Tag Archives: Home Middle

ୟେଦୁରପ୍ପାଙ୍କ ବଡ଼ ଘୋଷଣା: ଲଢ଼ିବିନି ନିର୍ବାଚନ…

ବେଙ୍ଗାଲୁରୁ,୩୦।୩ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୟେଦୁରୁପ୍ପା ତାଙ୍କ ବୟସ ଦର୍ଶାଇ...

ଦିଲ୍ଲୀ ପରେ ଏବେ ସାରା ଦେଶରେ ୧୧ ଭାଷାରେ ଲାଗିଲା ମୋଦି ବିରୋଧି ପୋଷ୍ଟର…

ନୂଆଦିଲ୍ଲୀ,୩୦।୩ : ଆମ ଆଦମୀ ପାର୍ଟି (ଏଏପି) ସାରା ଦେଶରେ ୧୧ ଟି ଭାଷାରେ ମୋଦି ହଟାଓ, ଦେଶ ବଚାଓ ପୋଷ୍ଟର ଲଗାଯାଇଛି। ମାର୍ଚ୍ଚ ୩୦ ରେ ଦେଶବ୍ୟାପୀ ଏଭଳି କରାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ମୁଖ୍ୟ ତଥା...

ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍‌...

କରୋନା ଚିକିତ୍ସାରୁ ହଟିଲା ୯ ଔଷଧ…

ନୂଆଦିଲ୍ଲୀ,୩୦।୩ : କରୋନା ସଂକ୍ରମଣର ଚିକିତ୍ସାରୁ ୯ ଔଷଧକୁ ପ୍ରୋଟୋକଲରୁ ବାଦ ଦିଆଯାଇଛି। ଏଥିମଧ୍ୟରେ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଇଭର୍ମେକ୍ଟିନ ଔଷଧ ଅନ୍ତର୍ଭୁକ୍ତ। ଏସବୁ ଔଷଧ ତିନି ବର୍ଷ ଧରି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ତେବେ...

ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…

ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ ଅପେକ୍ଷା କରିବା ପରେ ଆମେରିକାର କୋର୍ଟରେ ପହଞ୍ଚିଛନ୍ତି। ଇଟାଲୀର ଡେଭିଡ କୋଲେମାନ...

ଆଜି ଶ୍ରୀରାମ ନବମୀ, ରାମମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଆଜି ଅର୍ଥାତ୍‌ ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ,...

ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…

ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ କୌଣସି ଦେଶ ସର୍ବସାଧାରଣରେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି। ଅର୍ଥ ବଙ୍ଗା ବିରୋଧରେ...

ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ ହୋଇପାରେ ମେଦବହୁଳତା ଔଷଧ: ଡବ୍ଲୁଏଚଓରେ ଆବେଦନ…

ଜେନେଭା,୩୦।୩ : ମେଦବହୁଳତାର ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରଥମ ଥର ପାଇଁ ମେଦବହୁଳତା ଔଷଧ ସାମିଲ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଔଷଧ ତାଲିକାରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ବଳ୍ପ ଏବଂ ମଧ୍ୟବିତ୍ତ...

ପୁଣି ଆତଙ୍କ: ଦୈନିକ ସଂକ୍ରମଣ ୩ ହଜାର ଟପିଲା, ସକ୍ରିୟ ମାମଲା ୧୫ ହଜାର ମୁହାଁ…

ନୂଆଦିଲ୍ଲୀ, ୩୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି...

ତାଇଓ୍ବାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ: ଅସନ୍ତୋଷ ବ୍ୟକ୍ତ କଲା ଚାଇନା…

ତାଇପେ/ବେଜିଂ/ଓ୍ବାଶିଂଟନ,୩୦।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବୁଧବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ଏଥିରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିନପିଙ୍ଗ କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ଆମେରିକାର ବାଚସ୍ପତିଙ୍କୁ ନ ଭେଟିବା...

ଫ୍ଲୋରିଡା ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାରର ଦାନ…

ଓ୍ବାଶିଂଟନ,୩୦।୩ : ଭାରତୀୟ ଆମେରିକୀୟ ବ୍ୟବସାୟୀ ରମେଶ ଭୁଟାଡା ଆମେରିକାର ଫ୍ଲୋରିଡାସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାର ଦାନ କରିଛନ୍ତି। ହିନ୍ଦୁ ବିଶ୍ୱବିଦ୍ୟାଳୟ ହେଉଛି ଆମେରିକାର ଏକମାତ୍ର ଅନୁଷ୍ଠାନ ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଦର୍ଶନ ଉପରେ ଆଧାର...

ଚିଲିରେ ମଣିଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ: କୁକୁଡା ରପ୍ତାନୀ ବନ୍ଦ…

ସାଣ୍ଟିଆଗୋ,୩୦।୩ : ଚିଲିରେ ମନୁଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ବାର୍ଡ ଫ୍ଲୁରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri