Tag Archives: Home Middle

ସୁରକ୍ଷା ପରିଷଦ ବ୍ୟବସ୍ଥା ଉପରେ ଭାରତର ପ୍ରଶ୍ନ: ଏହା ଦ୍ୱାରା ଆସିବନି ଶାନ୍ତି…

ଜେନେଭା,୪।୫ : ମିଳିତ ଜାତିସଂଘ ବୈଠକରେ ଭାରତ ପୁଣି ଥରେ ସୁରକ୍ଷା ପରିଷଦର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏଥିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦର...

ପୃଥିବୀର ତାପମାତ୍ରା ହେବ ବିପଜ୍ଜନକ,ପ୍ରଭାବ ୨୦୨୪ରେ ହେବ ଅନୁଭୁତ: ଜାତିସଂଘ ଚେତାବନୀ…

ଜେନେଭା,୪।୫ : ମିଳିତ ଜାତିସଂଘ ଚେତାବନୀ ଦେଇଛି, ଆସନ୍ତା ମାସଗୁଡ଼ିକରେ ସାରା ବିଶ୍ୱରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇପାରେ। ଚେତାବନୀ ଅନୁଯାୟୀ, ଏଲ ନିନୋ ନାମକ ଏକ ଜଳବାୟୁ ଘଟଣା ବୃଦ୍ଧି ପାଇବ। ଏହି କାରଣରୁ, ସମଗ୍ର ବିଶ୍ୱରେ ନୂତନ...

ମନା କରିବା ପରେ ମଧ୍ୟ କାହିଁକି ବଢ଼ାଇଲ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟାକାଳ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୫ : ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା ଏତେ ଜରୁରୀ କି , ସର୍ବୋଚ୍ଚ ଅଦାଲତ ମନା କରିବା ସତ୍ତ୍ୱେ...

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ ହୁଏ ତେବେ ରାଜ୍ୟରେ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରିପାରନ୍ତି। ତାଙ୍କର...

ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା ଅଫିସ,୪।୫: ଜନ୍ମମାଟି ମୟୁରଭଞ୍ଜ ଜିଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି। ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଏବଂ କେନ୍ଦ୍ର...

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର...

ବଳାତ୍କାର ଅଭିଯୋଗକୁ ଖଣ୍ଡନ କଲେ ଟ୍ରମ୍ପ, କହିଲେ ଏହା ଶସ୍ତା-ହାସ୍ୟାସ୍ପଦ କାହାଣୀ…

ଓ୍ବାଶିଂଟନ,୪।୫ : ଲେଖିକା ଇ. ଜିନ କାରୋଲଙ୍କ ଦ୍ୱାରା ହୋଇଥିବା ବଳାତ୍କାର ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାରର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ ମାନହଟ୍ଟନ ଫେଡେରାଲ ଖଣ୍ଡପୀଠରେ ରେକର୍ଡ ହୋଇଥିବା ଏକ ଭିଡିଓ ବୟାନରେ ବଳାତ୍କାର ଅଭିଯୋଗକୁ...

ସକ୍ରିୟ ମାମଲା ୩୭ ହଜାର ତଳେ, ଦୈନିକ ସଂକ୍ରମଣ ୪ ହଜାରରୁ କମ…

ନୂଆଦିଲ୍ଲୀ, ୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ଦେଢ଼ ଗୁଣା ବଢ଼ିଛି ଖବରଦାତାଙ୍କୁ ହତ୍ୟା ମାମଲା: ୨୦୨୨ରେ ୬୭ ଜଣଙ୍କ ହତ୍ୟା…

ଜେନେଭା,୪।୫ : ଖବରଦାତାଙ୍କ ହତ୍ୟା ମାମଲା ସାରା ବିଶ୍ୱରେ ଦେଢ଼ ଗୁଣ ବୃଦ୍ଧି ପାଇଛି। ୨୦୨୨ମସିହାରେ, ୬୭ ଗଣମାଧ୍ୟମ ପ୍ରତିନିଧୀଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବୁଧବାର ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ଅବସରରେ...

ଶନିବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ: ଖର୍ଚ୍ଚ ହେବ ୧୦୨୧ କୋଟି…

ଲଣ୍ଡନ,୪।୫ : ବ୍ରିଟେନରେ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନରେ ୬ ମେ ଶନିବାରରେ ରାଜ୍ୟାଭିଷେକହେବ। ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରଠାରୁ ରାଜା ଚାଲର୍‌ସଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। ଏହି...

ଜିହାଦ ପାଇଁ ପାକିସ୍ତାନରେ ପାଣ୍ଠି ସଂଗ୍ରହ କରୁଛି ଜୈଶ ଆତଙ୍କବାଦୀ ସଂଗଠନ…

ଇସଲାମାବାଦ,୪।୫ : ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଥିବା ଜୈଶ-ଇ-ମହମ୍ମଦ ପେଶୱାର ଏବଂ ଅନ୍ୟାନ୍ୟ ସହରରେ ଜିହାଦ ପାଇଁ ପାଣ୍ଠି ସଂଗ୍ରହ କରିଛି। ୟୁରୋପୀୟ ଟାଇମ୍ସ ରିପୋର୍ଟ କରିଛି, ଜୈଶ ସଦସ୍ୟମାନେ ଚଳିତ ବର୍ଷ ଏପ୍ରିଲରେ ଖାଇବର...

ୟୁକ୍ରେନ ପାଇଁ ୩୦୦ ନିୟୁତ ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରୀ ଅସ୍ତ୍ରଶସ୍ତ୍ର ଯୋଗାଇ ଶକ୍ତିଶାଳୀ ରୁଷିଆ ସାମନାରେ ଆମେରିକା ଦୁର୍ବଳ ୟୁକ୍ରେନକୁ ସାହାଯ୍ୟ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri