Tag Archives: Home Middle

ମାଲାବାରରେ ନେକ୍‌ଲେସ୍‌ ମେଳା

ଭୁବନେଶ୍ୱର,୨୦।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୮ ଦିନିଆ ନେକ୍‌ଲେସ ମେଳାର ଶୁଭାରମ୍ଭ କରାଯାଇଛି। ମାଲାବାର ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ତଥା ଷ୍ଟୋର କର୍ମଚାରୀ ଓ ଗ୍ରାହକଙ୍କ...

ଆଶାଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାର

ମୁମ୍ବାଇ,୨୦।୪: ଖ୍ୟାତନାମା ଗାୟୀକା ଆଶା ଭୋସଲେଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ ମଙ୍ଗଳବାର ମଞ୍ଜେସ୍‌କର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଲତା ମଞ୍ଜେସ୍‌କରଙ୍କ ଉଦ୍ଦେଶ୍ୟରେ ପରିବାର ଓ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପାଇଁ...

ପ୍ରମାଣିତ କଲେ ଇସ୍ତଫା ଦେବି: ମମତା

କୋଲକାତା,୨୦ା୪: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ଦଳ ମାନ୍ୟତା ହରାଇଛି। ନିକଟରେ ନିର୍ବାଚନ କମିଶନ ଏନେଇ ସମୀକ୍ଷା କରିବା ପରେ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରିଥିଲେ। ତେବେ ଜାତୀୟ ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍‌ସି ସୁପ୍ରିମୋ...

ଏଲ୍‌ଏସିରେ ବଢ଼ୁଛି ପିଏଲ୍‌ଏ ଉପସ୍ଥିତି

ନୂଆଦିଲ୍ଲୀ,୨୦ା୪: ନର୍ଦ୍ଦର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି ପାଉଛି। ଦିନକୁ ଦିନ ସୈନ୍ୟ ଓ ସାମରିକ ଉପକରଣ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା...

ମୁକୁଲ ରୟ: ନା ଏ କୂଳର…

କୋଲକାତା/ନୂଆଦିଲ୍ଲୀ,୨୦ା୪: ଏକଦା ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ମୁକୁଲ ରୟ ଏବେ ନା ଏ କୂଳର ନା ସେ କୂଳର। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ଭାଜପା) କେହି ନେଉ ନାହାନ୍ତି ଏହି...

ସ୍ପାଏ ଡ୍ରୋନ୍‌ ମୁତୟନ କରିବ ଚାଇନା

ଓ୍ବାଶିଂଟନ୍‌, ୨୦।୪: ଚାଇନା ମିଲିଟାରି ଖୁବ୍‌ଶୀଘ୍ର ଉଚ୍ଚ-ତୀବ୍ରତା ବିଶିଷ୍ଟ ଗୋଇନ୍ଦା ଡ୍ରୋନ୍‌ ମୁତୟନ କରିବାକୁ ଯୋଜନା କରୁଛି। ଲିକ୍‌ ହୋଇଥିବା ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍‌ର ବେଗ ଶବ୍ଦର...

ପେନ୍‌ସନ ଆଇନ: ମାକ୍‌ରଁ ହଟହଟା

ପ୍ୟାରିସ୍‌,୨୦ା୪: ନୂଆ ପେନ୍‌ସନ୍‌ ଆଇନକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ ଦେଶରେ ହଟହଟା ହେବାକୁ ପଡ଼ିଛି। ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ପେନ୍‌ସନ ବିଲ୍‌ ଅନୁସାରେ ସରକାରୀ କର୍ମଚାରୀଙ୍କ ବୟସ ସୀମା ୬୨ରୁ ୬୪କୁ ବୃଦ୍ଧି କରାଯାଇଛି। ମାକରଁ ଶନିବାର...

୧୦ ରନରେ ଲକ୍ଷ୍ନୌ ବିଜୟୀ….

ଜୟପୁର,୧୯।୪ : ବୁଧବାର ଆଇପିଏଲ୍ ୨୦୨୩ର ସିଜନ ୧୬ର ୨୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର)କୁ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି)ବିଜୟ ହୋଇଛି। ଏଲଏସଜି ୨୦ ଓଭରରେ ୭ ଉଇକେଟ୍ ହରାଇ ୧୫୪ ରନ୍‌ କରିଥିଲା। ଫଳରେ ଆରଆର ପାଇଁ...

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୯।୪: ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା। ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର କମଳେଶ ନାଗରକୋଟିଙ୍କ ପିଠିରେ ଆଘାତ ଯୋଗୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌ ପଡିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ସିଜନ ଭଲ ହୋଇନାହିଁ। ଦଳ ଏ...

ଅନୁସୂଚିତ ଜାତି ଓ ଜନତାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି। ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରୁ ଛାତ୍ରୀଛାତ୍ର ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡର...

ରାଜସ୍ଥାନ ଆଗରେ ୧୫୫ ରନର ଟାର୍ଗେଟ୍‌ ରଖିଲା ଲକ୍ଷ୍ନୌ…

ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ(ଆରଆର) ବୋଲିଂ କରିବାକୁ ନିଷ୍ପତ୍ତି...

ଚାଇନା ଭାଷା ଶିଖିବ ଭାରତୀୟ ସେନା, ଚାଇନାକୁ ଦେବ ଉଚିତ ଜବାବ

ନୂଆଦିଲ୍ଲୀ,୧୯ା୪: ଭାରତୀୟ ସେନା ବର୍ତ୍ତମାନ ଚାଇନାର ପିପୁଲ୍ସ ଲିବରେସନ ଆର୍ମିକୁ ନିଜ ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ସୈନିକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ତେଜପୁର ବିଶ୍ୱବିଦ୍ୟାଳୟରେ ଭାରତୀୟ ସେନାକୁ ‘ମାଣ୍ଡାରିନ୍‌’ ଭାଷାରେ ତାଲିମ ଦିଆଯିବ। ଭାରତୀୟ ସେନାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri