Tag Archives: Home Middle

ଇସି ଅରୁଣ ଗୋଏଲ୍‌ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ନିର୍ବାଚନ କମିଶନର ଆନୁଷ୍ଠାନିକ ଅଖଣ୍ଡତା ଓ ନିରପେକ୍ଷତାର ଉଲ୍ଲଂଘନ କରାଯାଇ ମନମୁଖି ଭାବେ ଗୋଏଲଙ୍କୁ ନିର୍ବାଚନ କମିଶନ...

୯ ଘଣ୍ଟାରେ ୫୬ ପ୍ରଶ୍ନ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି...

୪୩ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ପାରଦା ଉପରମୁହାଁ ରହିଛି। ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛି ସାରା ଓଡ଼ିଶା। ରବିବାର ୯ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର...

ପ୍ରୟାଗରାଜରେ ହାଇଆଲର୍ଟ

ପ୍ରୟାଗରାଜ/ଲକ୍ଷ୍ନୌ,୧୭ା୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ। ଅସଦ୍‌ଙ୍କୁ ପ୍ରୟାଗରାଜରେ ସମାଧି ଦିଆଯିବାର...

କୋଭିଡ୍‌ ମୃତ୍ୟୁର ୨ ବର୍ଷ ପରେ ଘରକୁ ଫେରିଲେ

ଧର୍‌(ମଧ୍ୟପ୍ରଦେଶ), ୧୭ା୪ : ମଧ୍ୟପ୍ରଦେଶ ଧର୍‌ ଜିଲାର କମଲେଶ ପଟିଦାର(୩୫) ୨ ବର୍ଷ ପୂର୍ବେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଗୁଜରାଟର ବଡୋଦରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କର...

‘ସତ୍ୟପାଲଙ୍କ ମନ୍ତବ୍ୟରୁ ଧ୍ୟାନ ହଟାଇବା ପାଇଁ ହତ୍ୟା’

ନୂଆଦିଲ୍ଲୀ/ ଲକ୍ଷ୍ନୌ/ପ୍ରୟାଗରାଜ,୧୭ା୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କୁ ଶନିବାର ରାତିରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହାଇପ୍ରୋଫାଇଲ...

ଗୁଜରାଟକୁ ହରାଇ ରାଜସ୍ଥାନ ଶୀର୍ଷରେ

ଅହମଦାବାଦ,୧୬।୪: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷ ଆଇପିଏଲର ୨୩ତମ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ୩ ଉଇକେଟରେ ବିଜୟୀ ହୋଇଛି। ଅଧିନାୟକ ସଞ୍ଜୁ ସାମସନ ଏବଂ ଶିମରନ୍‌ ହେଟମେରଙ୍କ...

ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବଢ଼ାଇଲା ବିସିସିଆଇ…

କୋଲକାତା,୧୬।୪ : ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବିସିସିଆଇ ବହୁଗୁଣିତ କରିଛି। ଚଳିତ ସିଜିନରୁ ରଣଜୀ ଟ୍ରଫି ବିଜେତା ବର୍ତ୍ତମାନ ୨ କୋଟ ଟଙ୍କା ବଦଳରେ ୫ କୋଟି ଟଙ୍କା ପାଇବେ। ମହିଳା କ୍ରିକେଟ ଟୁର୍ନାମେଣ୍ଟକୁ ସବୁଠାରୁ ବଡ ଲାଭ...

ଆରଆର ପାଇଁ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଲା ଜିଟି…

ଅହମଦାବାଦ,୧୬।୪ : ଆଇପିଏଲ ସିରିଜ ୧୬ର ୨୩ତମ ମ୍ୟାଚ ରବିବାର ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଆରଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ...

ଭୂତାଣୁ ଦ୍ୱାରା ହେବ କକର୍ଟର ଚିକିତ୍ସା…

ନୂଆଦିଲ୍ଲୀ,୧୬।୪ : ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁକୁ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଖୋଜାଯାଉଛି। ଯାହା ମଣିଷକୁ କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ। ନେଚର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲକ୍ଷ...

ଭାଜପାରେ ସହ ହାତ ମିଳାଇବ ନାହିଁ ଏନସିପି,ପାୱାର ଉଦ୍ଧବଙ୍କୁ ଦେଇଛନ୍ତି ଆଶ୍ୱାସନା: ସଞ୍ଜୟ ରାଉତ…

ମୁମ୍ବାଇ,୧୬।୪ : ଏନସିପିରେ ବିବାଦ ଦେଖାଦେଇଥିବା ବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି। ଶରଦ ପାୱାର ଉଦ୍ଧବ ଠାକରେଙ୍କୁ ଆଶ୍ୱାସନା ଦେଇଛନ୍ତିୁ ହୁଏତ କିଛି କିଛି ନେତା ଦଳ...

ମେହୁଲ ଚୋକସିଙ୍କୁ ଆଶ୍ୱସ୍ତି ନେଇ ସରକାରଙ୍କୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୪ : ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଆଣ୍ଟିଗୁଆ-ବାରବୁଡା ହାଇକୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି। ଚୋକସିଙ୍କୁ ନିର୍ଦ୍ଦେଶ ବିନା କାରିବିଆନ ଦେଶରୁ ବାହାରକୁ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ବର୍ତ୍ତମାନ କଂଗ୍ରେସ ଏନେଇ ସରକାରଙ୍କୁ ଘେରିବା ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri