Tag Archives: Home Middle

ଗୁଜରାଟ ଆଗରେ ୧୯୮ ରନ୍‌ର ଟାର୍ଗେଟ୍‌

ବେଙ୍ଗାଲୁରୁ,୨୧ା୫: ଆଇପିଏଲ୍‌ରେ ଆଉ ଏକ ଶତକ ହାସଲ କରିଛନ୍ତି ବିରାଟ କୋହଲି। ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋହଲି କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି। କୋହଲିଙ୍କ ୧୦୧ ରନ୍‌ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୨୦ ଓଭରରେ...

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦେବାକୁ ପଡିବନି ପରିଚୟ ପତ୍ର

ନୂଆଦିଲ୍ଲୀ, ୨୧ା୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରାଯାଇଛି। ଏନେଇ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇବା କିମ୍ବା ଟଙ୍କା ଜମା କରିବା ପାଇଁ ଲୋକଙ୍କ ମଧ୍ୟରେ...

ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ଅଣ୍ଡରପାସ ପାଣିରେ...

ଗଣତନ୍ତ୍ର-ସ୍ବାଧୀନତାକୁ ଦିଆଯାଉ ସମ୍ମାନ: ଜେଲେନସ୍କି…

ଟୋକିଓ,୨୧।୫ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସୀମାରେ ପହଞ୍ଚି ଜି-୭ ଦେଶର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଯୁଦ୍ଧ ନେଇ ଜି-୭ ଦେଶର ସମର୍ଥନ ଲୋଡିଛନ୍ତି। ଜେଲେନସ୍କି ରବିବାର କହିଛନ୍ତି ସମସ୍ତ ସହଯୋଗୀ ଏବଂ...

ଟସ ଜିତିଲା ଜିଟି, ପ୍ରଥମେ ବୋଲିଂ, ବର୍ଷା ଯୋଗୁ ମ୍ୟାଚରେ ବାଧା…

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ତମ ତଥା ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ...

ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୧।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏହି ଅବସରରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ...

୮ ଓ୍ବିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ୮ ଓ୍ବିକେଟରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୮ ଓଭରରେ ୨ ଓ୍ବିକେଟ ହରାଇ ୨୦୧ ରନ...

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌...

ଗଙ୍ଗାକୂଳରେ ୨୪୦୦ ଡ୍ରେନର ଜିଓ ଟ୍ୟାଗିଂ କରିବେ ସରକାର: ଜଣାପଡ଼ିବ ପ୍ରଦୂଷଣସ୍ତର…

ବାରାଣସୀ,୨୧।୫ : ଗଙ୍ଗା ନଦୀ କୂଳରେ ଆବର୍ଜନା ପକାଇବା କାରଣରୁ ପ୍ରଦୂଷଣ ସ୍ତରର ବୃଦ୍ଧି ବିଷୟରେ ଜାଣି ସରକାର ନଦୀ କୂଳରେ ଅବସ୍ଥିତ ୪ ହଜାର ଗାଁର ପ୍ରାୟ ୨୪୦୦ ଡ୍ରେନ ମରାମତି କରିବାକୁ ଯାଉଛନ୍ତି। ଏଥିରେ ’ଜିଓ ଟ୍ୟାଗିଂ’...

ଏନସିସିଏସଏ ଅର୍ଡିନାନ୍ସ ରାଜନୈତିକ ଯୁଦ୍ଧ, ୨୦୨୪ର ସେମିଫାଇନାଲ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୫ : ଦିଲ୍ଲୀର ସେବା ଉପରେ ନିୟନ୍ତ୍ରଣ ପାଇଁ ଦାବି ବର୍ତ୍ତମାନ ସୁପ୍ରିମକୋର୍ଟ ଛାଡିବା ପରେ ଏବେ ସଂସଦରେ ପହଞ୍ଚିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବର୍ତ୍ତମାନ ଏହି ରାଜନୈତିକ ଯୁଦ୍ଧକୁ ୨୦୨୪ର ସେମିଫାଇନାଲ ବୋଲି କହୁଛନ୍ତି ଏବଂ...

ଗିରଫ ହେଲେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଭାରତରେ ବଡ ଆକ୍ରମଣର ଥିଲା ଯୋଜନା

ନୂଆଦିଲ୍ଲୀ,୨୧।୫: ସୁରକ୍ଷା ଏଜେନ୍ସି ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ରବିବାର ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମହମ୍ମଦ ଉବୈଦ ମଲିକ। ସେ କୁପଓ୍ବାଡାର...

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri