Tag Archives: Home Middle

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ...

ଭାରତ ସହ ଆମର ସମ୍ପର୍କକୁ ନେଇ ମୁଣ୍ଡ ନ ଖେଳାଉ ଆମେରିକା, ସୀମା ବିବାଦକୁ ନେଇ ଚାଇନାର ଚେତାବନୀ

ବେଜିଂ,୩୦ ।୧୧: ଚାଇନା ଓ ଆମେରିକା ମଧ୍ୟରେ ପୁଣିଥରେ ତୁତୁମେମେ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ପରସ୍ପର ବିରୋଧରେ ଲଗାତାର ବୟାନବାଜି କରି ଚାଲିଛନ୍ତି । ଏବେ ଭାରତ-ଚାଇନା ସମ୍ପର୍କକୁ ନେଇ ଚାଇନା ଏକପ୍ରକାର ଆମେରିକାକୁ ଚେତାବନୀ ଦେଇଛି...

ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି ଚାଇନା, ୨୦୩୫ ସୁଦ୍ଧା ୧୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିବ- ପେଣ୍ଟାଗନ ରିପୋର୍ଟ

ବେଜିଂ,୩୦ ।୧୧: ପେଣ୍ଟାଗନର ଏକ ରିପୋର୍ଟରେ ଚାଇନାକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଚାଇନା କିଭଳି ଦ୍ରୁତ ଗତିରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି । ଏହି ରିପୋର୍ଟରେ କୁହାଯାଇଛି...

ମୌଳିକ କର୍ତ୍ତବ୍ୟ ଲାଗୁ କରିବା ନେଇ ଜବାବ ନ ଦେଲେ ୨୫ ହଜାର ଜରିମାନା: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଶୀର୍ଷକୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୯।୧୧ : ସମ୍ବିଧାନର ଧାରା ୫୧-ଏରେ ଧାର୍ଯ୍ୟ ହୋଇଥିବା ମୌଳିକ କର୍ତ୍ତବ୍ୟ କାର୍ଯ୍ୟକାରୀ କରିବାକୁ ଆବେଦନ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉତ୍ତର ନ ଦାଖଲ କରାଯିବାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ...

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ ଦକ୍ଷିଣ ଭାରତ ଆରମ୍ଭ କରିଛି। ଦଳୀୟ ନେତାମାନଙ୍କୁ ଭାଜପା ନୂତନ କାର୍ଯ୍ୟ ଦେଇଛି।...

ପ୍ରତି ତହସିଲରେ ହେବ ହେଲିପ୍ୟାଡ : ଶିନ୍ଦେଙ୍କ ଘୋଷଣା…

ମୁମ୍ବାଇ,୨୯।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ତହସିଲରେ ହେଲିପ୍ୟାଡ ତିଆରି କରିବେ ଏବଂ ରାଜ୍ୟରେ ରନୱେ ବିସ୍ତାର ପାଇଁ କାର୍ଯ୍ୟ କରିବେ ଯାହା...

ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି...

ଥମୁଛି କରୋନା, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି।...

ଇଣ୍ଡୋନେସିଆ ମନ୍ତ୍ରୀ ମହଫୁଦଙ୍କୁ ଭେଟିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୯।୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଭାରତକୁ ଆସିଥିବା ଇଣ୍ଡୋନେସିଆର ରାଜନୈତିକ, ଆଇନ ଏବଂ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଡକ୍ଟର ମହମ୍ମଦ ମହଫୁଦ ଏମଡିଙ୍କୁ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ଏହି ସମୟରେ...

ସୋସିଆଲ ମିଡ଼ିଆର ବିକାଶ ସହିତ ବଢୁଛି ମିଥ୍ୟା ଖବରର ପ୍ରସାରଣ : ଅନୁରାଗ ଠାକୁର…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି ଯେ ସୋସିଆଲ ମିଡିଆର ଦ୍ରୁତ ବିକାଶ ସହିତ ମିଥ୍ୟା ଖବରର ପ୍ରସାରଣ ମଧ୍ୟ ବୃଦ୍ଧି ପାଇଛି। ଏସିଆ-ପାସିଫିକ ବ୍ରଡକାଷ୍ଟିଂ ୟୁନିଅନ (ଏବିୟୁ) ସାଧାରଣ ସଭା...

ସରକାରୀ ବାବୁଙ୍କୁ ମମତାଙ୍କ ତାଗିଦ, କାମ ନ କରିପାରିଲେ ଚାକିରି ଛାଡିଦିଅ…

କୋଲକାତା,୨୯।୧୧ : ମଙ୍ଗଳବାର ଉତ୍ତର ୨୪ ପରଗଣାର ହିଙ୍ଗାଲଗଞ୍ଜ ଠାରେ ଏକ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧିତ ହୋଇ ସସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ। କ୍ରୋଧିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମକୁ ମଧ୍ୟଭାଗରେ ବନ୍ଦ କରି...

ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍‌-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍‌ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ବିଲୟ କରାଯିବ। ଏଥିରେ ଟାଟା ଗ୍ରୁପର ୫୧ ପ୍ରତିଶତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri