Tag Archives: Home Middle

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି ପାକିସ୍ତାନ…

ଇସଲାମାବାଦ,୩୦।୪ : ଆସନ୍ତା ୪ ଓ ୫ ତାରିଖରେ ଭାରତର ଗୋଆର ପଣଜୀରେ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ...

ପାକିସ୍ତାନ ଉପରେ ଆମେରିକାର କଡ଼ା ନଜର…

ଓ୍ବାଶିଂଟନ,୩୦।୪ : କିଛି ଦିନ ପୂର୍ବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ଗୋପନୀୟ ଡକ୍ୟୁମେଣ୍ଟ ଇଣ୍ଟରନେଟରେ ଶେୟାର କରାଯାଇଥିଲା। ସୁପର ପାୱାରଙ୍କ ଘରର ଗୁପ୍ତ ତଥ୍ୟ ବାହାରେ ପଡ଼ିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ଲିକ ହୋଇଥିବା...

ନ୍ୟୁଜିଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣି ପୋଷ୍ଟରକୁ ଆଶୀର୍ବାଦ କଲେ ବୃଦ୍ଧା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍‌ କି ବାତ୍‌’ର ୧୦୦ ତମ ଏପିସୋଡ୍‌ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ’ଙ୍କ...

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ କଲା ମା’କାଳୀଙ୍କ ଆପତ୍ତିଜନକ ଫଟୋ…

କିଭ୍‌,୩୦।୪ : ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ୟୁକ୍ରେନ ବର୍ତ୍ତମାନ ଏଭଳି କାର୍ଯ୍ୟ କରିଛି, ଯାହା ଦ୍ୱାରା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଫଟୋ ଟୁଇଟ କରାଯାଇଛି ଯାହା ଭାରତୀୟମାନଙ୍କୁ ଆଘାତ ଦେଇଛି।...

ଗୋଟିଏ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ସୋନପୁର,୩୦ା୪(ନି.ପ୍ର.): ଶ୍ମଶାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ। ତାହାପୁଣି ଦୁଇ ବାପ ପୁଅଙ୍କର। ଶନିବାର ପୁଅ ଆର୍ତ୍ତତ୍ରାଣ ବାପା ଆଦି ସା’ଙ୍କ ଦେହ ଭଲ ନ ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ। ମାତ୍ର ବାପ-ପୁଅ...

ଟସ ଜିତିଲା ସିଏସକେ ପ୍ରଥମେ ବ୍ୟାଟିଂ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଏମଲସ...

ଆଇପିଏଲର ୧୦୦୦ ତମ ମ୍ୟାଚରେ ଏମଆଇ-ଆରଆର ଭେଟ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚରେ ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। କ୍ୟାପଟେନ ରୋହିତ ଶର୍ମାଙ୍କ...

୪୧ ତମ ମ୍ୟାଚରେ ସିଏସକେ-ପିବିକେଏସ ଲଢ଼େଇ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ରବିବାର ଅପରାହ୍ନ ସାଢ଼େ ୩ଟାରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ)କୁ ଭେଟିବ। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କର କଡ଼ା ପରୀକ୍ଷା କରାଯିବ। ଏହି...

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ସେ ଭାଜପାର...

ବିଶ୍ୱ ମହାଶକ୍ତିର ରଣନୀତି ନେଇ ହେବ ଐତିହାସିକ ବୈଠକ: ବାଇଡେନ, ମୋଦି ଦେବେ ଯୋଗ

ସିଡ୍‌ନୀ,୩୦ା୪: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାର୍‌ପେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର ନେତାମାନଙ୍କ ସହ ଯୋଗଦେବେ। ମାର୍‌ପେ ଏକ ବିବୃତ୍ତିରେ କହିଛନ୍ତି, ଏହା...

୬ ହଜାର ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୫୦ ହଜାରରୁ କମ…

ନୂଆଦିଲ୍ଲୀ, ୩୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି...

ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କେନ୍ଦ୍ର ସରକାର ପୁଣି ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଡ. ଅଜିତ ମହାନ୍ତିଙ୍କୁ ଆଟମିକ୍‌ ରିସର୍ଚ୍ଚ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ୨୦୧୯ ମାର୍ଚ୍ଚ ୧୨ରେ ଅଜିତ ଭାବା ଆଟମିକ୍‌ ରିସର୍ଚ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri