Tag Archives: Home Middle

ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍‌ ନାଁ ବଦଳାଯାଇ ରଖାଯିବ ଏହି ନାଁ

ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍‌ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍‌ ସେବା...

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର...

ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି...

ସମୟ ସମୟର କଥା…ଯିଏ ଥିଲେ ମନ୍ତ୍ରୀ ତାଙ୍କୁ ମିଳିବ ଭତ୍ତା ଆଉ ଯାହାଙ୍କର ଯାଇଥିଲା ଏମପି ପଦ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦରମା

ନୂଆଦିଲ୍ଲୀ,୨୯।୬: କ୍ଷମତା କେତେବେଳେ କଡ ଲେଉଟାଏ ତାହା କେବଳ ସମୟ ହିଁ କହିଥାଏ। ଲୋକକଥାରେ ଯେମିତି ଅଛି, ଏହା ତ ସମୟ ସମୟର କଥା। କେତେବେଳେ କ’ଣ ପରିବର୍ତ୍ତନ ହେବ। ଏହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ସ୍ମୃତି ଇରାନୀ...

ବଡ଼ ଖବର: ପୁଣି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୮୦୦୦ଟଙ୍କା!

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏକ ବଡ଼ ଖବର ଆସିଛି। ସୂତ୍ର ଅନୁଯାୟୀ,ବର୍ତ୍ତମାନ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ ବୃଦ୍ଧି ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ସରକାର ବର୍ତ୍ତମାନ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା...

‘ସାରା ଦେଶ ଜାଣିଛି ଏକଛତ୍ରବାଦୀ ଶାସକ….’, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ

ନୂଆଦିଲ୍ଲୀ,୨୯।୬: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଶନିବାର (ଜୁନ ୨୯) କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସିବିଆଇ ଭଳି ଅନୁସନ୍ଧାନକାରୀ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଉପରେ ସେ...

ଭାଜପା କମିଟିର ଅଭିଯୋଗ: ‘ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗ ମିନି ପାକିସ୍ତାନ ହୋଇଯାଇଛି…’

ନୂଆଦିଲ୍ଲୀ,୨୯।୬: ପଶ୍ଚିମବଙ୍ଗରେ ଲୋକ ସଭା ନିର୍ବାଚନ ପରେ ଘଟିଥିବା ରାଜନୈତିକ ହିଂସାକୁ ଅନୁଧ୍ୟାନ କରିବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା ଗଠିତ ୪ ସଦସ୍ୟ ବିଶିଷ୍ଟଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ତାଙ୍କର ରିପୋର୍ଟ ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେଅନେକ...

ବଡ଼ ଅପଡେଟ୍‌: ଜାଣନ୍ତୁ ବିଶ୍ୱକପ୍‌ ଫାଇନାଲରେ ବର୍ଷା ହେଲେ କ’ଣ ହେବ

ବ୍ରିଜଟାଉନ,୨୯।୬: ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ ଥର ପାଇଁ...

ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍‌ଏସ୍‌ ଅଭିମୁଖେ...

ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ...

ଜୁନ୍‌ ଗ୍ରୀଷ୍ମରେ ୬୧.୯ କୋଟି ଭାରତୀୟ କଲବଲ

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି। ଆମେରିକାର ନିରପେକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri