Tag Archives: Home Middle

ଭାରତୀୟ ସଂସଦରେ ପ୍ରତିବର୍ଷ ପାଳିତ ହେଉଛି ହିରୋସୀମା ଦିବସ…

ଟୋକିଓ,୨୦।୫ : ଶନିବାର ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସଦରେ ପ୍ରତିବର୍ଷ ହିରୋସୀମା ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ସମୟରେ...

ଯୁଦ୍ଧ ମାନବିକତାର ଏକ ପ୍ରସଙ୍ଗ, ଯଥାସମ୍ଭବ ଗ୍ରହଣ କରାଯିବ ପଦକ୍ଷେପ: ଜେଲେନସ୍କିଙ୍କୁ କହିଲେ ମୋଦି…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଚାଲିଥିବା...

ଓଡ଼ିଶାକୁ ମିଳିଲା ଆଉ ଦୁଇ ନୂଆ ସ୍ବତନ୍ତ୍ର ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ବତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ଆଉ ଦୁଇଟି ସ୍ବତନ୍ତ୍ର ନୂଆ ରେଳ ପ୍ରକଳ୍ପ ମିଳିଛି।  ତାଳଚେର-ଅନୁଗୋଳ ଏବଂ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ନୂଆ ଭାବରେ...

ବଦଳାଇପାରିବେ ଫଟା ନୋଟ୍‌: ଆର୍‌ବିଆଇ

ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍‌ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍‌ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ ସର୍କ୍ୟୁଲେଶନ୍‌ କରାଯିବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍‌ବିଆଇ ଗ୍ରାହକଙ୍କୁ...

କେଜରିଓ୍ବାଲ-ଖୁସବୁ ସୁନ୍ଦର ଆରୋପ ପ୍ରତ୍ୟାରୋପ…

ନୂଆଦିଲ୍ଲୀ,୨୦।୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶିକ୍ଷିତ ବୋଲି କହିବା ପରେ ଭାଜପା ନେତା ଖୁସବୁ ସୁନ୍ଦର କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୁସବୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ହଠାତ ଉଚ୍ଚ ପଦବୀ...

ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପାସ୍‌ ହାର ତୁଳନାରେ କଲେଜରେ ସିଟ୍‌ କମ୍‌ ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ାଯାଇପାରେ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି,...

ଟସ ଜିତିଲା ସିଏସକେ, ପ୍ରଥମେ ବ୍ୟାଟିଂ…

ନୂଆଦିଲ୍ଲୀ,୨୦।୫ : ଆଇପିଏଲ ୨୦୨୩ର ୬୭ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ଦ(ସିଏସକେ)ମଧ୍ୟରେ ଖେଳାଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ପ୍ରଥମ ବିମୁଦ୍ରୀକରଣ ଭୁଲକୁ ଲୁଚାଇବା ପାଇଁ କରାଯାଇଛି ଦ୍ୱିତୀୟ ବିମୁଦ୍ରୀକରଣ, ଯାଞ୍ଚ୍‌ ଜରୁରୀ: ଖାର୍ଗେ…

ନୂଆଦିଲ୍ଲୀ,୨୦।୫ : ପ୍ରଥମ ବିମୁଦ୍ରୀକରଣ ଏକ ଭୁଲ ନିଷ୍ପତ୍ତି ଥିଲା। ଏହି ଭୁଲକୁ ଲୁଚାଇବା ପାଇ ଏବେ କେନ୍ଦ୍ର ସରକାର ’ଦ୍ୱିତୀୟ ବିମୁଦ୍ରୀକରଣ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଟୁଇଟ କରି କେନ୍ଦ୍ର ସରକାରଙ୍କୁ କଡ଼ା...

ସକ୍ରିୟ ମାମଲା ୯ ହଜାର ତଳେ…

ନୂଆଦିଲ୍ଲୀ, ୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…

ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍‌ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି ଯୋଗାଇବାରେ ବିଫଳ ହେଉଛି। ଏସି ବିନା କିଛି ସମୟ ବିତାଇବା କଷ୍ଟକର ହୋଇପଡୁଛି।...

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ଟେଲିଭିଜନ ଜଗତ ପର୍ଯ୍ୟନ୍ତ ଅନେକ ବଡ...

ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥି ସହିତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri