Tag Archives: Home Middle

ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ...

ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ...

ଟସ ଜିତିଲା ଡିସି, ପ୍ରଥମେ ବ୍ୟାଟିଂ…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ...

ରାହୁଲଙ୍କୁ ହାଇକୋର୍ଟରେ ଝଟ୍‌କା: ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା…

ଅହମଦାବାଦ,୨।୫ : ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବଦନାମ ମାମଲାରେ ଦାଖଲ ହୋଇଥିବା ଅପରାଧିକ ସଂଶୋଧନ ଆବେଦନ ଉପରେ ଶୁଣାଣି ହୋଇଥିଲା। କୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ମନା କରିଥିବାବେଳେ ଦୋଷୀ ସାବ୍ୟସ୍ତ ହେବା...

କର୍ନାଟକରେ କଂଗ୍ରେସର ଲହର, ଭାଜପା ଉପରେ ଲୋକେ ଅସନ୍ତୁଷ୍ଟ: ଗେହଲୋଟ…

ବେଙ୍ଗାଲୁରୁ,୨।୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କନର୍ର୍ାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେ ଟୁଇଟ କରି କହିଛନ୍ତି, ମୁଁ କର୍ନାଟକରେ ଏକ କଂଗ୍ରେସ ଲହର ଦେଖୁଛି, କାରଣ ଲୋକମାନେ ଭଜାପାର ମନଗଢ଼ା...

ମମତାଙ୍କୁ ଝଟ୍‌କା: ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଲେ ହାଇକୋର୍ଟ…

କୋଲକାତା,୨।୫ : ମହଙ୍ଗା ଭତ୍ତା (ଡିଏ) ଦାବି କରୁଥିବା ପଶ୍ଚିମବଙ୍ଗ ସରକାରୀ କର୍ମଚାରୀମାନଙ୍କୁ କଲିକତା ହାଇକୋର୍ଟ ସେମାନଙ୍କ ନାବାନ୍ନ ଅଭିଯାନର ମାର୍ଗ ବଦଳାଇବାକୁ ଅନୁମତି ଦେଇଛନ୍ତି। କଲିକତା ହାଇକୋର୍ଟର ବିଚାରପତି ରାଜଶେଖର ମନ୍ଥା ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ଅନୁୁପ୍ରବେଶକାରୀ ମୃତ…

ଜୟପୁର,୨।୫ : ରାଜସ୍ଥାନର ବାଡମେର୍‌ ଜିଲାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି। ଏଥିରେ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗଡରା ରୋଡ ପୋଲିସ ଷ୍ଟେଶନ ଅଧୀନରେ...

ଦି କେରଳ ଷ୍ଟୋରି ଉପରେ ରୋକ ମାମଲା: ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୫ : କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି...

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ...

ଲାଡଲୀ ଲକ୍ଷ୍ମୀ ଦିବସ: ବାଳିକାଙ୍କ ଉପରେ ଫୁଲବର୍ଷା କରି ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

ଭୋପାଳ,୨।୫ : ମଧ୍ୟପ୍ରଦେଶରେ ମଙ୍ଗଳବାର ଲାଡଲୀ ଲକ୍ଷ୍ମୀ ଦିବସ ପାଳନ କରାଯାଇଛି। ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଭୋପାଳ, ସେହୋର, ବିିଦିଶା, ରାଜଗଡ...

ଡି.କେ.ଶିବକୁମାରଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ: ମଝି ଆକାଶରେ ଇଗଲ ସହ ଧକ୍କା, କକପିଟ୍‌ର କାଚ ଭାଙ୍ଗିଲା…

ବେଙ୍ଗାଲୁରୁ,୨।୫ : କର୍ନାଟକରେ ବିଧାନସଭା ର୍ନିବାଚନ ପ୍ରଚାର ଜୋରସୋର ଜାରି ରହିଛି। ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଭେଟେରାନ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କ ବିଷୟରେ ଏକ ବଡ...

ଫାଶୀ ଯନ୍ତ୍ରଣାଦାୟକ, ଅନ୍ୟ ସରଳ ଉପାୟରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉ: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ…

ନୂଆଦିଲ୍ଲୀ,୨।୫ : ଫାଶୀ ମୃତ୍ୟୁ ଦଣ୍ଡାଦେଶ ଦ୍ୱାରା ଦୁନିଆର ୫୦ ରୁ ଅଧିକ ଦେଶରେ ଅପରାଧୀଙ୍କୁ ହତ୍ୟା କରିବାର ନିୟମ ରହିଛି। ସେମାନଙ୍କର ଅପରାଧ ପାଇଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ମଧ୍ୟ ଏଥିପାଇଁ ଏହି ବ୍ୟବସ୍ଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri