Tag Archives: Home Middle

୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରୁ ମୋଟ୍‌ ୯୭୨ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ...

ଯିଏ ଦିନେ ହିଟ୍‌ଲର-ମୁର୍ଖ କହିଥିଲେ, ଟ୍ରମ୍ପ ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଦେଲେ; ଜାଣନ୍ତୁ…

ଓ୍ବାଶିଂଟନ,୧୬।୭: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏଭଳି ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଯିଏ ସର୍ବଦା ତାଙ୍କର ଆଲୋଚନା କରିଥିଲେ। କେବଳ ଆଲୋଚନା ନୁହେଁ ବରଂ ମୁର୍ଖ ଏବଂ ଆମେରିକାର ହିଟ୍‌ଲର ବୋଲି କହିଥିଲେ। ବିଶେଷକରି ୨୦୨୧ ଯାଏ...

ଡ୍ରାଗନ୍‌ର ବଡ଼ ଚାଲ୍‌…ଭାରତକୁ ‘ଟୁ ଆଣ୍ଡ ହାଫ୍‌ ଫ୍ରଣ୍ଟ ଓ୍ବାର୍‌’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା

ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ...

ରତ୍ନଭଣ୍ଡାର ଚାବି ହଜେଇବା ଘଟଣା: ଥାନାରେ ପହଞ୍ଚିଲା ମାମଲା, ପୁରୀ ଜିଲାପାଳ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ଭଣ୍ଡାରର ପ୍ରକୃତ ଚାବି କୁଆଡେ ଗଲା, କିଏ ନେଲା ଓ ଚାବି ଥାଉ ଥାଉ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି ସରକାରରେ ଜିଲାପାଳ...

ବିଧାନସଭା ନିର୍ବାଚନ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ନେତା କିଏ? ସର୍ଭେରେ ତାଜୁବ କଲା ନାଁ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲେଣି ନେତାଏ। ଏଥିପାଇଁ ରାଜନୀତି ମାହୋଲ ବି ପାଗ ଭିଡିଲାଣି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ତଥ୍ୟ ସମସ୍ତଙ୍କୁ...

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ । ଡୁପ୍ଲିକେଟ ଚାବି କଥା ମିଛ,...

ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼: ରାଗିଗଲେ ଲେଖାଶ୍ରୀ କହିଲେ, ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ

ଭୁବନେଶ୍ୱର,୧୬।୭: ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର  ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ...

ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ଏହି ଦିନ ପୁଣି ଖୋଲାଯିବ ରତ୍ନଭଣ୍ଡାର, ଧାର୍ଯ୍ୟ ହେଲା ବାର, ସମୟ

ପୁରୀ,୧୬।୭: ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ...

ପଟି ବାନ୍ଧି ପ୍ରଥମଥର ଆରଏନସି ପହଞ୍ଚିଲେ ଟ୍ରମ୍ପ, କରାଗଲା ଜୋରଦାର ସ୍ବାଗତ

ଓ୍ବାଶିଂଟନ,୧୬।୭: ପେନସିଲଭାନିଆ ରାଲିରେ ହୋଇଥିବା ଆକ୍ରମଣ ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ସୋମବାର ରିପବ୍ଲିକାନ ନ୍ୟାସନାଲ କନଭେନସନ (ଆରଏନସି) ରେ ପହଞ୍ଚିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ। ଯେତେବେଳେ ଟ୍ରମ୍ପ...

ଆକ୍ସନ ମୋଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ: ସେନା ମୁଖ୍ୟଙ୍କ ଦେଲେ ଏମିତି ନିର୍ଦ୍ଦେଶ

ଶ୍ରୀନଗର,୧୬।୭: ଜମ୍ମୁର ଡୋଡାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ମଙ୍ଗଳବାର ଏହି ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ଫୋନରେ କଥା ହୋଇଛନ୍ତି।...

ରୁଷିଆ ସହ ମଜଭୁତ ସମ୍ପର୍କକୁ ବ୍ୟବହାର କରି ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିପାରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରୁଷିଆ ସହିତ ଐତିହାସିକ ସମ୍ପର୍କ ବ୍ୟବହାର କରିବାକୁ ଭାରତକୁ ନିବେଦନ କରିଛି ଏବଂ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରାଷ୍ଟ୍ରପତି ପୁଟିନଙ୍କୁ କହିଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର...

ଦିନେ ଟ୍ରମ୍ପଙ୍କୁ ଘୃଣା କରୁଥିବା ଭାନ୍ସଙ୍କୁ ରନିଂ ମେଟ କହିଲେ ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଡି ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri