Tag Archives: Home Middle

ଇଭିଏମ୍‌ରେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ

ବେଙ୍ଗାଲୁରୁ,୧୧ା୫: କର୍ନାଟକ ବିଧାନସଭା ୨୨୪ ଆସନ ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋଟଗ୍ରହଣ ଶେଷ ହେବା ପରେ ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ...

ରିମାଣ୍ଡ୍‌ରେ ଇମ୍ରାନ୍‌, ପାକିସ୍ତାନ ଅଶାନ୍ତ

ଇସ୍‌ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ମଙ୍ଗଳବାର ଇସ୍‌ଲାମାବାଦ...

କର୍ନାଟକ: କଂଗ୍ରେସକୁ ମିଳିପାରେ ଅଧିକ ଆସନ

ବେଙ୍ଗାଲୁରୁ,୧୧ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ଏଥର ମଧ୍ୟ ଝୁଲା ସ୍ଥିତିର ସଙ୍କେତ ଦେଇଛି। ରାଜ୍ୟବାସୀ ଦୀର୍ଘ ୩୮ ବର୍ଷ ମଧ୍ୟରେ କୌଣସି ଶାସକ ଦଳକୁ ଲଗାତର ଦ୍ୱିତୀୟ ଥର କ୍ଷମତାସୀନ କରାଇ...

୩ ଜଣଙ୍କ ଡିଏନ୍‌ଏରେ ଶିଶୁ ଜନ୍ମ

ଲଣ୍ଡନ,୧୧ା୫ : ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର...

ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା

କୋଲାମ/ଥିରୁଭାନନ୍ଥପୁରମ୍‌, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ମାଡ଼ପିଟ୍‌ କରି ଆହତ ହୋଇଥିଲେ। ମହିଳା ଡାକ୍ତର...

ଦିଲ୍ଲୀକୁ ହରାଇ ଚେନ୍ନାଇର ସପ୍ତମ ବିଜୟ

ଚେନ୍ନାଇ,୧୦ା୫: ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୨୭ ରନ୍‌ରେ ବିଜୟୀ ହୋଇଛି । ୧୨ଟି ମ୍ୟାଚରୁ ଚେନ୍ନାଇ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର...

ଆସିଲା କର୍ନାଟକ ଏକ୍‌ଜିଟ ପୋଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। କେତେକ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ରେ କଂଗ୍ରେସ ସରକାର...

ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁରେଶୀ ଇମ୍ରାନଙ୍କ...

ଝାରସୁଗୁଡ଼ାରେ ମତଦାନ ଶେଷ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ମତଦାନ ଇତିମଧ୍ୟରେ ଶେଷ ହୋଇଛି। ମତଦାନ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିଛି। ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ...

ପାକିସ୍ତାନରେ ହିଂସା ଅନିୟନ୍ତ୍ରିତ: ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୧୦ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଏକ ଦୁର୍ନୀତି ମାମଲାର ଶୁଣାଣି ସମୟରେ ଇସଲାମାବାଦ ହାଇକୋର୍ଟରୁ ଗିରଫ କରାଯାଇଛି। ଏହା ପରେ ପାକିସ୍ତାନରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବୁଧବାର ସରକାରୀ ସୂତ୍ରରୁ...

ଧୋନୀଙ୍କୁ ନେଇ ଏମିତି ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୦ା୫: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ରେ ପହଞ୍ଚିବାଠାରୁ ମାତ୍ର କିଛି ପାଦ ଦୂରରେ ରହିଛି। ଗତ ସିଜନରେ ବିପର୍ଯ୍ୟୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଏହି ସିଜନରେ...

କର୍ନାଟକ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ, ସାଢେ ୬ଟାରେ ଏକଜିଟ ପୋଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ପାଇଁ ସମସ୍ତ ୨୨୪ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗ୍ରହଣ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ନିର୍ବାଚନ ମଇଦାନରେ କେତେଜଣ ବଡ ବଡ ନେତା ରହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri