୂର୍ବରୁ ଦେବାକୁ ପଡିବ ନାହିଁ ଫୋନ ନମ୍ବର, ଗ୍ରାହକ ଫୋରମ ପକ୍ଷରୁ ଆଡଭାଇଜରୀ ଜାରି …

ନୂଆଦିଲ୍ଲୀ,୨୪।୫ : ବର୍ତ୍ତମାନ କ୍ରୟ ପରେ ଦେୟ ପୂର୍ବରୁ ଆଉ ଫୋନ ନମ୍ବର ଦେବାକୁ ପଡିବ ନାହିଁ। ଏନେଇ ଗ୍ରାହକ ଫୋରମ ପକ୍ଷର ଆଡଭାଇଜରୀ ଜାରି କରାଯାଇଛି। ଗ୍ରାହକ ବ୍ୟାପାର ବିଭାଗ ଏହି ପ୍ରକ୍ରିୟା ଉପରେ ଏକ ଯାଞ୍ଚ କରିଛି।...

ଖାଇକୁ ଖସିଲା କ୍ରୁଜର: ୭ ମୃତ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀରର କିଶ୍ଚଓ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧାନ୍ଦୁର ପାଓ୍ବାର ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।...

ସେପ୍ଟେମ୍ବର ସୁଦ୍ଧା ଶ୍ରୀଲଙ୍କା ଋଣ ପୁନର୍ଗଠନ ହାସଲ କରିବା ଜରୁରୀ: ଆଇଏମଏଫ…

କଲମ୍ବୋ,୨୪।୫ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ପୁଣି କହିଛି ଶ୍ରୀଲଙ୍କାକୁ ସେପ୍ଟେମ୍ବର ସୁଦ୍ଧା ଋଣ ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ନଗଦ ଅର୍ଥର ସଙ୍କଟ ସମ୍ମୁଖୀନ ହେଉଥିବା ଦେଶ ଶ୍ରୀଲଙ୍କାକୁ ଦିଆଯାଇଥିବା ବେଲ ଆଉଟ ସୁବିଧାକୁ...

ନାଟୋରେ ସାମିଲ ହେବନି ଜାପାନ…

ଟୋକିଓ,୨୪।୫ : ଏକ ଅଧିକାରୀକ କିମ୍ବା ଅର୍ଦ୍ଧ ଅଫିସିଆଲ ସଦସ୍ୟ ଭାବରେ ନାଟୋରେ ଯୋଗଦେବାକୁ ଜାପାନର କୌଣସି ଯୋଜନା ନାହିଁ। ଏହି ସୂଚନା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଦାନ କରିଛନ୍ତି। ଏଥି ସହିତ କିଛି ସମୟ ପୂର୍ବରୁ ଜାପାନ...

ସାଇବର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଓ୍ବାଶିଂଟନ,୨୪।୫ : ଖରାପ ସାଇବର କାର୍ଯ୍ୟକଳାପ ପାଇଁ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର ମଙ୍ଗଳବାର ଉତ୍ତର କୋରିଆ ଗୋଷ୍ଠୀ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର କହିଛନ୍ତି ହ୍ୟାକରମାନେ ପ୍ୟୋଙ୍ଗୟାଙ୍ଗର ଅସ୍ତ୍ର କାର୍ଯ୍ୟକ୍ରମ...

ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…

ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ...

ଇଲିମିନେଟର ମ୍ୟାଚରେ ଏମଆଇ-ଏଲଏସଜି ଲଢ଼େଇ…

ଚେନ୍ନାଇ,୨୪।୫ : ଆଇପିଏଲ ୨୦୨୩ର ଇଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମଧ୍ୟରେ ବୁଧବାର ସନ୍ଧ୍ୟା ସାଢ଼େ ୭ରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର...

ସିଏସକେକୁ ଫାଇନାଲ ଟିକଟ…

ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି ) ବିପକ୍ଷରେ  ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)   ୧୫ ରନରେ ବିଜୟ ହାସଲ କରିଛି । ଏହା ସହିତ ସିଏସକେକୁ ଫାଇନାଲ ଖେଳିବାର ଟିକଟ ମିଳିଛି।...

କେନ୍ଦ୍ର,ଆସାମ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ ଜାରି…

ନୂଆଦିଲ୍ଲୀ,୨୩।୫ : ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରିବେଶ କାର୍ଯ୍ୟକର୍ତ୍ତା ରୋହିତ ଚୌଧୁରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଜାରି କରିଛନ୍ତି। ଏହି ଆବେଦନରେ...

ସି ସ୍କିମିଂ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା…

ମୋର୍ମୁଗୋଆ,୨୩।୫ : ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି। ମଙ୍ଗଳବାର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ନୌସେନା...

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ…

ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri