Tag Archives: Home Middle

ଜମ୍ମୁ-କଶ୍ମିରରୁ ଉଠିଲା ରାଷ୍ଟ୍ରପତି ଶାସନ: ସରକାର ଗଠନ ପାଇଁ ଫିଟିଲା ବାଟ

ନୂଆଦିଲ୍ଲୀ,୧୩|୧୦: ଜମ୍ମୁ କଶ୍ମିରରୁ ରାଷ୍ଟ୍ରପତି ଶାସନକୁ ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ରବିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଏଠାରେ ନୂତନ ସରକାର ଗଠନ କରିବା ପାଇଁ ରାସ୍ତା...

ହକି ଇଣ୍ଡିଆ ଲିଗ୍: ଏତିକି ଟଙ୍କାରେ ବିକ୍ରି ହେଲେ ଓଡ଼ିଶାର ଅମିତ ରୋହିଦାସ

ନୂଆଦିଲ୍ଲୀ,୧୩।୧୦: ହକି ଇଣ୍ଡିଆ ଲିଗ୍ ପ୍ଲେୟାର ନିଲାମ ୨୦୨୪/୨୫ ରେ ଓଡ଼ିଶାର ଅମିତ ରୋହିଦାସଙ୍କୁ ୪୮ ଲକ୍ଷ ଡଲାରରେ ବିକ୍ରି କ୍ରୟ କରାଯାଇଛି। ତାମିଲନାଡୁ ଡ୍ରାଗନ୍ସ ନିଲାମର ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ରୋହିଦାସଙ୍କୁ କିଣିଛି। ଅକ୍ଟୋବର ୧୩, ୧୪ ଏବଂ...

ସୋମବାରଠାରୁ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଡାକ୍ତର ସଂଘ

ନୂଆଦିଲ୍ଲୀ,୧୩।୧୦: ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ରବିବାର ଦେଶବ୍ୟାପୀ ମେଡିକାଲ୍ ଆସୋସିଏସନ୍ ଏବଂ ବାସିନ୍ଦା ଡାକ୍ତରମାନଙ୍କୁ ପଶ୍ଚିମବଙ୍ଗର ବିରୋଧୀ ଜୁନିୟର ଡାକ୍ତରଙ୍କ ସମର୍ଥନରେ ଅକ୍ଟୋବର ୧୪ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବାକୁ ଆହ୍ୱାନ କରିଛି। ଫେମା...

ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିବା କୋଚ୍‌ଙ୍କ ଛୁଟି: ଏହି ଖେଳାଳି ସମ୍ଭାଳିବେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗ

ମୁମ୍ବାଇ,୧୩।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜ୍ ଏକ ବଡ ପଦକ୍ଷେପ ନେଇଥିଲା। ଦଳର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚରର୍ଙ୍କୁ ହଟାଇ ଦେଇଛି। 2023 ରେ ବାଉଚର ଏହି ପଦ ଗ୍ରହଣ...

ହକି ଇଣ୍ଡିଆ ଲିଗ୍‌ ନିଲାମୀରେ ହରମନପ୍ରୀତ ସବୁଠୁ ଦାମୀ ଖେଳାଳି

ମୁମ୍ବାଇ,୧୩।୧୦: ଦୀର୍ଘ ୭ ବର୍ଷର ବ୍ରେକ୍‌ ପରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌। ରବିବାର ଏଥିପାଇଁ ନିଲାମୀ ହୋଇଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି ହରମନପ୍ରୀତ ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହୋଇଛନ୍ତି।...

ପାରାଦୀପରେ ରାବଣ କିଏ? ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି….

  ଭୁବନେଶ୍ୱର,୧୩।୧୦: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ପାରାଦୀପର ଆୟୋଜିତ ରାବଣ ପେଡ଼ିା ଉତ୍ସବରେ...

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫ୍ଲାଏଓଭର ଉପରୁ ଉଦ୍ଧାର

ନୂଆଦିଲ୍ଲୀ,୧୩।୧୦: ଅକ୍ଟୋବର ୧୦ ଏବଂ ୧୧ ମଧ୍ୟରାତ୍ରିରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସାର କାଲେ ଖାନ ଫ୍ଲାଏ ଓଭର ନିକଟରେ ୩୪ ବର୍ଷ ବର୍ଷୀୟା ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ...

ଓଡିଶାର ଅନେକ ସ୍ଥାନରୁ ଫେରିଲାଣି ମୌସୁମୀ: ଆଗାମୀ ୨ ଦିନ ସମ୍ପୂର୍ଣ୍ଣ ଅପସରିଯିବ

ଭୁବନେଶ୍ୱର,୧୩।୧୦: ଓଡିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ରବିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅନେକ ସ୍ଥାନରୁ ଅପସରି ଗଲାଣି। ତଥା ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ...

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରୀମନ୍ଦିରେ ମାଗଣା ମିଳିବ…

ଭୁବନେଶ୍ୱର,୧୩/୧୦: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି କହିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ...

ପତନ ଆଡକୁ ଯାଉଛି ମହାରାଷ୍ଟ୍ରର ଆଇନ ବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ,୧୩।୧୦: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରବିବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ୱଂସ ଆଡକୁ ଯାଉଥିବା କହିଛନ୍ତି। ସେ କହିଛନ୍ତି, ବାବା...

ବାବା ସିଦ୍ଦିକିଙ୍କ ପୋଷ୍ଟ ମର୍ଟମ ପାଇଁ କାହିଁକି ମନା କଲେ ପୁଅ? କହିଲେ ଏମିତି କାରଣ

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କପୁର୍‌ ହସ୍ପିଟାଲକୁ ନିଆଯାଇଛି। ତେବେ ଘଟଣାର କାରଣ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ତାଙ୍କ ପୁଅ ତଥା ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନ ସିଦ୍ଦିକି...

୨୦ ମିନିଟ୍‌ ପର୍ଯ୍ୟନ୍ତ ଝିଅପିଲାଙ୍କୁ ଦେଖି ଯଦି କିଛି ନ ହେଉଛି ତେବେ… କାହିଁକି ଏପରି କହିଲେ ଇସ୍‌ଲାମିକ୍‌ ପ୍ରବଚକ

ଇସଲାମାବାଦ,୧୩ା୧୦: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି। ଯେଉଁଠାରେ ସେ ପାକିସ୍ତାନର ସରକାରୀ ଅତିଥି ଭାବରେ ବୁଲୁଛନ୍ତି। ନିକଟରେ ଜାକିର ମହିଳାଙ୍କ ରୋଜଗାରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri