Tag Archives: Home Middle

ଆଇପିଏଲ ୫୧ ତମ ମ୍ୟାଚରେ ଜିଟି-ଏଲଏସଜି ଲଢ଼େଇ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଦର୍ଶକଙ୍କ ଆଖି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ...

‘ସାରା ବିଶ୍ୱରେ ଦେଶ ଅପମାନିତ ହେଉଛି’

ଇସଲାମାବାଦ,୭ା୫: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ବିଦେଶ ଗସ୍ତ ପାଇଁ ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଇଂଲଣ୍ଡର ରାଜା ଚାଲର୍‌ସ ତୃତୀୟଙ୍କ ଶପଥ ଗ୍ରହଣ...

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିଲ୍ଲୀରେ ବିକ୍ଷୋଭ କରିବେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୭।୫:ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ତେବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ କରିଛି। କୁସ୍ତିଯୋଦ୍ଧାଙ୍କ ସମର୍ଥନରେ...

ବାମପନ୍ଥୀ ଇତିହାସ ବନ୍ଦ କରାଯାଉ: ହେମନ୍ତ ବିଶ୍ୱ ଶର୍ମା

ଦିସପୁର,୭।୫: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟିପୁ ସୁଲତାନ ନିର୍ବାଚନୀ ପ୍ରଚାରରେ ବାମପନ୍ଥୀ ଐତିହାସିକଙ୍କୁ ଟାର୍ଗେଟ କରଛନ୍ତି। ଟିପୁ ସୁଲତାନଙ୍କ ମହିମା ପ୍ରଚାର ଭୁଲ କହି ଶର୍ମା କହିଛନ୍ତି ଯେ, ବାମପନ୍ଥୀ ଇତିହାସକୁ ବନ୍ଦ କରାଯାଉ। ନୂଆ ଭାରତକୁ...

‘ଢୋଲ ବାଜା ସହ ଫୁଲର ବର୍ଷା’… ବେଙ୍ଗାଲୁରୁରେ ମୋଦିଙ୍କ ୧୦ କିଲୋମିଟର ରୋଡ ଶୋ’ ଆରମ୍ଭ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ମେଗା ରୋଡ ଶୋ’ରେ ବାହାରିଛନ୍ତି। ଏହି ରୋଡ ଶୋ’ ସମୟରେ...

ମେ’ ତୃତୀୟ ସପ୍ତାହରେ ମାଟ୍ରିକ, ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍‌ ଏବଂ ଶେଷ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି। ସେ...

ଭାଜପା ଡବଲ ଇଞ୍ଜିନ ନୁହେଁ , ଟ୍ରବଲ ଇଞ୍ଜିନ ସରକାର: କଂଗ୍ରେସ

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପା ବିରୋଧରେ ଜୋରଦାର ବିଜ୍ଞାପନ ଅଭିଯାନ ଜାରି ରଖିଛି। ଶନିବାର ନିର୍ବାଚନ ଆୟୋଗଙ୍କ ଠାରୁ କଂଗ୍ରେସ ନୋଟିସ ପାଇଥିଲେ ମଧ୍ୟ ପୁଣି ଥରେ ବିଜ୍ଞାପନ ମାଧ୍ୟମରେ ଭାଜପା ଉପରେ ଆକ୍ରମଣ କରିଛି। ରବିବାର...

ରୁଷିଆ ଉପରେ ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୭ା୫: ୟୁକ୍ରେନ କ୍ରିମିଆ ଉପଦ୍ୱୀପ ଉପରେ ରାତିସାରା ୧୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଥିଲା। ସେବାଷ୍ଟୋପୋଲ ବନ୍ଦରରେ ଲଞ୍ଚ ହୋଇଥିବା ୩ଟି ଡ୍ରୋନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ରବିବାର ଏନେଇ ରୁଷିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସେବାଷ୍ଟୋପୋଲର...

‘ଉଦ୍ଧବ ଠାକରେ ସାପକୁ କ୍ଷୀର ପିଆଇଲେ’, ଭାଜପା ନେତା କହିଲେଏନସିପିରେ ସାମିଲ ହେବେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୭।୫: ଭାଜପା ବିଧାୟକ ନିତେଶ ରାଣାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ ଦାବି କରିଛନ୍ତି କି ୧୦ ଜୁନ ପୂର୍ବରୁ ସଞ୍ଜୟ ରାଉତ ଏନସିପିରେ ସାମିଲ ହେବେ। ନୀତେଶ ରାଣେ କହିଛନ୍ତି, ଆଗାମି କିଛି ଦିନ ମଧ୍ୟରେ...

ମଣିପୁରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଶଶୀ ଥରୁର୍‌ଙ୍କ ଦାବି

ଇମ୍ଫାଲ, ୭।୫: ମଣିପୁରରେ ହିଂସା ଜାରି ରହିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର୍‌ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଥରୁର୍‌ କହିଛନ୍ତି, ମଣିପୁର ମତଦାତା ଭାଜପାକୁ ଭୋଟ ଦେଇ କ୍ଷମତାକୁ ଫେରାଇ ଆଣିବାର ବର୍ଷେ ନ...

କିଙ୍ଗ ଚାର୍ଲସ ତୃତୀୟଙ୍କ କରୋନେଶନ କନସର୍ଟରେ ସାମିଲ ହେବେ ନାହିଁ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୭।୫: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ଶେଷ ହୋଇଛି। ତାଙ୍କ ରାଜ୍ୟାଭିଷେକ ସମାରୋହରେ ପ୍ରାୟ ୨,୨୦୦ ଅତିଥି ସାମିଲ ହୋଇଥିଲେ। ହେଲେ ଏହି ଆୟୋଜନର ସବୁଠାରୁ ବଡ ଆକର୍ଷଣ ଥିଲେ ରାଜକୁମାର ହ୍ୟାରୀ। ସମସ୍ତଙ୍କ ନଜର ତାଙ୍କ...

କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri