Tag Archives: Home Middle

ଜି- ୭ ଦେଶର ସମର୍ଥନ ଲୋଡ଼ିଲେ ଜେଲେନ୍‌ସ୍କି

ହିରୋସୀମା,୨୧ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏଠାରେ ସେ ଜି- ୭ ଦେଶର ମୁଖ୍ୟମାନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯୁଦ୍ଧ ସମ୍ବନ୍ଧରେ ଜି -୭ ଦେଶରୁ ସମର୍ଥନ ଲୋଡିଥିଲେ।...

ଜି-୭ ସମ୍ମିଳନୀରେ ପରିବେଶର ବାର୍ତ୍ତା ଦେଲେ ମୋଦି, ପିନ୍ଧିଲେ ସ୍ବତନ୍ତ୍ର ଜ୍ୟାକେଟ୍‌

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ନିଜ ପୋଷାକ ମାଧ୍ୟମରେ ପରିବେଶର ବାର୍ତ୍ତା ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ରିସାଇକ୍ଲିଡ୍‌ ସାମଗ୍ରୀରେ ନିର୍ମିତ ଏକ ସ୍ବତନ୍ତ୍ର...

ୟୁକ୍ରେନ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ଜେଲେନସ୍କି

ହିରୋଶିମା,୨୧।୫: ଜାପାନର ହିରୋଶିମାରେ ଆୟୋଜିତ ହୋଇଥିବା ଜି-୭ ଶିଖ ସମ୍ମିଳନୀରେ ଯୋଗ ଦେବାକୁ ବହୁ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏହି ବୈଠକରେ ଯୋଗ ଦେଇଥିଲେ। ସେଠାରେ ମୋଦିଙ୍କର କ୍ୱାଡ ନେତାଙ୍କ ସହ ସାକ୍ଷାତ ହୋଇଥିଲା। ଏହି...

ନୂଆ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ପ୍ରଧାନମନ୍ତ୍ରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୫: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ସେ କହିଛନ୍ତି ପାର୍ଲାମେଣ୍ଟ ବିଲଡିଂର ଉଦ୍‌ଘାଟନ ମହାମହିମ ରାଷ୍ଟ୍ରପତି କରିବା ଉଚିତ, ପ୍ରଧାନମନ୍ତ୍ରୀ ନୁହେଁ। ସୂଚନାଯୋଗ୍ୟ, ୨୮ ମେ’ରେ ନବ ନିର୍ମିତ...

ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ ଭେଟିଥିଲେ। ଜୋ- ବାଇଡେନଙ୍କଠାରୁ ଆରମ୍ଭ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ମଧ୍ୟ...

ଜପାନରୁ ପପୁଆ ନ୍ୟୁ ଗିନି ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି

ହିରୋଶିମା,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଯୋଗଦେବା ପରେ ରବିବାର ଜାପାନ ଛାଡିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଛାଡି ଭାରତ ପ୍ରଶାନ୍ତ ମହାସାଗରର ଏକ ଛୋଟ ଦେଶ ପପୁଆ ନ୍ୟୁ ଗିନି ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ...

ପାକିସ୍ତାନରେ ଦେବାଳିଆ ସ୍ଥିତି

ଇସଲାମାବାଦ,୨୧ା୫: ପାକିସ୍ତାନରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ୧୦ ମାସ ମଧ୍ୟରେ ପାକିସ୍ତାନକୁ ବାହ୍ୟ ସହାୟତା ୩୮ ପ୍ରତିଶତ ହ୍ରାସ ପାଇଛି।...

ମୋଦିଙ୍କ ଲୋକପ୍ରିୟତା ଦେଖି ବାଇଡେନ କହିଲେ ମୋତେ ଦରକାର ଆପଣଙ୍କ ଅଟୋଗ୍ରାଫ

ହିରୋଶିମା,୨୧।୫: ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ଖୁବ ଅଧିକ। ଏମିତିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତାଲିକାରେ ବିଶ୍ୱର ବହୁ ନେତା ରହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ବୈଠକ ସମୟରେ ମୋଦିଙ୍କୁ ତାଙ୍କ...

ବିଦେଶ ଗସ୍ତରେ ମୋଦିଙ୍କୁ ମିଳିବ ‘ଦୁର୍ଲଭ’ ସମ୍ମାନ, ହାତ ଗଣତି ନେତାଙ୍କୁ ମିଳିଥାଏ ଏହି ସମ୍ମାନ

ନୂଆଦିଲ୍ଲୀ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଦେଶର ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ଜାପାନରେ ପହଞ୍ଚିଛନ୍ତି। ସେଠାରେ ସେ ଜାପାନର ହିରୋଶିମା ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହାପରେ ମୋଦି ହିନ୍ଦ ପ୍ରଶାନ୍ତ ମହାସାଗର ସ୍ଥିତ...

କେଜରିଓ୍ବାଲଙ୍କୁ ଭେଟିବେ ନୀତୀଶ

ନୁଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୧ଟା ୩୦ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏପ୍ରିଲରେ ନୀତୀଶ କୁମାର ଅରବିନ୍ଦ କେଜରିଓ୍ବାଙ୍କୁ ସାକ୍ଷାତ୍‌...

୧ ରନରେ  ଜିତିଲା ଏଲଏସଜି…

କୋଲକାତା,୨୦।୫ : ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)   ବିପକ୍ଷରେ   ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ୧ ରନରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି କେକେଆର ୨୦ ଓଭରରେ ୭ ୱିକେଟ ହରାଇ ...

ରାହୁଲ-ୟେଚୁରୀ ଭେଟ: ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସିପିଏମ ମହାସଚିବ ସୀତାରାମ ୟେଚୁରୀ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ। ଏହି ଦୃଶ୍ୟ ଶନିବାର ବେଙ୍ଗାଲୁରୁରେ କ୍ୟାମେରାରେ କଏଦ ହୋଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri