Tag Archives: Home Middle

ବିଜେଡିରେ ବିଭୀଷଣ କିଏ? ବଡ଼ କଥା କହିଦେଲେ ଅମରେଶ

ଭୁବନେଶ୍ୱର,୩।୭: ବିଜେଡିରେ ବିଭୀଷଣ କିଏ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ...

‘ମୋ ବସ୍‌’ ନାଁ ବଦଳାଯାଇ ରଖାଯିବ ଏହି ନାଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩।୭: ଲଷ୍ମୀ ବସ୍‌ର ନାଁ ଆଉ ରଙ୍ଗ ବଦଳିବା ପରେ ଏବେ ମୋ ବସ୍‌ର ନାଁ, ରଙ୍ଗ ବଦଳିବା ଖବର ଉପରେ ବଡ଼ ସୂଚନା ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ମୋ ବସ୍‌...

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଥରସ ଦଳାଚକଟା ଘଟଣା, ଏପଟେ ଭୋଲେ ବାବା ନିଖୋଜ

ହାଥରସ,୩।୭: ଉତ୍ତରପ୍ରଦେଶର ହାଥରସ ଜିଲାରେ ଏକ ସତସଙ୍ଗ ସମୟରେ ଭୟଙ୍କର ଦଳାଚକଟା ଘଟିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।...

ଏଥିପାଇଁ ବିଜେଡି ହାରିଛି: ବଡ଼ କାରଣ ଖୋଲି କହିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର,୩।୭: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁହଁ ଖୋଲିଛନ୍ତି। ପ୍ରଭାତ ବିଶ୍ୱାଳ କହିଛନ୍ତି, ଭୁଲ୍‌ ବୁଝାମଣା ଯୋଗୁ ନିର୍ବାଚନରେ ବିଜେଡି ହାରିଛି। ଚୌଦ୍ୱାରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି।...

ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୩ା୭(ଅଜିତ୍‌ କୁମାର ମହାନ୍ତି): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ରଥଯାତ୍ରା ସମୟରେ ଖୋଲିପାରେ। ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ସୂଚନା...

ଲୋକ ସଭାରେ ହେଉ ଏନ୍‌ଇଇଟି ଆଲୋଚନା: ରାହୁଲ

ନୂଆଦିଲ୍ଲୀ,୩ା୭: ଲୋକ ସଭାରେ ବୁଧବାର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସୁଯୋଗ ଦେବା ନିମନ୍ତେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ଜୁନ୍‌ ୨୮...

କଂଗ୍ରେସ ଏମପିଙ୍କୁ ପାଣି ଗ୍ଲାସ ଯାଚିଲେ ମୋଦି, ଆଉ ତା’ ପରେ…

ନୂଆଦିଲ୍ଲୀ,୨।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ନିଜ ପ୍ରତିତ୍ତ୍ୟୁର ରଖିଥିଲେ। ମୋଦିଙ୍କ ଅଭିଭାଷଣରେ ଏପରି ଏକ ସମୟ ଆସିଥିଲା ଯେତେବେଳେ କଂଗ୍ରେସ ନେତା ତଥା ଗୃହର ବିରୋଧୀଦଳର ନେତା ରାହୁଲ...

କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ

ନୂଆଦିଲ୍ଲୀ,୨ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୦୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏହିପରି ଘଟଣା ଆଜିର ନୁହେଁ ଅତୀତରେ ଦେଶରେ ମଧ୍ୟ ଏପରି ଅନେକ ଘଟଣା ଦେଖିବାକ...

କାନ୍ଦ ବୋବାଳିରେ ଫାଟୁଛି ଡାକ୍ତରଖାନା ପରିସର; ହାଥରସ୍‌ ଅଘଟଣରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା…

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ସେହିଭଳି ଆହତମାନଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଅନେକେ...

ହାଥରସ୍‌ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିବାର ଆଂଶଙ୍କା...

ସଂସଦରେ ଓଡ଼ିଶା କଥା ଉଠାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ...

ପାଣ୍ଡିଆନଙ୍କ ସ୍ଥାନରେ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨ା୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ। ସୂଚନାଯୋଗ୍ୟ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri