ବରଯାତ୍ରୀ ଦଳ ଉପରେ ଆଖିବୁଜା ଗୁଳି ଚାଳନା: ୪ ମୃତ, ୧୨ ଆହତ…
ଇସଲାମାବାଦ,୨୦।୩ : ପାକିସ୍ତାନର ବାଲୁଚିସ୍ତାନର ନାସିରାବାଦ ଜିଲାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଜ୍ଞାତ ଆକ୍ରମଣକାରୀମାନେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଗୁଳି ଚାଳନା କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର...
ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା: ସୂଚନା ପ୍ରସାରଣ ମନ୍ତ୍ରୀ ମରିୟମ…
ଇସଲାମାବାଦ,୨୦।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ) ଇମ୍ରାନ ଖାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବ ତାଙ୍କୁ ରାଜନେତା ନୁହନ୍ତି ବରଂ ଆତଙ୍କବାଦୀ ବୋଲି କହିଛନ୍ତି।...
୩୩ ପ୍ରତିଶତ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଇଣ୍ଟରନେଟ: ୟୁଏନ ରିପୋର୍ଟ…
ନୂଆଦିଲ୍ଲୀ,୨୦।୩ : ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ ଆହ୍ବାନ ଦିଆଯାଇଛି। ଏହାପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କେବଳ ୩୩...
ମିଶରରେ ଭେଟ ହେଲେ ଇସ୍ରାଏଲ-ପାଲେଷ୍ଟାଇନ ପ୍ରତିନିଧୀ, ଆମେରିକା କଲା ସ୍ବାଗତ…
କାଏରୋ,୨୦।୩ : ଉତ୍ତେଜନାକୁ ଦୂର କରିବା ପାଇଁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପ୍ରତିନିଧୀ ମିଶରରେ ଭେଟ ହୋଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନର ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ ଉଭୟ ପକ୍ଷ ଶର୍ମ-ଏଲ-ଶେଖରେ ଦୀର୍ଘ ସମୟ ଧରି...
କଲମ୍ବିଆରେ ହେଲିକପ୍ଟର କ୍ରାସ, ରାଷ୍ଟ୍ରପତି କହିଲେ କେହି ନାହାନ୍ତି ଜୀବିତ
ବୋଗୋଟା,୨୦ ।୩: ସାଉଥ ଆମେରିକା ଦେଶ କଲମ୍ବିଆରେ ରବିବାର ଏକ ସେନା ହେଲିକପ୍ଟର କ୍ରାସ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରେ ଥିବା ୪ ଜଣ ସେନାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ...
ଆହୁରି ବଢ଼ିବ ସୁନା ଦର
ଭୁବନେଶ୍ୱର,୨୦।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଅନେକ ପ୍ରକାରର ପରିବର୍ତ୍ତନ ଘଟୁଛି। ବିଶେଷକରି ଉଭୟ ଆମେରିକା ଓ ୟୁରୋପ ମଧ୍ୟରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁ ବିଶ୍ବ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି...
ଆଜି ନେପାଳରେ ଆସ୍ଥା ଭୋଟ୍
କାଠମାଣ୍ଡୁ,୨୦ା୩: ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ପରେ ଦିନ ୧ଟାରୁ ମତଦାନ ଆରମ୍ଭ ହେବ। ୨୭୫ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଆସ୍ଥା ଭୋଟ୍ ପାଇବା ପାଇଁ ୧୩୮ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ମିଳିତ ମଞ୍ଚ ସହିତ ୧୫୧...
ବୋପାନ୍ନା ସବୁଠାରୁ ବୟସ୍କ ଚାମ୍ପିୟନ
ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍), ୨୦ା୩ (ପି.ଟି.): ଭାରତର ରୋହନ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଏଟିପି ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇଛନ୍ତି। ସେ ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମ୍ୟାଟ ଇବିଡେନ୍ ଏଠାରେ ଚାଲିଥିବା ବିଏନ୍ପି ପାରିବାସ ଓପନ...
‘ଇମ୍ରାନ ନେତା ନୁହନ୍ତି, ଜଣେ ଆତଙ୍କବାଦୀ’
ଇସଲାମାବାଦ,୨୦ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଆଜିକାଲି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ ତାଙ୍କୁ ରାଜନେତା ନୁହନ୍ତି ବରଂ ଆତଙ୍କବାଦୀ ବୋଲି...
ଗୁଗଲ ମୁଖ୍ୟଙ୍କୁ ଚିଠି ଲେଖିଲେ କର୍ମଚାରୀ…
ୱାଶିଂଟନ,୨୦ ।୩: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଅଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୧,୪୦୦ କର୍ମଚାରୀ ଖୋଲା ପତ୍ର ଲେଖିଛନ୍ତି । ଏଥିରେ ସେମାନେ ଲେଖିଛନ୍ତି, ‘ଖରାପ ହୁଅନ୍ତୁ ନାହିଁ’ । ଏହି କର୍ମଚାରୀମାନେ କମ୍ପାନୀରୁ ସେମାନଙ୍କ ସହଯୋଗୀଙ୍କ ଛଟେଇକୁ...
ଅମ୍ରିତପାଲ୍ଙ୍କୁ ବଳ ଦେଇଛି ଆଇଏସ୍ଆଇ
ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍ ଚଳାଉଥିବା ଅମ୍ରିତପାଲ୍ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍ ପଞ୍ଜାବ ଡେ’ ସଂଗଠନର ନେତୃତ୍ୱ ନେଉଥିବା ଅମ୍ରିତ୍ପାଲ ଏବେ ପଞ୍ଜାବ ସରକାରଙ୍କ ପାଇଁ...
ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା
ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା...
Archives
