Tag Archives: Home Middle

କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର

ହାଇଦ୍ରାବାଦ,୨୨।୬: ତେଲଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ...

ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ

ଭୁବନେଶ୍ୱର,୨୨।୬: ବାଲେଶ୍ୱରରେ ସ୍ଥିତି ସ୍ବାଭାବିକ ହେଉଛି। ଆଜିଠୁ ଲିଜ ଲାଇନ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ହେଲେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଅନ୍ୟପଟେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ...

୪୦ ଲକ୍ଷର ବାଥରୁମ, ମସାଜ ସେଣ୍ଟର… ବିବାଦରେ ଜଗନ ରେଡ୍ଡୀଙ୍କ ମହଲ

ଅମରାବତୀ,୨୨।୬: ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସଆର ଜଗନ ମୋହନ ରେଡ୍ଡୀ ତାଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ପାଇଁ ଖବରକୁ ଆସିଛନ୍ତି। ଏହା ଛୋଟ ନୁହେଁ କିନ୍ତୁ ମୋଟ ୪୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି।...

୧୦ ବର୍ଷର ଜେଲ, ୧ କୋଟି ଜରିମାନା…ଦେଶରେ ଆଣ୍ଟି ପେପର ଲିକ୍‌ ଆଇନ ହେଲା ଲାଗୁ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୨।୬: ନିଟ୍‌ ପେପର ଲିକ୍‌ ଏବଂ ୟୁଜିସି-ନେଟ୍‌ ପରୀକ୍ଷା ବାତିଲ ହେବାନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କାଗଜ ଲିକ୍‌ ରୋକିବା ପାଇଁ ସରକାର ଏକ କଠୋର ନିୟମ ଲାଗୁ...

ରତ୍ନବେଦି ଛାଡ଼ି ସ୍ନାନ ବେଦିରେ ମହାପ୍ରଭୁ

ପୁରୀ,୨୨।୬: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି। ପାରମ୍ପରିକ ରୀତିନୀତିରେ ମହାପ୍ରଭୁ...

ଏନ୍‌ଇଇଟି ବିଭ୍ରାଟ: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୨ା୬: ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, କର୍ନାଟକ ଓ...

୮୦% ଶୁଖିଗଲାଣି ୧୫୦ ଜଳଭଣ୍ଡାର

ନୂଆଦିଲ୍ଲୀ,୨୨ା୬(ପି.ଟି.): ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍‌ ଜଳଭଣ୍ଡାରଗୁଡ଼ିକ...

ମହାପ୍ରଭୁଙ୍କ ଆଦ୍ୟଲୀଳା

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସମସ୍ତ ନୀତିକାନ୍ତି ମୂଳରେ ରହିଛି ଜଗତମଙ୍ଗଳ। ତେବେ ଏହି ନୀତିକାନ୍ତି ମଧ୍ୟରୁ ଅନ୍ୟତମ ସ୍ନାନ ଉତ୍ସବ। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରରେ ଏହା ପାଳନ କରାଯାଏ। ଉକ୍ତ...

କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…

ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍‌ ତାଙ୍କୁ ଶପଥ ପାଠ କରାଇବେ...

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପରିବାର

ଭୁବନେଶ୍ୱର,୨୧।୬: ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁକ୍ରବାର ରାଜ୍ୟପାଳ ରଘୁବାର ଦାସଙ୍କୁ ଏକ ସୌଜନମୂଳକ ସାକ୍ଷାତକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ସପରିବାର ରାଜ୍ୟପାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ବିକାଶମୂଳକ ଯୋଜପା ତଥା ସମସାମୟିକ ଘଟଣା ଉପରେ...

ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୧।୬: ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍‌ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ବେଳେ ଏବେ ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି...

ବାଚସ୍ପତି ପଦ ପାଇଁ ହେବ ଘମାଘୋଟ ଲଢେଇ, ପ୍ରାର୍ଥୀ ଦେବ ବିରୋଧୀ ମେଣ୍ଟ!

ନୂଆଦିଲ୍ଲୀ,୨୧।୬: ଲୋକ ସଭା ନିର୍ବାଚନ ପରେ ଏବେ ଲୋକ ସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ବୋଧହୁଏ ବିରୋଧୀ ଦଳ ଲୋକ ସଭା ବାଚସ୍ପତି ନିର୍ବାଚନରେ ଏକାଠି ହୋଇ ସର୍ବସମ୍ମତି କ୍ରମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri