Tag Archives: Home Middle

ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି କର୍ନାଟକବାସୀ: ମମତା…

କୋଲକାତା,୧୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଥମ ବିବୃତ୍ତି ଦେଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ପରିବର୍ତ୍ତନ ସପକ୍ଷରେ ନିର୍ଣ୍ଣାୟକ ଜନାଦେଶ ପାଇଁ କର୍ନାଟକବାସୀଙ୍କୁ ମୋର ନମସ୍କାର । ନିର୍ଦ୍ଦୟ କ୍ରୁର...

ସ୍ବତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୩ା୫: ଆଇପିଏଲ ୨୦୨୩ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଅତୁଳନୀୟ। ଗୁଜରାଟ ଦଳ ମୋଟ୍‌ ୧୨ଟି ମ୍ୟାଚ୍‌ ଖେଳିଥିବା ବେଳେ ୮ଟି ମ୍ୟାଚ୍‌ ଜିତିଛି ଏବଂ ୪ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ଗୁଜରାଟ...

ଏବେ କର୍ନାଟକ ପରି ହେବ ମହାରାଷ୍ଟ୍ର ସ୍ଥିତି: ଆଦିତ୍ୟ ଠାକରେ…

ମୁମ୍ବାଇ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଏପରିସ୍ଥଳେ ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଠାକରେ ନେତା ଆଦିତ୍ୟ ଠାକରେଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଆଦିତ୍ୟ କହିଛନ୍ତି କର୍ନାଟକରେ କଂଗ୍ରେସ ଫେରିବା...

ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏସଆରଏଚ ଟସ ଜିତତି ପ୍ରଥମେ ବ୍ୟାଟିଂ କରିବାକୁ...

ଦୈନିକ ସଂକ୍ରମଣ ୧୩ ଶହ ତଳେ…

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ପ୍ରମିଳାଙ୍କୁ ଆଉ ଦୁଇ ବିଭାଗ ଦାୟିତ୍ୱ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏଣିକି ଶ୍ରମ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ସମ୍ଭାଳିବେ ପ୍ରମିଳା। ଶୁକ୍ରବାର ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଚସ୍ପତି...

ଧ୍ରୁବୀକରଣ ରାଜନୀତି ବିଫଳ, ବଜରଙ୍ଗ ଦଳ ଯୋଗୁ କର୍ନାଟକରେ କଂଗ୍ରେସ ସରକାର, ଭାଜପା ଧରାଶାୟୀ, କିଙ୍ଗମେକର ହେଲାନି ଜେଡିଏସ…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର ଫଳାଫଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଜିନିଷ ସ୍ପଷ୍ଟ ହୋଇଛି। କଂଗ୍ରେସ ନିଜେ ସହଜରେ ସରକାର ଗଠନ କରିବାକୁ ଯାଉଛି ଏବଂ ବିପୁଳ ବ୍ୟବଧାନରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଛି। ଝୁଲା ବିଧାନସଭା ଘଟଣାରେ କିଙ୍ଗମେକର...

ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ସହ ଝାରସୁଗୁଡ଼ା...

କିଏ ହେବେ ମୁଖ୍ୟମନ୍ତ୍ରୀ: ସିଦ୍ଧରମୈୟା ନା ଶିବକୁମାର…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ କଂଗ୍ରେସର ବିଜୟ ପରେ ବର୍ତ୍ତମାନ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ହେଉଛି। କର୍ନାଟକ କଂଗ୍ରେସରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରତିଯୋଗିତା ଚାଲିଛି। ଏହା ଉପରେ ବରିଷ୍ଠ ଖବରଦାତା ବିନୋଦ ଅଗ୍ନିହୋତ୍ରୀ...

ଏବେ ଘୃଣାର ବଜାର ବନ୍ଦ: ରାହୁଲ…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛଇ। ଏହି ଧାରାରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କର୍ନାଟକ ନିର୍ବାଚନରେ କଂଗ୍ରେସର...

ଟସ ଜିତିଲା ଏସଆରଏଚ, ପ୍ରଥମେ ବ୍ୟାଟିଂ…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏସଆରଏଚ ଟସ ଜିତତି ପ୍ରଥମେ ବ୍ୟାଟିଂ କରିବାକୁ...

ଆମେ ଜିତିଛୁ, ପ୍ରଧାନମନ୍ତ୍ରୀ ହାରିଛନ୍ତି: ଜୟରାମ ରମେଶ

ନୂଆଦିଲ୍ଲୀ,୧୩ା୫: କର୍ନାଟକ ବିଧାନସଭା ନିର୍ବାଚନରେ ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ନିର୍ଣ୍ଣାୟକ ନେତୃତ୍ୱ ନେବା ପରେ କଂଗ୍ରେସ ଶନିବାର କହିଛି, ଆମେ ଜିତିଛୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାରିଛନ୍ତି। ଦଳର ମହାସଚିବ ଜୟରାମ ରମେଶ ଏହା କହିଛନ୍ତି ଯେ, ଭାରତୀୟ ଜନତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri