Tag Archives: Home Middle

ଅସଦ ଅହମଦଙ୍କ ଏନକାଉଣ୍ଟରକୁ ନେଇ ଆସିଲା ଅଖିଳେଶଙ୍କ ପ୍ରଥମ ପ୍ରତିକ୍ରିୟା

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଫେରାର ଥିବା ବେଳେ ଗୁରୁବାର ଉତ୍ତର ପ୍ରଦେଶ ଏସଟିଏଫ ଝାନ୍ସିରେ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଅସଦ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଅସଦଙ୍କ ସହ...

‘ମୋତେ ଦେଖି କୋର୍ଟ କର୍ମଚାରୀ କାନ୍ଦିଲେ’

ଓ୍ବାଶିଂଟନ,୧୩ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଅଜବ କଥା କହି ଟ୍ରୋଲ ହୋଇଛନ୍ତି। ସେ କହିଛନ୍ତି, ଗିରଫ ହେବା ପରେ ତାଙ୍କୁ ନ୍ୟୁୟର୍କ କୋର୍ଟରେ ହାଜର କରାଯିବାବେଳେ କୋର୍ଟ କର୍ମଚାରୀମାନେ କାନ୍ଦୁଥିଲେ। କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ...

ଜଗନ ରେଡ୍ଡି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, କେବଳ ମମତା ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ,୧୩।୪: ନେତାଙ୍କ ଅପରାଧିକ ଇତିହାସ ଓ ସମ୍ପତ୍ତି ଉପରେ ନଜର ରଖୁଥିବା ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମର୍ସ(ଏଡିଆର) ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ବର୍ତ୍ତମାନ ଦେଶରେ ଥିବା ୩୦ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା...

ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟ ରୁମରେ ଭୋ ଭୋ ହୋଇ କାନ୍ଦିଲେ ଅତିକ

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନକାଉଣ୍ଟର କରାଯାଉଛି। ଏପଟେ ପୁଅର ଏନକାଉଣ୍ଟର ଖବର ପାଇବା ପରେ ଅତିକ ଅହମଦ ପ୍ରୟାଗରାଜ ସ୍ଥିତ କୋର୍ଟ ରୁମରେ ଦୀର୍ଘ ନିଶ୍ୱାସ ପକାଇ ବସିପଡିଥିଲେ। ତାଙ୍କ...

ୟୁପି ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ଅତିକଙ୍କ ପୁଅ ଅସଦ ମୃତ

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମ୍ମଦ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହାସହ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ବି ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଥିବା...

ଏନଡିଏରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ: ଶାହାଙ୍କୁ ଭେଟିବା ପରେ କହିଲେ ମାଝିଂ…

ନୂଆଦିଲ୍ଲୀ,୧୩।୪ : ବିହାର ରାଜନୀତିରେ ଉତ୍ତେଜନା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବିହାରର ପୂର୍ବତନ ସିଏମ ଜିତନ ରାମ ମାଝିିଂ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବୈଠକ ପରେ ମାଝିଂ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ...

ଗଣ୍ଡା ସଂଖ୍ୟା ବଢ଼ାଇ ଦର୍ଶାଯାଇଥିବା ଅଭିଯୋଗ…

ଗୁଆହାଟୀ,୧୩।୪ : ଆସାମ ବନ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛି। ଚିଠିରେ ବନ ବିଭାଗ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାର୍ଯ୍ୟକର୍ତ୍ତା କାଜିରଙ୍ଗା ଜାତୀୟ ଉଦ୍ୟାନକୁ ବଦନାମ କରିବା ପାଇଁ ପାର୍କରେ...

ଭାରତୀୟ ରାଜନୀତିର ନଟଓ୍ବରଲାଲ ଲାଲୁ-ରାହୁଲଙ୍କୁ ଅନୁସରଣ କରୁଛନ୍ତି: କେଜରିଓ୍ବାଲଙ୍କୁ ନେଇ ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୩।୪ : ଭାରତୀୟ ରାଜନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନଟଓ୍ବରଲାଲ ସାଜିଛନ୍ତି। ସେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିବା ନେଇ ଭାଜପା ଜାତୀୟ ପ୍ରବକ୍ତା ଶେହଜାଦ ପୁନାଓ୍ବାଲା କଟାକ୍ଷ କରିଛନ୍ତି। ନିଜ ଆଦର୍ଶରୁ...

ସୁପ୍ରିମ୍‌କୋର୍ଟରେ କର୍ନାଟକ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣ ରଦ୍ଦ କରିବା ମାମଲା…

ନୂଆଦିଲ୍ଲୀ,୧୩।୪ : କର୍ନାଟକ ସରକାରଙ୍କ ଦ୍ୱାରା ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ଓବିସି ସଂରକ୍ଷଣକୁ ରଦ୍ଦ କରିବା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏକ ମୁସଲମାନ ସଂଗଠନ ସୁପ୍ରିମକୋର୍ଟରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଏକ ପିଟିଶନ ଦାଖଲ କରିଛନ୍ତି।...

ବିବିସି ବିରୋଧରେ ଫେମା ମାମଲା ରୁଜୁ କଲା ଇଡି…

ନୂଆଦିଲ୍ଲୀ,୧୩।୪ : ଖବର ପ୍ରସାରଣକାରୀ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି। ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଅନୁଯାୟୀ ଇଡି ବିବିସି...

ବେଆଇନ କୋଇଲା ଖନନ ରୋକିବା ପାଇଁ ୧୦ କମ୍ପାନୀ ସିଆଇଏସଏଫ ମୁତୟନ କରନ୍ତୁ କେନ୍ଦ୍ର ସରକାର: ହାଇକୋର୍ଟ…

ଶିଲଂ,୧୩।୪ : ବେଆଇନ ଖଣି ଖନନ ଏବଂ କୋଇଲା ପରିବହନକୁ ନେଇ ମେଘାଳୟ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ବେଆଇନ ଖଣି ଖନନ ଏବଂ କୋଇଲା ପରିବହନ ଉପରେ କଟକଣା ଲଗାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା...

ନିଜର ପୂର୍ବ ଆଇନଜୀବୀଙ୍କ ବିରୋଧରେ ୫୦ କୋଟି ଡଲାରର ମାମଲା ରୁଜୁ କଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୧୩।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୂର୍ବ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖବର ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ଆଇନଜୀବୀ ମାଇକେଲ କୋହେନଙ୍କ ବିରୋଧରେ ୫୦ କୋଟି ଡଲାର କ୍ଷତିପୂରଣ ମକଦ୍ଦମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri