Tag Archives: Home Middle

ଯଦି କେହି ସରକାରୀ କର୍ମଚାରୀ ଆର୍‌ଏସ୍‌ଏସ୍‌ର ମେମ୍ବର ହୋଇଥାନ୍ତି ତେବେ…

ହାଇଦ୍ରବାଦ,୨୨ା୭: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକଳାପରେ ଅଂଶଗହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କଂଗ୍ରେସ ପ୍ରଥମେ ଏହି କଥା କରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସ୍‌ଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଯଦି...

ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ଶୁଭ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣର ପ୍ରଥମ ସୋମବାରରେ ଦେଶବାସୀଙ୍କୁ...

ରାଜୌରୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ସେନା, ଏନକାଉଣ୍ଟର ଜାରି

ନୂଆଦିଲ୍ଲୀ,୨୨ା୭: ଜମ୍ମୁ କଶ୍ମୀରର ରାଜୌରୀ ଠାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦେଇଛି ସେନା। ସେବେଠାରୁ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ...

କିଏ ସେହି କମଲା ହାରିସ, ଯିଏ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ,୨୨।୭: ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନେତା ଆମେରିକାର ଶକ୍ତିର ଶୀର୍ଷରେ ପହଞ୍ଚି ବାର ସମ୍ଭବନା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ...

ଆଜିଠୁ ବଜେଟ ଅଧିବେଶନ: ଏନ୍‌ଇଇଟିି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିରୋଧୀ

ନୂଆଦିଲ୍ଲୀ,୨୨ା୭: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ। ଏହା ଭିତରେ କେନ୍ଦ୍ର ସରକାର ୬ଟି ବିଲ୍‌ ଆଗତ କରିବେ। ସେଗୁଡ଼ିକ ମଧ୍ୟରେ...

ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌: କମଲା ହାରିସ୍‌ ହେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ଓ୍ବାଶିଂଟନ,୨୨ା୭ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି। ଜାତୀୟ ଓ ଦଳୀୟ...

ଏଣିକି ଯାଞ୍ଚ ହେବ ସ୍କୁଲ ବସ୍‌, ଖିଲାପ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୧ା୭: ଏଣିକି ସ୍କୁଲ ବସ୍‌ରେ ନିୟମିତ ଯାଞ୍ଚ ହେବ। ସ୍କୁଲ ବସ୍‌ରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବସ୍‌ ଭିତରେ ଅଗ୍ନି ନିରାପତ୍ତା ନିୟମ ଠିକ୍‌...

ତୁର୍କୀରୁ ବିଦ୍ୟୁତ୍‌ ଆମଦାନୀ କରିବ ଇରାକ

ତେହରାନ,୨୧ା୭: ଇରାକ ବର୍ତ୍ତମାନ ତୁର୍କୀରୁ ଦେଶକୁ ବିଦ୍ୟୁତ୍‌ ଆମଦାନୀ କରିବ। ଏକ ବିବୃତ୍ତିରେ ଇରାକ ରବିବାର କହିଛି, ଏକ ନୂତନ ବିଦ୍ୟୁତ୍‌ ଲାଇନ ତୁର୍କୀରୁ ଏହାର ଉତ୍ତର ରାଜ୍ୟକୁ ଆଣିବ। ଦୀର୍ଘଦିନର ବିଦ୍ୟୁତ୍‌ ସରବରାହକୁ ହ୍ରାସ କରିବା ପାଇଁ ଶକ୍ତି...

ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି

କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ନେତା ଓଲି ଏକ ସପ୍ତାହ ପୂର୍ବରୁ କ୍ୟାବିନେଟର ଅନ୍ୟ ୨୧ ଜଣ ସଦସ୍ୟଙ୍କ...

ସାରା ବିଶ୍ୱରେ ରାହୁଲ ଏକମାତ୍ର ଉଦାହାରଣ, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ନେଇ ଭାଜପା ସକ୍ରିୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ପହଞ୍ଚିଛନ୍ତି। ସେ ପୁଣେରେ ଭାଜପା ନେତାମାନଙ୍କୁ...

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତି ସୋମବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ। ତେବେ ଆସନ୍ତାକାଲି ଏହି ଜନଶୁଣାଣି ବନ୍ଦ ରହିବ ବୋଲି ଆଜି  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କାରଣ...

୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

ଭୁବନେଶ୍ୱର,୨୧ା୭: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ପିସିସି କମିଟି ଭାଙ୍ଗିବା ପରେ ତାରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୩୦ ବର୍ଷ ଇତିହାସରେ ପ୍ରଥମଥର ଏମିତି ଘଟିଲା। ଯାହା ହେଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri