Tag Archives: Home Middle

ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ହେଲେ ସଜେଇ

ପୁରୀ,୧୭ା୭: ବୁଧବାର ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ଏହି ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ...

ଉତ୍ତରପ୍ରଦେଶରେ ଯୋଗୀ ରହିବେ ମୁଖ୍ୟମନ୍ତ୍ରୀ, ମାତ୍ର ହେବ ଏସବୁ ପରିବର୍ତ୍ତନ

ଲକ୍ଷ୍ନୌ,୧୭ା୭: ଉତ୍ତରପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାଜପା ନେତାଙ୍କ ମଧ୍ୟରେ ଅନେକ ବୈଠକ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦିଲ୍ଲୀରେ ପହଞ୍ଚି ସନ୍ଧ୍ୟାରେ ଭାଜପା ସଭାପତି...

ଦଳୀୟ ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ; ରାଜ୍ୟ ସରକାରଙ୍କୁ ଘେରିବେ

ଭୁବନେଶ୍ୱର,୧୭।୭: ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ଦଳର ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ...

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ଚଣ୍ଡିଗଡ,୧୭।୭: ହରିୟାଣାର ନାୟବ ସିଂ ସଇନି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିବୀର କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସଇନି ଘୋଷଣା କରିଛନ୍ତି। ଗ୍ରୁପ ସିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ।...

କାହାର ପତ୍ନୀଙ୍କ ଜନ୍ମଦିନ ଥିଲା ତ କିଏ ପିଲାଙ୍କୁ ଭେଟିବାକୁ ଗଣୁଥିଲେ ଦିନ…ଆଖି ଓଦା କରୁଛି ଡୋଡା ଶହୀଦଙ୍କ କାହାଣୀ…

ଜମ୍ମୁ,୧୭।୭: ଜମ୍ମୁ-କଶ୍ମୀରର ଡୋଡୋ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯବାନ ବିଜେନ୍ଦ୍ର ସିଂ। ସେ ନିଜ ଘରକୁ କରିଥିବା ଅନ୍ତିମ କଲ୍‌ରେ ପତ୍ନୀଙ୍କୁ ଜନ୍ମଦିନ...

୫ ଦିନ ଯାଏ ପ୍ରବଳ ବର୍ଷିବ, ଏହି ୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭ା୭: ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ୟେଲୋ ଆଲର୍ଟ ଜାରି କରିଛି...

ଚିରାଗ ପାଶୱାନ, ଲଲନ ସିଂ, ଜିତନ ରାମଙ୍କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଲେ ବଡ଼ ଦାୟିତ୍ୱ

  ନୂଆଦିଲ୍ଲୀ,୧୭।୭: ବିହାର ବର୍ତ୍ତମାନ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବ କି? ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପରିବର୍ତ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ ମିଳିବ କି? ଏହି ପ୍ରଶ୍ନଗୁଡିକ ପୁଣିଥରେ ସାମ୍ନାକୁ ଆସିଛି। କାରଣ କେନ୍ଦ୍ର ସରକାର ନିତି...

ସରକାରଙ୍କ ବଡ଼ ଘୋଷଣା: ଏଣିକି ଦ୍ୱାଦଶ, ଡିପ୍ଲୋମା, ଗ୍ରାଜୁଏଟ୍‌ ପିଲାଙ୍କୁ ମିଳିବ ଏତିକି ଟଙ୍କା

ମୁମ୍ବାଇ,୧୭।୭: ଲାଡଲି ବେହେନା ଯୋଜନା ବିଷୟରେ ଅନେକ ଆଲୋଚନା ହୋଇଛି, କିନ୍ତୁ ବର୍ତ୍ତମାନ ଲଡଲା ଭାଇ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟରେ ଏହି ନୂତନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।...

ନବୀନଙ୍କ ନାଁରେ ରୁଜୁ ହେବ ଏଫଆଇଆର! ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ରୁଜୁ ହେବ ଏଫଆଇଆର। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯିବ। ମିଛ ପ୍ରତିଶ୍ରୁତି...

ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…

ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ ନିର୍ବାଚନରେ ହସ୍ତକ୍ଷେପ କାରଣରୁ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ...

୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ...

୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରୁ ମୋଟ୍‌ ୯୭୨ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri