Tag Archives: Home Middle

କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ

ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ।...

କେଜ୍‌ରିଓ୍ବାଲଙ୍କୁ ନିଜ ହାତ ତିଆରି ଖାଇବା ଦିଅ, ନିର୍ବାଚନ ନୁହଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ, କାହିଁକି ଏପରି କହିଲା ଭାଜପା

ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆମ୍‌ ଆଦ୍‌ମୀ ଦଳ(ଏଏପି)ର ନେତାମାନେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ତିହାର ଜେଲର ଅଧୀକ୍ଷକଙ୍କ ରିପୋର୍ଟକୁ ଦର୍ଶାଇ ଦିଲ୍ଲୀର ଏଲ୍‌ଜି ଭି.କେ...

୨୫ ବର୍ଷ ପୂର୍ବେ ସନ୍ଧ୍ୟାରେ ହେଉଥିଲା ବଜେଟ୍‌ ଉପସ୍ଥାପନ, ଜାଣନ୍ତୁ କାହିଁକି ହଠାତ୍‌ ବଦଳିଲା ସମୟ…

ନୂଆଦିଲ୍ଲୀ,୨୦ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୩ ତାରିଖରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍‌ରେ ଏନଡିଏ ସରକାରଙ୍କ ଆଗାମୀ ବିକାଶ ଏଜେଣ୍ଡା ଦର୍ଶାଯିବ। ମୌଧୁମୀ ଅଧିବେଶନରେ ଲୋକ ସଭାରେ ଅଣାଯାଇଥିବା ଏହି ବଜେଟ୍‌ ସକାଳ ୧୧ଟାରେ ଉପସ୍ଥାପିତ...

ଶଙ୍ଖଭବନ ବେଆଇନକୁ ନେଇ ବଡ଼ ବୟାନ ଦେଲେ ବବି, କହିଲେ…

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।...

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ୍‌ ପ୍ରସାଦ ଆହତ

ନୂଆଦିଲ୍ଲୀ,୨୦ା୭: ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ତଥା ଏମ୍‌ପି ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲଭୀତ ଯାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍‌ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା।...

ୟୁପିରେ ଭାଜପାକୁ ବଡ଼ ଝଟ୍‌କା, ଅଡୁଆ ବଢାଇଲେ ସହଯୋଗୀ ଦଳ

ନୂଆଦିଲ୍ଲୀ,୨୦।୭: କାଉଡି ଯାତ୍ରାକୁ ନେଇ ୟୁପି ସରକାର ବିବାଦରେ ଫସିଛନ୍ତି। ନିର୍ବାଚନ ପରଠାରୁ ଏନଡିଏର ସହଯୋଗୀମାନେ ଭାରତୀୟ ଜନତା ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି କାଉଡି ଯାତ୍ରା ମଧ୍ୟ ଅସନ୍ତୋଷର କାରଣ ପାଲଟିଛି, ଯାହାକୁ ନେଇ ନିର୍ଦ୍ଦେଶନାମା ଜାରି...

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ...

ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ, ୨୦ା୭: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ପ୍ରଶିକ୍ଷିତ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିବା ପରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି ଅଞ୍ଚଳରେ ନିଜର ଉପସ୍ଥିତିକୁ ପରିବର୍ତନ କରିଛି।...

ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍‌ପି କହିଲେ…

ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିଥିଲେ ଅମିତ ଶାହା। ତେବେ ସେ ଯିବା ସମୟରେ ତାଙ୍କ ଗାଡ଼ିକୁ...

ନବୀନ ପଟ୍ଟନାୟକ ଏମପି ନୁହଁନ୍ତି ତେବେ କେମିତି ହେଲେ ସଂଦଦୀୟ ଦଳର ଅଧ୍ୟକ୍ଷ, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୦।୭: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସଂସଦୀୟ ଦଳର ନେତା ଏକ ପଦବୀ, ଯାହାକି ସଂପୃକ୍ତ ଦଳର ରାଜ୍ୟ ସଭା କିମ୍ବା ଲୋକ ସଭାର...

ବଦଳିଲା କ୍ରୀଡା ପୁରସ୍କାର ନାଁ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ...

କମଳା ପୂଜାରୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ…

ଭୁବନେଶ୍ୱର,୨୦।୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri