Tag Archives: Home Middle

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ଲାଗିରହିଛି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)...

ସ୍ବର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, ୫ଗିରଫ

ଅମୃତସର,୧୧।୫: ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟରେ ବୁଧବାର ରାତି ୧୨ଟା ୧୫ରେ ୩ୟ ଥର ବିସ୍ଫୋରଣ ଘଟିଛି। ପଞ୍ଜାବର ପୋଲିସ କମିଶନର ନୈନିହାଲ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ...

ସୃଷ୍ଟିହେଲା ବାତ୍ୟା, ଆଜି ମଧ୍ୟାହ୍ନ ସୁଦ୍ଧା ନେବ ଭୀଷଣ ରୂପ

ନୂଆଦିଲ୍ଲୀ,୧୧ା୫: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗୁରୁବାର ବାତ୍ୟାର ରୂପ ନେଇଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ସାମୁଦ୍ରିକ ବାତ୍ୟା ‘ମୋକା’ ଆଜି ଭୋର୍‌ ୫.୩୦ରେ...

ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଛାଡ଼ପତ୍ର: ୧୯ ବର୍ଷର ଦାମ୍ପତ୍ୟ ଜୀବନର ଅନ୍ତ …

ହେଲସେଙ୍କି,୧୧।୫ : ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କ ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, “ଆମେ...

ଥରିଲା ଟୋକିଓ

ଟୋକିଓ,୧୧ା୫: ଗୁରୁବାର ଜାପାନର ରାଜଧାନୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ,...

ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…

ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ ଦିଆଗଲାଣି। ମିଳିତ ଜାତିସଂଘ ମାନବିକ ଅଧିକାର ମୁଖ୍ୟ ଇରାନରେ ବହୁ ସଂଖ୍ୟକ ମୃତ୍ୟୁଦଣ୍ଡ...

ଲାଲ କିଲ୍ଲାରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲା ଆଇଏସଆଇ…

ନୂଆଦିଲ୍ଲୀ,୧୧।୫ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ବଡ ଷଡଯନ୍ତ୍ର ସମ୍ପର୍କରେ ଦିଲ୍ଲୀ ପୋଲିସ ପ୍ରକାଶ କରିଛି। ୨୦୨୩ ବର୍ଷ ଆରମ୍ଭରେ, ଦିଲ୍ଲୀ ପୋଲିସ ଆତଙ୍କବାଦୀ ନୌଶାଦ ଏବଂ ଜଗଜିତ ସିଂଙ୍କୁ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରୁ ଗିରଫ କରିଥିଲା। ସୂଚନାନୁସାରେ,...

‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍‌’ ମିଥ୍ୟା ଉପରେ ଆଧାରିତ

ନୂଆଦିଲ୍ଲୀ,୧୧।୫:ଫିଲ୍ମ ଦ କେରଲା ଷ୍ଟୋରି ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଦୀପ୍ତୋ ସେନଙ୍କ୍‌ ନିର୍ଦ୍ଦେଶିତ ଏହି ଫିଲ୍ମରେ କେରଳର ହିନ୍ଦୁମାନଙ୍କର କାହାଣୀ ଅଛି ଯେଉଁମାନଙ୍କର ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସ୍‌ରେ ଯୋଗ ଦେବାକୁ ସିରିଆକୁ ନିଆଯାଇଥିଲେ। ଏହି ଫିଲ୍ମକୁ...

ଦୈନିକ ସଂକ୍ରମଣ ୧୭ ଶହ ତଳେ, ସକ୍ରିୟ ମାମଲା ୨୦ ହଜାରରୁ କମ…

ନୂଆଦିଲ୍ଲୀ, ୧୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି...

ସିନ୍ଦେ ବନାମ ଉଦ୍ଧବ: ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ,୧୧।୫:ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏମ.ଆର୍‌ ଶାହା, କୃଷ୍ଣ ମୁରାରି, ହିମା କୋହିଲି, ପି.ଏସ୍‌ ନରସିଂହ୍ମାଙ୍କ ୫ଜଣିଆ ସମ୍ବିଧାନ ବେଞ୍ଚ ଗତ ବର୍ଷ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ପର୍କରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ବାଇଡେନ ସରକାର ଆଗତ କଲେ ନାଗରିକତ୍ୱ ଅଧିନିୟମ…

ଓ୍ବାଶିଂଟନ,୧୧।୫ : ଆମେରିକାର ଶାସକ ଡେମୋକ୍ରାଟିକ ପାର୍ଟି ଆମେରିକାର ନାଗରିକତ୍ୱ ଆଇନ ପ୍ରଣୟନ କରିଛି। ଏହା ଏକ ସଂସଦ ବିଲ। ଗ୍ରୀନ କାର୍ଡ ପାଇଁ ଦେଶର କୋଟା ଶେଷ କରିବା ଏବଂ ଏଚ-୧-ବି ଭିଜା ସିଷ୍ଟମକୁ ସଂଶୋଧନି କରିବା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri