Tag Archives: Home Middle

କର୍ମଜୀବୀ ମହିଳାଙ୍କୁ ବିଳମ୍ବିତ ରାତ୍ରରେ ଘରେ ଆଣି ଛାଡ଼ିବେ ପୋଲିସ…

ଫରିଦାବାଦ,୧୨।୧୧ : ଫରିଦାବାଦ ପ୍ରଶାସନ କର୍ମଜୀବୀ ମହିଳାଙ୍କ ପାଇଁ ସୁବିଧା କରିଛନ୍ତି। ବିଳମ୍ବିତ ରାତ୍ରରେ ଏଭଳି ମହିଳାଙ୍କୁ ଆଉ ଘରକୁ ଫେରିବାର ଭୟ ରହିବ ନାହିଁ। ପୋଲିସ ସେମାନଙ୍କୁ ଘରେ ନେଇ ଛାଡ଼ିବେ। ଏଭଳି ମହିଳା ଯଦି ଘରକୁ ଫେରିବାରେ...

୨ ହଜାରରୁ ଅଧିକ ପିଲାଙ୍କୁ ମାଗଣା ଲ୍ୟାପଟପ୍‌ ଦେବେ ଯୋଗୀ ସରକାର…

ଲକ୍ଷ୍ନୌ,୧୨।୧୧ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଉତ୍ତରପ୍ରଦେଶର ଦୁଇ ହଜାରରୁ ଅଧିକ ପିଲାଙ୍କ ପାଇଁ ଟ୍ରେଜେରୀ ଖୋଲି ଦେଇଛନ୍ତି। ଯୋଗୀ ସରକାର ଏହି ପିଲାମାନଙ୍କୁ ଲ୍ୟାପଟପ ଦେବେ। ଏଥିପାଇଁ ଯୋଗୀ ସରକାର ପାଣ୍ଠି ଘୋଷଣା କରିଛନ୍ତି। ବାଲ ସେବା...

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଥରିଲା ରାଜଧାନୀ…

ନୂଆଦିଲ୍ଲୀ,୧୨।୧୧ : ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଥରିଛି। ଶନିବାର ସନ୍ଧ୍ୟା ୭ଟା ୫୭ରେ ଦିଲ୍ଲୀ ଏନସିଆର୍‌ ସମେତ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪...

ଅଖନୁରରେ ଓଲଟିଲା ବସ, ୫୦ରୁ ଅଧିକ ଆହତ…

ଶ୍ରୀନଗର,୧୨।୧୧ : ଜମ୍ମୁ-କଶ୍ମୀରର ଅଖନୁରରେ ଏକ ଯାତ୍ରୀବାହୀ ବସ ଓଲଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାମିନ ମଖିର ଗାଁ ନିକଟରେ ବସଟ ନିୟନ୍ତ୍ରଣ ହରାଇ ଓଲଟି ପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ...

ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସମେତ ୫ ଖଲାସ…

ଚେନ୍ନାଇ,୧୨।୧୧ : ଶନିବାର ସନ୍ଧ୍ୟାରେ ତାମିଲନାଡୁର ଜେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏବଂ ଅନ୍ୟ ଚାରିଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି। ଭେଲୋରର ମହିଳା ସ୍ବତନ୍ତ୍ର ଜେଲରୁ ମୁକ୍ତ ହେବାର କିଛି...

ତାଲିବାନ ସମ୍ମୁଖରେ ଅସହାୟ ପାକିସ୍ତାନ ସରକାର, ଯୁବତୀଙ୍କ ଉପରେ ବଢୁଛି ଅତ୍ୟାଚାର…

ଇସଲାମାବାଦ,୧୨।୧୧ : ଆଫଗାନିସ୍ତାନ ଉପରେ ଶାସନ ପ୍ରତିଷ୍ଠା କରିବା ପରେ ତାଲିବାନ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ନିଜର ନିୟନ୍ତ୍ରଣ ବଢ଼ାଇବାରେ ଲାଗିଛି। ଗିଲଗିଟ-ବଲ୍ଟିସ୍ତାନରେ ତାଲିବାନ ସାମ୍ନାରେ ପାକିସ୍ତାନ ସରକାର ଅସହାୟ ପରି ମନେ ହେଉଛନ୍ତି। ତାଲିବାନ ଏବଂ ଏହାର ଶାରିଆ...

ଡିସେମ୍ବରରେ ନଓ୍ବାଜ ଶରିଫ ପାକିସ୍ତାନ ଫେରିବା ସମ୍ଭାବନା…

ଇସଲାମାବାଦ,୧୨।୧୧ : ଡିସେମ୍ବର ସୁଦ୍ଧା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ଶରିଫ ପାକିସ୍ତାନକୁ ଫେରିବାର ସମ୍ଭାବନା ରହିଛି। ଆତ୍ମ-ନିର୍ବାସନ ଶେଷ ହେବା ପରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବାକୁ ଶରିଫ ଲଣ୍ଡନରୁ ପାକିସ୍ତାନ ଫେରିବେ।...

ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୂଳ ଭାରତୀୟ ରାମକୃଷ୍ଣନଙ୍କୁ ରାଜା ଚାର୍ଲସ ତୃତୀୟା ଏହି ସମ୍ମାନ...

ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୧୧: ୟୁକ୍ରେନ ଯୁଦ୍ଧ ଏବଂ ତାଇଓ୍ବାନକୁ ନେଇ ରୁଷିଆ-ଚାଇନା ସହିତ ମୁହାଁମୁହିଁ ହେବା ପରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଆମେରିକାର ବିତ୍ତୀୟ ମନ୍ତ୍ରୀ ଜେନେଟ ଏଲ ୟେଲେନଙ୍କ ଭାରତ ଗସ୍ତ ସହିତ ସଂଯୁକ୍ତ...

ଆଇନ ବ୍ୟବସ୍ଥା ଅତ୍ୟାଚାରର ମାଧ୍ୟମ ନହେଉ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୨।୧୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ଅତ୍ୟାଚାରର ମାଧ୍ୟମ ନହେଉ। ବରଂ ଏହା ନ୍ୟାୟର ମାଧ୍ୟମ ହେଉ। ଏହାର ଦାୟିତ୍ୱ କେବଳ ବିଚାରପତିଙ୍କର...

ପ୍ରତିଦିନ ମତେ ମିଳୁଛି ୨-୩ କିଲୋ ଗାଳି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କେସିଆରଙ୍କ ବିରୋଧରେ ଦୁର୍ନୀତି ଏବଂ ବଂଶବାଦ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ...

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ବଦଳିବ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମ…

ଅହମଦାବାଦ,୧୨।୧୧ : ଯଦି ଗୁଜରାଟରେ କ୍ଷମତାକୁ ଆସେ ତେବେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଭାବେ ପରିବର୍ତ୍ତନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri