Tag Archives: Home Middle

ନିର୍ଭିକ, ନିରପେକ୍ଷ ହୁଅନ୍ତୁ ଖବରଦାତା: ସିଜେଆଇ

ନୂଆଦିଲ୍ଲୀ,୨୩ା୩: ସାମ୍ବାଦିକତାରେ ଉତ୍କର୍ଷ ପାଇଁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ବୁଧବାର ୪୩ ଜଣଙ୍କୁ ଷୋଡ଼ଶ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ ଓ ୨୦୨୦ରେ ଏହି ଖବରଦାତାମାନେ କରୋନା ମହାମାରୀ ଯୋଗୁ ପୁରସ୍କାର ଗ୍ରହଣ କରିପାରି ନ ଥିଲେ।...

ସୁପାରିସ ସତ୍ତ୍ୱେ ବିଚାରପତି ନିଯୁକ୍ତ କରୁନି କେନ୍ଦ୍ର

ନୂଆଦିଲ୍ଲୀ,୨୩ା୩: ବିଚାରପତି ନିଯୁକ୍ତି ପାଇଁ ସୁପାରିସ ସତ୍ତ୍ୱେ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ କେନ୍ଦ୍ର ସରକାର ବିଚାରକୁ ନେଉନାହାନ୍ତି। ଏଥିଯୋଗୁ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟ କଲେଜିୟମ୍‌ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ ଅଣଦେଖା ନ କରି...

ବିରୋଧୀ ନେତାଙ୍କ ବୈଠକ ଡାକିଲେ ପାଓ୍ବାର

ନୂଆଦିଲ୍ଲୀ,୨୩ା୩: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଉପରେ ଜୋର୍‌ ଦିଆଯାଉଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଗୁରୁବାର ଅପରାହ୍ନ ୬ଟାରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏଥିରେ...

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍‌ଅପ୍‌।...

ଜାକିର ନାଏକଙ୍କୁ ପ୍ରତ୍ୟର୍ପଣ କରିବ ଓମାନ

ନୂଆଦିଲ୍ଲୀ ୨୩। ୩: କଠୋରପନ୍ଥୀ ଇସ୍‌ଲାମିୟ ବିଦ୍ୱାନ ଜାକିର ନାଏକଙ୍କୁ ଓମାନ ପ୍ରତ୍ୟର୍ପଣ କରିବ ବୋଲି ଭାରତୀୟ ଗୋଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଜେନ୍ସି ଏ ନେଇ ଓମାନ ଅଥରିଟିଙ୍କ ସହ ଯୋଗାଯୋଗରେ ରହିଛି। ଆସନ୍ତା ୨୩ରେ ଭାରତୀୟ...

ଅମ୍ରିତ୍‌ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ଚଣ୍ଡିଗଡ, ୨୩।୩: ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍‌ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍‌ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଲକୁ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଏବଂ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଅଦ୍ୟାବଧି ଅମ୍ରିତପାଲ୍‌ଙ୍କୁ ଗିରଫ କରାଯାଇ...

କାଲିଫର୍ନିଆରେ ବନ୍ୟା: ଲକ୍ଷାଧିକ ପ୍ରଭାବିତ

ଲସ୍‌ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ୪୭,୦୦୦ ଲୋକଙ୍କୁ ସ୍ଥାନ ଛାଡ଼ିବା...

ଆଉ ଜଣେ ପୁଟିନ୍‌ ସମାଲୋଚକଙ୍କ ମୃତ୍ୟୁ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ଘଟିଛି। ୩୫ ବର୍ଷୀୟ କଣ୍ଠଶିଳ୍ପୀ ଡିମା ନୋଭା (ପ୍ରକୃତ ନାମ ଡିମିଟ୍ରି ସିର୍‌ଗୁନୋଭ୍‌) ଲୋକପ୍ରିୟ ଇଲେକ୍ଟ୍ରୋନିକ୍‌ ଗ୍ରୁପ୍‌ କ୍ରିମ୍‌ ସୋଡାର ପ୍ରତିଷ୍ଠାତା ଥିଲେ। ମାର୍ଚ୍ଚ ୧୯ରେ ସେ...

ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଯୌନ ସମ୍ପର୍କ...

ଆର୍ଜେଣ୍ଟିନା-ଚିଲିରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫, ୬.୩

ବୁଇନସ ଏରିସ/ସାଣ୍ଟିଆଗୋ,୨୩ ।୩: ଆର୍ଜେଣ୍ଟିନାରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ୟୁଏସ ଜିଓଲଜିକାଲ ସର୍ଭେ ଆର୍ଜେଣ୍ଟିନାର ସ୍ୟାନ ଆଣ୍ଟୋନିୟୋ ଡି ଲସ କୋବରେସର ଉତ୍ତର-ଉତ୍ତର ପଶ୍ଚିମରୁ...

ଭାରତକୁ ୨୧ ରନ୍‌ରେ ପରାସ୍ତ କରି ସିରିଜ୍‌ ହାତେଇଲା ଅଷ୍ଟ୍ରେଲିଆ 

ଚେନ୍ନାଇ,୨୨।୩: ଚେନ୍ନାଇରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତ ୨୧ ରନ୍‌ରେ ପରାସ୍ତ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍‌ର ବିଜୟ...

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ବରଗଡ଼ ଅଫିସ୍‌,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର ପରୀକ୍ଷା ଦିବସରେ ଯେଉଁ ବିଷୟ ଉପରେ ପରୀକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri