Tag Archives: Home Middle

ମମତାଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଆଇନଗତ ନୋଟିସ…

କୋଲକାତା,୯।୫ : ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି। ‘କଶ୍ମୀର ଫାଇଲ’ ଏବଂ ମୋର ଆଗାମୀ ଚଳଚ୍ଚିତ୍ର...

ଇମ୍ରାନ ଗିରଫ…

ଇସଲାମାବାଦ,୯।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବୃଦ୍ଧି ପାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ...

ମହାକାଶରେ ଗୁପ୍ତଚରୀ ନେଇ ଚାଇନା-ଆମେରିକା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୯।୫ : ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ଆମେରିକାର ଆକାଶରେ ଚାଇନାର ବେଲୁନ ଉଡ଼ାଣକୁ ନେଇ ବିବାଦ ପରେ ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ମହାକାଶରେ ଗୁପ୍ତଚରୀ ଅଭିଯୋଗ ଆଣିଛି। ବିଶେଷଜ୍ଞମାନେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବୃଦ୍ଧି...

ଉପରାଷ୍ଟ୍ରପତି-ରାଜ୍ୟପାଳ ପଦବୀରେ ରହିବାକୁ ସହନଶୀଳତାର ମୁଖା ପିନ୍ଧନ୍ତି ମୁସଲମାନ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୫ : କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବାଘେଲ ଏପରି କିଛି କହିଛନ୍ତି ଯାହାକୁ ନେଇ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଉପରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ହେବା ପାଇଁ ମୁସଲମାନମାନେ...

ଏମଭିଏରେ ମୁହାଁମୁହିଁ: ଶରଦ-ଉଦ୍ଧବ ବାକ୍‌ଯୁଦ୍ଧ…

ମୁମ୍ବାଇ,୯।୫ : ’ ମହାରାଷ୍ଟ୍ରରେ ଏନସିପିର ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ଶେଷ ହୋଇଥାଇପାରେ, କିନ୍ତୁ ଏହା ରାଜ୍ୟ ରାଜନୀତିରେ ବହୁତ ପ୍ରଭାବ ପକାଇଛି। ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଘୋଷଣା ନକରିବା ଏବଂ ତାଙ୍କ ଇସ୍ତଫା ପ୍ରତ୍ୟାହାର ନ କରିବାକୁ...

୭୫ ବର୍ଷ ପରେ ୟୁନିଫର୍ମ ପରିବର୍ତ୍ତନ କରିବେ ଭାରତୀୟ ସେନା…

ନୂଆଦିଲ୍ଲୀ,୯।୫ : ଦେଶର ସ୍ବାଧୀନତାର ୭୫ ବର୍ଷ ପରେ ଭାରତୀୟ ସେନା ନିଜର ୟୁନିଫର୍ମ ବଦଳାଇବାକୁ ଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାରେଣ୍ଟ କ୍ୟାଡର ଏବଂ ପୋଷ୍ଟିଂ ନିର୍ବିଶେଷରେ ଫ୍ଲାଗ ର଼୍ୟାଙ୍କର ବ୍ରିଗେଡିୟର୍‌ ଏବଂ ତଦୁର୍ଦ୍ଧ୍ୱ ବରିଷ୍ଠ ଅଧିକାରୀଙ୍କ...

ନବୀନଙ୍କୁ ଭେଟିଲେ ନୀତୀଶ

ଭୁବନେଶ୍ୱର,୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସରେ ଭେଟିଛନ୍ତି। ତେବେ ଏହି ସାକ୍ଷାତ ଅବସରରେ କେଣସି ପ୍ରକାରର ରାଜନେତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ...

ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…

ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶ ପୁନଃବ୍ୟବହାର...

ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି ୟୁକ୍ରେନ: ପୁଟିନ…

ମସ୍କୋ,୯।୫ : ମଙ୍ଗଳବାର ରୁଷିଆର ରାଜଧାନୀ ମସ୍କୋରେ ବିଜୟ ଦିବସ ପରେଡ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପୁଟିନ କହିଥିଲେ, ସଭ୍ୟତା ପରିବର୍ତ୍ତନ ପଥରେ ଅଛି। ରୁଷିଆ ବିରୋଧରେ...

ସକ୍ରିୟ ମାମଲା ୨୩ ହଜାରରୁ କମ,ଦୈନିକ ସଂକ୍ରମଣ ୧୫ ଶହ ତଳେ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

କର୍ନାଟକ ନିର୍ବାଚନରେ ନୋଟା ବାଛିପାରନ୍ତି ଅଧିକାଂଶ ଭୋଟର: ପୂର୍ବତନ ସିଇସି

ବେଙ୍ଗାଲୁରୁ,୯।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ କରାଯିବ। ଏହାପୂର୍ବରୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ନାସିମ ଅହମଦ ଜାଇଦିଙ୍କ ଭୋଟିଂକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଭୋଟରମାନେ ନୋଟାରେ ଅଧିକ...

ଆଇପିଏଲ ୫୪ ତମ ମ୍ୟାଚ: ଆଜି ମୁମ୍ବାଇ-ବାଙ୍ଗାଲୋର ଲଢେଇ

ମୁମ୍ବାଇ,୯।୫: ଆଇପିଏଲର ୫୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ଏହି ମ୍ୟାଚ ମୁମ୍ବାଇର ଓ୍ବାଖେଡେ ଷ୍ଡାଡିୟମରେ ସା ୭.୩୦ରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୧୦-୧୦ ମ୍ୟାଚ ଖେଳି ୫-୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri