Tag Archives: Home Middle

ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ...

୨୦୨୩ ବିଶ୍ୱକପ୍‌ ଘୋଷଣା: ଏହିଦିନ ଖେଳିବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୦ା୫: କ୍ରିକେଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତବର୍ଷ ଭାରତରେ ଓଡିଆଇ ବିଶ୍ୱକପ୍‌ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଓଡିଆଇ ବିଶ୍ୱକପ୍‌ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅକ୍ଟୋବର...

ସଚ୍ଚିନ ପାଇଲଟ, ଅଶୋକ ଗେହଲୋଟଙ୍କ ଲଢେଇକୁ ନେଇ ମୁହଁ ଖୋଲିଲେ ମୋଦି

ଜୟପୁର,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତରେ ଅଛନ୍ତି। ବୁଧବାର ମୋଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସରେ ନିଜ...

ରୁଷିଆ ଜଙ୍ଗଲରେ ନିଆଁ: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ୫ ହଜାରରୁ ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ମସ୍କୋ,୧୦ା୫: ରୁଷିଆର ୟୁରାଲ ପର୍ବତ ଜଙ୍ଗଲରେ ନିଆଁ ଲାଗି ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଏକ ସପ୍ତାହ ଧରି କୁର୍ଗାନ ଏବଂ ସାଇବେରିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥି ସହିତ ଏହି ଅଗ୍ନିକାଣ୍ଡ ଯୋଗୁ ୫...

ଇମ୍ରାନଙ୍କ ଗିରଫକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପତ୍ନୀ ରେହନ, ଭାଇରାଲ ହେଉଛି ଟୁଇଟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି। ଏହି ଗିରଫ ଘଟଣାକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି, ଯାହା ଏବେ ହିଂସାର ରୂପ ନେଲାଣି।...

ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।...

ଇମ୍ରାନଙ୍କୁ ଘାରିଛି ଜେଲରେ ମୃତ୍ୟୁ ଭୟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଇମ୍ରାନ ଖାଁ ଯେତେବେଳେ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟ ପହଞ୍ଚି ଥିଲେ ସେତେବେଳେ ତାଙ୍କୁ ପାକିସ୍ତାନର...

ଅନାଥ ଆଶ୍ରମରେ ପଶି ନାବାଳିକାଙ୍କୁ ହତ୍ୟା କଲେ ଯୁବକ, ୯ ଆହତ

ଓ୍ବାରସୋ,୧୦ା୫: ପୋଲାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଅନାଥ ଆଶ୍ରମରେ ଧସେଇ ପଶି ୧୬ ବର୍ଷର ନାବାଳିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବକ ଜଣକ ପୋଲାଣ୍ଡର ଲୋଜ ସହରର ଏକ...

ଆପଣ ପ୍ରଧାନମନ୍ତ୍ରୀ ନା ଫିଲ୍ମର ପ୍ରମୋଟର: ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ କଟାକ୍ଷ…

ଲକ୍ଷ୍ନୌ,୧୦।୫ : ଗାଜିଆବାଦର ଡାସନା ନଗର ପଞ୍ଚାୟତର ନିର୍ବାଚନ ପ୍ରଚାର ସମୟରେ ଏଆଇଏମଆଇଏମ ଦଳର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅଖିଳେଶ ତାଙ୍କ ପିତାଙ୍କ  ସକ୍ଷମ...

ପାକିସ୍ତାନରେ ଗୃହଯୁଦ୍ଧ: ଭାରତ ପାଇଁ ସତର୍କ ଘଣ୍ଟି…

ଇସଲାମାବାଦ,୧୦।୫ : ଇମ୍ରାନ ଖାନଙ୍କ ସମର୍ଥକ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଗୃହଯୁଦ୍ଧ ଭଳି ପରିସ୍ଥିତି ରହିଛି। ଅନେକ ପାକିସ୍ତାନୀ ବେସକୁ ଇମ୍ରାନ ସମର୍ଥକମାନେ ପୋଡି ଦେଇଛନ୍ତି। କେବଳ ଏତିକି ନୁହେଁ, ଇମ୍ରାନ ଖାନଙ୍କ ସମର୍ଥକମାନେ ରାୱଲପିଣ୍ଡିରେ ପାକିସ୍ତାନ ସେନାର...

ଓଡିଶା ଆସିପାରନ୍ତି ମୋଦି

ଭୁବନେଶ୍ବର,୧୦।୫: ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ଉତ୍ସବ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ଭାଜପା ସାଧାରଣ ସମ୍ପାଦକ ପୃଥ୍ବ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମୋଦି ବନ୍ଦେ...

ମଝି ଆକାଶରେ ବିମାନରେ ପୋଡ଼ିବା ଗନ୍ଧ, ଜରୁରୀ ଅବତରଣ କଲେ ପାଇଲଟ…

ତିରୁଚିରାପଲ୍ଲୀ,୧୦।୫ : ତିରୁଚିରାପଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଇଣ୍ଡୋନେସିଆରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ପରେ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ଯାଞ୍ଚ ପରେ ବିମାନରେ କୌଣସି ତ୍ରୁଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri