Tag Archives: Home Middle

୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁ ନ ଥିଲେ ମୋଦି: ପୂର୍ବତନ ମୁଖ୍ୟ ଶାସନ ସଚିବ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର କହିଛନ୍ତି ୨୦୧୬ ମସିହାରେ ବିମୁଦ୍ରୀକରଣ ଘଟିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟ ଆଣିବା ସପକ୍ଷରେ ନ ଥିଲେ। କାରଣ ସେ...

ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…

ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି ସହିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ ବାଣିଜ୍ୟ...

ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି। ଏହି ଆଲୋଚନାକୁ ତ୍ୱରାନୱିତ କରିବାକୁ ଏବଂ ଜାପାନରେ ଆଲୋଚନା ସମୟରେ ଏକ ଉଚ୍ଚାଭିଳାଷୀ ଏବଂ...

ମୋଦି ବିକାଶଶୀଳ ଦେଶର ନେତା: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିର ଏପିଇସି ହାଉସରେ ପହଞ୍ଚିଛଥିବାବେଳେ ତାଙ୍କୁ...

ତ୍ରିପୁରାକୁ ୫୪-୦ରେ ହରାଇଲା ଦିଲ୍ଲୀ

ଭୁବନେଶ୍ୱର, ୨୨ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ଜାତୀୟ ପୁରୁଷ ସବ୍‌ ଜୁନିୟର ଚାମ୍ପିୟନଶିପ୍‌ ୨୦୨୩ରେ ରବିବାର ଖେଳାଯାଇଥିବା ମ୍ୟାଚରେ ହକି ପଞ୍ଜାବ, ଦିଲ୍ଲୀ ହକି ଓ ହକି ଚଣ୍ଡିଗଡ଼ ସେମାନଙ୍କ ମ୍ୟାଚରେ...

ଦୀପ୍‌ଗ୍ରେସଙ୍କ ଗୋଲ୍‌ରେ ଅନ୍ତିମ ମ୍ୟାଚ୍‌ ଡ୍ର

ଆଡିଲେଡ୍‌,୨୨ା୫(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ମହିଳା ହକି ଟେଷ୍ଟ ସିରିଜ୍‌ରେ କ୍ରମାଗତ ଦୁଇଟି ପରାଜୟ ପରେ ତୃତୀୟ ମ୍ୟାଚ୍‌ ଡ୍ର ରଖିଛି ଭାରତ। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ସଂଘର୍ଷ କରି ୧-୧ରେ ମ୍ୟାଚ୍‌ ଡ୍ର ରଖିଥିଲା। ଅଷ୍ଟ୍ରେଲିଆ ପକ୍ଷର ମାଡିସନ୍‌...

୨ ହଜାର ଟଙ୍କିଆ ଯିବାର ଅନ୍ତରାଳେ

ନୂଆଦିଲ୍ଲୀ,୨୨ା୫: ୧୯ ମେ’ ୨୦୨୩ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ଦେଇ ଅନ୍ୟ ନୋଟ୍‌ଗୁଡ଼ିକୁ ନିଆଯାଇପାରିବ। କିନ୍ତୁ...

ଡେଟ୍‌ ସିଲିଂ ଆଲୋଚନା ସ୍ଥଗିତ

ଓ୍ବାଶିଂଟନ୍‌/ହିରୋଶିମା, ୨୨ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି, ଡେଟ୍‌ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍‌ଙ୍କ ଅଫର୍‌ ଗ୍ରହଣଯୋଗ୍ୟ ନୁହେଁ। ତେବେ ଡିଲ୍‌ ପାଇଁ ଖର୍ଚ୍ଚ କାଟ୍‌ ସହ ଟିକସ ଆଡ୍‌ଜଷ୍ଟମେଣ୍ଟ...

କଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା

ଶ୍ରୀନଗର, ୨୨ା୫: ଜମ୍ମୁ-କଶ୍ମୀରରେ ସୋମବାର ଜି୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍‌ ସମ୍ମିଳନୀ ଅନୁଷ୍ଠିିତ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜି୨୦ ପ୍ରତିନିଧିମାନେ ରହିବାକୁ ଥିବା ହୋଟେଲରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା ହେଉଥିବାର ସୂଚନା...

ରୁଷିଆ ଦଖଲରେ ବାଖ୍‌ମୁଟ୍‌

ମସ୍କୋ/ହିରୋଶିମା, ୨୨ା୫ : ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବାଖ୍‌ମୁଟ୍‌ ସହରକୁ ରୁଷିଆ ଦଖଲ କରିଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍‌ନର ଘରୋଇ ସେନା ବାଖ୍‌ମୁଟ୍‌କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌...

ଆଜି ମନ୍ତ୍ରୀ ଭାବେ ଶପଥ ନେବେ ସୁଦାମ, ସାରଦା, ବିକ୍ରମ

ଭୁବନେଶ୍ବର, ୨୨ା୫(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ଏବେ ବ୍ରେକ୍‌ ଲାଗିବାକୁ ଯାଉଛି। ରାଜ୍ୟର ନୂଆ ମନ୍ତ୍ରୀ ଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ରାଉରକେଲା ବିଧାୟକ ସାରଦା ନାଏକ ଏବଂ...

ପ୍ଲେ ଅଫ୍‌ ଦୌଡରୁ ବାଦ୍‌ ପଡ଼ିଲା ଆର୍‌ସିବି

ବେଙ୍ଗାଲୁରୁ,୨୧ା୫: ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଲରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡରୁ ବାଦ ପଡିଛି ଆର୍‌ସିବି। କୋହଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri