Tag Archives: Home Middle

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ

ନୂଆଦିଲ୍ଲୀ,୨୭।୬:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା...

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୭।୬: ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟରେ BJP ସରକାର ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ...

ଉଇ ଖାଇଗଲାଣି ରଥର ପାର୍ଶ୍ୱ ମୂର୍ତ୍ତି

ପୁରୀ,୨୭।୬(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି। ସେଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ରଥ ଉପରେ ସ୍ଥାନ ପାଉଥିବା ସାରଥି ଓ ରଥ ୪ ପଟେ ଲାଗୁଥିବା...

ସାମ୍‌ ପିଟ୍ରୋଡାଙ୍କୁ ନେଇ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬ା୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ସାମ୍‌ ପିଟ୍ରୋଡାଙ୍କୁ ପୁଣି ଥରେ କଂଗ୍ରେସର ଓଭରସିଜ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବାନୁମାନ ଠିକ୍‌ ପ୍ରମାଣିତ ହୋଇଛି। ଲୋକ ସଭା ନିର୍ବାଚନ...

ଜୁଲାଇ ପହିଲାରୁ ସବୁ ଜିଲାରେ ଆରମ୍ଭ ହେବ ମିଳିତ ଜନ ଶୁଣାଣି

ଭୁବନେଶ୍ୱର,୨୬।୬: ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ତରରେ ଜିଲାପାଳ ଏବଂ ଏସ୍‌ପି...

‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’

ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍‌ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସ୍ପଷ୍ଟୀକରଣ ଦିଆଯାଇଛି। ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି...

ଆଜିଠୁ ଲାଗୁ ହେଲା ନୂଆ ନିୟମ, ନକଲି ସିମ୍‌ କିଣିଲେ ଗଣିବେ ୫୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୬ା୬: ଆଜି ଅର୍ଥାତ୍‌ ୨୬ ଜୁନ୍‌ରୁ ନୂଆ ‘ଟେଲିକମ୍ୟୁନିକେଶନ କାନୁନ୍‌ ୨୦୨୩) ସମଗ୍ର ଦେଶରେ ଲାଗୁ ହୋଇଛି। ଏବେ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏବେ ଭାରତୀୟମାନେ ଅତି ବେଶିରେ ଜୀବନକାଳ ମଧ୍ୟରେ ମାତ୍ର ୯ଟି ସିମ୍‌ ନେଇପାରିବେ।...

ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା...

ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା...

କଡ଼ା ନିୟମ: ପାର୍ଲାମେଣ୍ଟରେ ଏମ୍‌ପିମାନେ ବ୍ୟବହାର କରିପାରିବେନି ଏସବୁ ଶବ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୬ା୬: ଭାରତରେ ଲୋକ ସଭା ନିର୍ବାଚନ ଫଳାଫଳ ପରେ ୧୮ ତମ ଲୋକ ସଭା ଗଠନ କରାଯାଇଛି। ଦ୍ୱିତୀୟ ଦିନରେ ଘଟିଥିବା ଏକ ଘଟଣା ବହୁ ଚର୍ଚ୍ଚିତ। ବାସ୍ତବରେ ହାଇଦ୍ରାବାଦ ଏମ୍‌ପି ଅସ୍‌ଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ଶପଥ ଗ୍ରହଣ...

କେଜ୍‌ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍‌କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ...

ଗଛମୂଳେ ଖଟି କରୁଥିବା ବେଳେ ହେଲା ବଜ୍ରପାତ: ଚାଲିଗଲା ୩ ଜୀବନ, ଦୁଇ ଗୁରୁତର

ପଦ୍ମପୁର,୨୬ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେଓ୍ବାନଡିହିରେ ବୁଧବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ଦେଓ୍ବାନ ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri