Tag Archives: Home Middle

ଫସାଇବା ପାଇଁ ନାବାଳିକାର ବ୍ୟବସ୍ଥା କରିଥିଲେ ପୁନିଆ: ବ୍ରିଜ୍‌ ଭୂଷଣ

ନୂଆଦିଲ୍ଲୀ, ୨।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜ୍‌ ଭୂଷଣ ସିଂ ରେସଲର୍‌ମାନଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିିଛନ୍ତି। ସେ କହିଛନ୍ତି ଯେ, ପସ୍କୋ ଅଧିନିୟମ ଅନୁଯାୟୀ ମୋ ଉପରେ...

କୋହଲି-ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚ ଫି କଟିଲା…

ନୂଆଦିଲ୍ଲୀ,୨।୫: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୮ ରନରେ ପରାସ୍ତ କରିଛି। ଚମତ୍କାର ପ୍ରଦର୍ଶନ କରି ଆରସିବି କମ ସ୍କୋରିଂ ମ୍ୟାଚ ଜିତିଥିଲା। ମ୍ୟାଚ ସମୟରେ ଆରସିବି ଲକ୍ଷ୍ନୌ ସୁପର ଜିଆଣ୍ଟସକୁ...

ଅଯୋଗ୍ୟ ପୁଅ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ଭାଜପା

ବେଙ୍ଗାଲୁରୁ,୨।୫: କର୍ନାଟକ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କା ଖାର୍ଗେଙ୍କ ବିରୋଧରେ ଭାଜପା ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛିି।...

ଧୂଳି ଝଡ଼ରେ ୬ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ଓ୍ବାଶିଂଟନ,୨।୫: ଆମେରିକାରେ ଧୂଳି ଝଡ଼ ଯୋଗୁଁ ଆନ୍ତ ରାଜ୍ୟ ରାଜପଥରେ ଅନେକ ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତମାନଙ୍କୁ ହସ୍ପିଟାଲରେ...

୧୮ ରନରେ ଆରସିବି ବିଜୟୀ

ଲକ୍ଷ୍ନୌ, ୨।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଇଛି। ମ୍ୟାଚରେ ବାଙ୍ଗାଲୋର ୨୦ ଓଭରରେ ୯ ଉଇକେଟ୍‌ ହରାଇ...

ଲକ୍ଷ୍ନୌକୁ ୧୨୭ ରନର ଟାର୍ଗେଟ ଦେଲା ଆରସିବି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଆରସିବି ୨୦ ଓଭରରେ ୯ ଉଇକେଟ୍ ହରାଇ ୧୨୬...

ମୁସଲମାନଙ୍କ ଶକ୍ତି ନାହିଁ ତେଣୁ ଗୁଳି କରାଯାଉଛି: ଓଓ୍ବାଇସି

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶରେ ମେ ୪ ଏବଂ ୧୧ରେ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ସୋମବାର ଅଲ୍‌ ଇଣ୍ଡିଆ ମଜଲିସ-ଏ-ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବାଇସି ମୋରାଦାବାଦର ଉମରି କଲା ନଗର ପଞ୍ଚାୟତରେ ପ୍ରଚାର କରିଛନ୍ତି। ଜେଲରୁ ମୁକ୍ତ ହୋଇଥିବା...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୁଷ୍କର ସିଂ ଧାମି, ଚାରିଧାମ ଯାତ୍ରା ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ,୧।୫: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଉତ୍ତରାଖଣ୍ଡରବିକାଶରେ ତାଙ୍କ ମାର୍ଗଦର୍ଶନ ତଥା ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଧାମ, ଗଙ୍ଗା ତୁଲସୀ,...

ଟସ୍‌ ଜିତିଲା ଆରସିବି, ବ୍ୟାଟିଂ ନିଷ୍ପତ୍ତି…

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଆରସିବି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି...

ଏପ୍ରିଲରେ ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ,୧।୫: ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହା ରେକର୍ଡ ସଂଖ୍ୟକ...

ପୋଷ୍ଟର ଲଗାଇଲେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ: ଏକନାଥ ସିନ୍ଦେ

ମୁମ୍ବାଇ, ୧।୫: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ନେତା ଜୟନ୍ତ ପାଟିଲଙ୍କ ବୟାନରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜନତାଙ୍କ ପାଇଁ କାମ କରୁଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି...

ନ୍ୟାୟ ପାଇବାରେ ବିଳମ୍ବ ହେଲେ ଜୀବନ ବାଜିରେ ଲଗାଇ ଦେବି: ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୧।୫: ଭାରତୀୟ କୁସ୍ତି ମହାସଂଘରର ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରେସଲରମାନେ ଦୀର୍ଘ ଏକ ସପ୍ତାହ ଧରି ଧାରଣାରେ ବସିଛନ୍ତି। ତେବେ ସେମାନଙ୍କୁ ସମର୍ଥନ ଦେବା ପାଇଁ ବହୁ ବଡ ବଡ ନେତା ଧାରଣାସ୍ଥଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri