Tag Archives: Home Middle

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି।...

ଦୁଇ ସେନା ହେଲିକପ୍ଟର ଦୁର୍ଘଟଣା, ୩ ପାଇଲଟ ମୃତ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଶୁକ୍ରବାର ସୂଚନା ମିଳିଛି। ତେବେ ଚଳିତ ବର୍ଷ ରାଜ୍ୟରେ ସାମରିକ...

ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନାର ଜୋର୍‌ଦାର ପ୍ରୟାସ: ୩୮ ଯୁଦ୍ଧ ବିମାନ ଉଡ଼ାଇଲା

ତାଇପେ,୨୮ା୪ ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନା କ୍ରମାଗତ ଭାବରେ ବିଭିନ୍ନ ପନ୍ଥା ଆପଣାଉଛି। ବର୍ତ୍ତମାନ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଚାଇନା ସେନା ତାଇଓ୍ବାନ ନିକଟରେ ପ୍ରାୟ ୩୮...

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ମିଳିଛି। ଗୁରୁବାର ବିଶ୍ୱବିଦ୍ୟାଳୟର ୫ମ...

ଆଜି ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୪ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଯୋଗେ ଓଡ଼ିଶା ସମେତ ୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲାରେ ୯୧ ଏଫ୍‌ଏମ୍‌ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ। ଆକାଂକ୍ଷୀ ଜିଲା ଓ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ...

ଇଣ୍ଡୋନେସିଆ ଡଙ୍ଗାବୁଡ଼ି ଘଟଣା: ୧୧ ମୃତଦେହ ଉଦ୍ଧାର, ଏବେ ବି ୯ ନିଖୋଜ

ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍‌ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସକାଳେ ସମୁଦ୍ରରେ ନିଖୋଜ ଥିବା ୯ ଜଣଙ୍କୁ ଖୋଜିବା ଆମମ୍ଭ...

ବଜ୍ରପାତରେ ଚାଲିଗଲା ୧୪ ଜଣଙ୍କ ଜୀବନ

କୋଲକାତା,୨୮।୪: ପଶ୍ଚିମବଙ୍ଗର ୫ଟି ଜିଲାରେ ବଜ୍ରପାତରେ ଗୁରୁବାର ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଜ୍ରପାତ ହେତୁ ପୂର୍ବ ବରଦାମାନ ଜିଲାରେ ୪ ଜଣ,...

୨ ଘଣ୍ଟାରେ ଦୁଇଥର ଭୂକମ୍ପ

କାଠମାଣ୍ଡୁ,୨୮ା୪: ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା...

ଦୁଇ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ନିଖୋଜ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର ସହ ଜଡିତ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଆମେରିକାର ସେନା ଆଲାସ୍କାର ମୁଖପାତ୍ର ଜନ ପେନେଲ କହିଛନ୍ତି,...

ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଥିଲା ୟୁକ୍ରେନ୍‌

ଲଣ୍ଡନ,୨୮ା୪: ୟୁକ୍ରେନୀୟ ସିକ୍ରେଟ୍‌ ସର୍ଭିସ ଏଜେଣ୍ଟମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାମିକାଜି ଡ୍ରୋନ୍‌ରେ ପୁଟିନ୍‌ଙ୍କୁ ଉଡ଼ାଇଦେବାକୁ ଯୋଜନା ହୋଇଥିଲା। କିନ୍ତୁ ମାନବବିହୀନ ଏରିଆଲ ଭେହିକିଲ୍‌ (ୟୁଏଭି) ଲକ୍ଷ୍ୟ ଭେଦ...

ଚେନ୍ନାଇକୁ ହରାଇ ରାଜସ୍ଥାନ ଶୀର୍ଷରେ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ ତମ ହାଇସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ୩୨ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ ପାଇ ଟେବୁଲର...

ଚେନ୍ନାଇ ଆଗରେ ୨୦୩ ରନ୍‌ର ବିଜୟ ଟାର୍ଗେଟ୍‌

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri