Tag Archives: Home Middle

ଜମ୍ମୁ-କଶ୍ମୀର ଏକ ଖୋଲା ଜେଲ୍‌, ଅନୁଚ୍ଛେଦ ୩୭୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଲଢ଼ିବିନି ନିର୍ବାଚନ: ମେହବୁବା…

ବେଙ୍ଗାଲୁରୁ,୨୧।୫ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସମ୍ବିଧାନର ଧାରା ୩୬୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ତାଙ୍କ ଦଳ ନିଶ୍ଚିତ ଭାବେ ନିର୍ବାଚନରେ...

ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି । ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ...

ଦୈନିକ ସଂକ୍ରମଣ ୮ ଶହ ତଳେ…

ନୂଆଦିଲ୍ଲୀ, ୨୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଥରିଲା ଆଫଗାନିସ୍ତାନ

କାବୁଲ,୨୧ା୫: ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ରବିବାର ଅପରାହ୍ନ ୧.୫୭ରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦଠାରୁ ୧୦୫ କିଲୋମିଟର ଦୂରରେ...

ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ଜିଆନ ଏୟାରୱେଜ…

ଟିବିଲିସ,୨୧।୫ : ଜର୍ଜିଆର ଜାତୀୟ ବିମାନ ସେବା ଜର୍ଜିଆନ ଏୟାରୱେଜ ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ସାଲୋମ ଜୁରାବିଚଭିଲି କହିଥିଲେ ରୁଷିଆ ବିମାନ ଉଡ଼ାଣ ଆରମ୍ଭ କଲେ ସେ ବିମାନ ଚଳାଚଳକୁ ବହିଷ୍କାର କରିବେ।...

ନିର୍ବାଚନ ଫଳାଫଳ ନେଇ ଆମେ ଖୁସି ନୁହଁ, ଆମ ଘରକୁ ଆସନି: ଶିବକୁମାର…

ବେଙ୍ଗାଲୁରୁ,୨୧।୫ : କର୍ନାଟକରେ ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବାବେଳେ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି। କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ...

ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌...

କୌଣସି ଭାଜପା ନେତାଙ୍କର ଆତଙ୍କବାଦୀ ଆକ୍ରମଣରେ ହୋଇନାହିଁ ମୃତ୍ୟୁ: ସିଦ୍ଦାରାମାୟା…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଆତଙ୍କବାଦ ଉପରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣରେ କୌଣସି...

ଜି-୭ରେ ଚାଇନାକୁ ମୋଦିଙ୍କ ଟାର୍ଗେଟ: ସୀମାରେ ଯଥାସ୍ଥିତି ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ ଜରୁରୀ…

ଟୋକିଓ,୨୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାପାନର ଜି-୭ରେ  ଦେଇଥିବା ବିବୃତ୍ତିରେ କହିଛନ୍ତି ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ, କିନ୍ତୁ ଏହା ଏକ ମାନବିକ ପ୍ରସଙ୍ଗ, ମାନବିକ ମୂଲ୍ୟବୋଧର ପ୍ରସଙ୍ଗ। ସମସ୍ତ ଦେଶ...

ଆଇପିଏଲ ୨୦୨୩ର ଶେଷ ଲିଗ ମ୍ୟାଚରେ ଜିଟି-ଆରସିବି ମୁହାଁମୁହିଁ, ବର୍ଷା ଆଶଙ୍କା…

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ ତମ ତଥା ଶେଷ ଲିଗ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଗୁଜରାଟ ଟାଇଟାନ୍ସ(ଜିଟି)ମଧ୍ୟରେ ଖେଳାଯିବ। ଜିଟି ଟେବୁଲ ଟପ୍ପର ଭାବରେ ପ୍ଲେ ଅଫ ରେ ପହଞ୍ଚିଥିବାବେଳେ...

ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ରାଜଧାନୀ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି। ୟୁନିଟ ୮ରେ ଥିବା ଏକ ଘରୁ ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଟିମ୍‌ ବେପାରୀ ଚିତ୍ତରଞ୍ଜନ ସାହୁକୁ...

ଓ୍ବାଙ୍ଖେଡେରେ ଏମଆଇ-ଏସଆରଏଚ ଲଢ଼େଇ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ରବିବାର ଅପରାହ୍ନ ସାଢ଼େ ୩ଟାରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ମଧ୍ୟରେ ଲଢ଼େଇ ହେବ। ଏମଆଇ ଏସଆରଏଚ ବିପକ୍ଷରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri