Tag Archives: Home Middle

ଲ୍ୟାଣ୍ଡ୍‌ଫଲ୍‌ କଲା ବାତ୍ୟା ‘ମୋଚା’, ୨୦୦ କିଲୋମିଟର ବେଗରେ ବହୁଛି ପବନ

ନୂଆଦିଲ୍ଲୀ/ଢାକା,୧୪ା୫: ରବିବାର ଅପରାହ୍ନରେ ସାମୁଦ୍ରିକ ବାତ୍ୟା ‘ମୋଚା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍‌ମାର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍‌ମାର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୨୦୦ କିଲୋମିଟର...

ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଆନ୍ନାମଲାଇ, ଆଉ ଏକ ମାମଲା ରୁଜୁ କର

ଚେନ୍ନାଇ,୧୪।୫: ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ରେ ପିଟିଆର୍‌ଙ୍କ ଅଡିଓ ଟେପ ଭାଇରାଲକୁ ନେଇ ତାମିଲନାଡୁର ରାଜନୀତି ସରଗରମ ରହିଛି। ତେବେ ଏ ନେଇ ତାମିଲନାଡୁ ସରକାର ତାମିଲନାଡୁର ଭାଜପା ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ହେଲେ...

ଖାଦ୍ୟ ପାଇଁ ପିଲା ବିକ୍ରି

କାବୁଲ,୧୪ା୫: ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ବିଶ୍ୱର ସବୁଠୁ ବଡ଼ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଅଗଷ୍ଟରେ ତାଲିବାନ ଦେଶରେ କ୍ଷମତା ଦଖଲ କରିଥିଲା ଏବଂ...

ମହାବାତ୍ୟା ରୂପ ନେଲା ‘ମୋଚା’, ଆଜି ବାଂଲାଦେଶ-ମ୍ୟାନମାରରେ ହେବ ମାଡ଼

ଢାକା,୧୪ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉଗ୍ର ରୂପ ଧାରଣ କରିଛି। ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ଆଜି ଅର୍ଥାତ୍‌ ରବିବାର ମାଡ଼ ହୋଇପାରେ। ଏହି ବାତ୍ୟା ଦ୍ୱାରା ବାଂଲାଦେଶ ଏବଂ ମ୍ୟାନମାର ହଜାର ହଜାର ଲୋକ ପ୍ରଭାବିତ ହୋଇପାରନ୍ତି।...

ୟୁକ୍ରେନର ଆର୍ମସ ଡିପୋକୁ ଉଡାଇଲା ରୁଷିଆ, ୫୦ ମିଲିୟନର ଗୋଳାବାରୁଦ ନଷ୍ଟ

କ୍ୱିଭ,୧୪।୫: ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି। ଏହାପରେ ଆକାଶରେ କେବଳ ଧୂଆଁ ଦେଖାଯାଇଥିଲା।...

‘ସେତେବେଳେ ତୁମେ ଜନ୍ମ ହୋଇ ନ ଥିବ ଯେବେ ମୁଁ…’ପାକିସ୍ତାନ ସେନା ପ୍ରବକ୍ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଇମ୍ରାନ

ଇସଲାମାବାଦ,୧୪।୫: ପାକିସ୍ତାନରେ ପାକିସ୍ତାନ ତହରିକ ଏ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାଁ ଏବେ ମୁଖରା ହୋଇ ସେନାର ଆଲୋଚନା କରିଛନ୍ତି। ଏବେ ଏକ ତାଜା ବୟାନରେ ଇମ୍ରାନ ସେନାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ରାଜନୀତି...

ତୁର୍କୀ ରାଷ୍ଟ୍ରପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ, ଶେଷ ହୋଇପାରେ ଦୁଇ ଦଶକର ଶାସନ

ଅଙ୍କାରା,୧୪।୫: ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କ ପାଇଁ ରବିବାର ହେବାକୁ ଯାଉଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ଖୁବ୍‌ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ଏହି ଚ୍ୟାଲେଞ୍ଜ ତାଙ୍କ ଦୁଇ ଦଶକର ଶାସନକୁ ଶେଷ ବି ଶେଷ କରିଦେଇପାରେ।...

ସାଢେ ପାଞ୍ଚଟାରେ ସିଏଲପି ମିଟିଂ, କଂଗ୍ରେସ ବିଧାୟକ ବାଛିବେ କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ ଏକାକି କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ରବିବାର ସନ୍ଧ୍ୟା ୫ଟା ୩୦ରେ କଂଗ୍ରେସ ବିଧାୟକ ଦଳ(ସିଏଲପି)ର ବୈଠକ ହେବାକୁ ଯାଉଛି। ଏଥିରେ ବିଧାୟକମାନେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲଗାଇବେ। ଏପଟେ...

ବାଇଡେନ ପ୍ରଶାସନରେ ପୁଣି ଜଣେ ଭାରତୀୟ ବଂଶୋଭବଙ୍କୁ ବଡ଼ ଦାୟିତ୍ୱ

ଓ୍ବାଶିଂଟନ,୧୪ା୫: ବୈଦେଶିକ ବିଭାଗରେ ମହିଳାଙ୍କ ସହ ଜଡ଼ିତ ବିଶ୍ୱସ୍ତରୀୟ ପ୍ରସଙ୍ଗ ପାଇଁ ଆମେରିକୀୟ ସିନେଟ୍‌ ଭାରତୀୟ ବଂଶୋବ ଗୀତା ରାଓ ଗୁପ୍ତାଙ୍କୁ ‘ଆମ୍ବାସଡର ଆଟ୍‌ ଲାର୍ଜ’ ଭାବରେ ନିଯୁକ୍ତି କରିଛି। ମନ୍ତ୍ରଣାଳୟ ଟୁଇଟ୍‌ କରି କହିଛି ଯେ, ଆମେରିକାର ବୈଦେଶିକ...

କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସର ପୋଷ୍ଟର ଓ୍ବାର

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଛି। ଦଳର କର୍ମୀମାନେ ବି ଦୁଇ ଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଗୋଟିଏ ପଟେ...

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି।...

ବିଜେଡି, ଭାଜପାର ଭୋଟ ହାର ବଢ଼ିଲା

ଭୁବନେଶ୍ବର, ୧୪।୫(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୦୭ ହଜାର ୧୯୮ ଭୋଟ ପାଇ ବିଜୟୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୪୭୭ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଦୀପାଳିଙ୍କଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri