Tag Archives: Home Middle

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି। ଭାରତ...

ଝୁଲାପୋଲ ହଠାତ ଭୁଶୁଡି ପଡିନି, ୨ ବର୍ଷ ପୂର୍ବରୁ ମିଳିଥିଲା ସୂଚନା, ଚିଠିରୁ ପର୍ଦ୍ଦାଫାଶ୍‌…

ମୋରବି,୨।୧୧ : ମୋରବି ଝୁଲାପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ପୋଲ ହଠାତ ଭୁଶୁଡି ପଡିଥିବା ଭାବିବା ଭୁଲ। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ନେଇ ଦୁଇ ବର୍ଷ ପୂର୍ବେ ଚେତାବନୀ ଦିଆଥିଲା। କିନ୍ତୁ ବେପରୁଆ ଅଧିକାରୀମାନେ ଏହାକୁ...

ହଜାରେରୁ ଅଧିକ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨।୧୧ : ୟୁକ୍ରେନ ଦାବି କରିଛି ଯେ ଖେରସନରେ ହଜାରେରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛି। ଏଥି ସହିତ ରୁଷିଆ ଦାବି କରିଛି ଯେ ଗତ ସପ୍ତାହରେ ୟୁକ୍ରେନର ୨୫୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନର ଜାତୀୟ...

ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି ସମୟରେ ସାଇବର ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି। ସାଇବର ଆଣ୍ଡ ଟେକ୍ନୋଲୋଜି...

ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲ ଜାତୀୟ ସୁରକ୍ଷା...

ପୁଣି ଘନେଇଲା ଆତଙ୍କ, ଦୈନିକ ମୃତ୍ୟୁସଂଖ୍ୟା ୧,୩୭୩…

ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି...

ଏନଆରଆଇ-ପ୍ରବାସୀ ଶ୍ରମିକଙ୍କୁ ମତଦାନ ଅଧିକାର ପାଇଁ ହେବ ଆଇନ: କେନ୍ଦ୍ରର ପ୍ରତିଶ୍ରୁତି ପରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୧୧ : ଭାରତ ବାହାରେ ରହୁଥିବା ଏନଆରଆଇମାନଙ୍କୁ ଭୋଟ ଅଧିକାର ପ୍ରଦାନ ପ୍ରସଙ୍ଗରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୦୧୩ରେ ଦାଖଲ ହୋଇଥିବା ଏହି ପିଟିଶନରେ ଦିଆଯାଇଥିବା ଦାବି ସହିତ ସରକାର...

ନୀତୀଶଙ୍କ ଦଳରେ ଫାଟ, ଭାଜପା ଯୋଗାଯୋଗରେ ଜେଡ଼ିୟୁର ବହୁ ବିଧାୟକ: ସୁଶୀଲ ମୋଦି…

ଗୋପାଳଗଞ୍ଜ,୧।୧୧: ଗୋପାଳଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିଲା। ଗ୍ରାଣ୍ଡ ଆଲାଇନ୍ସ ଏବଂ ଏନଡିଏର ବହୁ ବଡ ନେତା ଏକ ରାଲି କରି ଭୋଟ ପାଇଁ ଅନୁରୋଧ କରିଥିଲେ। ଗୋପାଳଗଞ୍ଜରୁ ଭାଜପା ପ୍ରାର୍ଥୀ କୁସୁମ ଦେବୀଙ୍କ...

ଭାଜପା-ଟିଆରଏସ୍‌ ପରସ୍ପରକୁ କରୁଛନ୍ତି ସହଯୋଗ, ମୋଦିଙ୍କ ନିର୍ଦ୍ଦେଶ ହେଉଛି କାର୍ଯ୍ୟ: ରାହୁଲ…

ହାଇଦ୍ରାବାଦ,୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରୀ ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି। ମଙ୍ଗଳବାର ହାଇଦ୍ରାବାଦରେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମର ଯାତ୍ରା ଘୃଣା...

ମୋଦିଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲର ବହୁ ମରାମତି, ଧଳା କପଡ଼ାରେ ଲୁଚାଯାଇଥିଲା କମ୍ପାନୀର ନାମ: ବିରୋଧୀଙ୍କ ଅଭିଯୋଗ…

ମୋରବି,୧।୧୧ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟର ମୋରବି ଗସ୍ତ କରିଥିଲେ। ଏହି ସମୟରେ ସେ ଝୁଲାପୋଲ ଦୁର୍ଘଟଣା ଘଟିଥିବା ମାଚ୍ଛୁ ନଦୀ କୂଳକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମଗ୍ର ଅଞ୍ଚଳରେ ବ୍ୟାପକ ମରାମତି କରାଯାଇଥିଲା। ଦୁର୍ଘଟଣାସ୍ଥଳରେ...

୧୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୪ ଚାକିରିରୁ ବିଦା,୬ଜଣଙ୍କ ପେନସନ ବନ୍ଦ ଆଉ…

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ଆଉ ୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ୪ ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଅନ୍ୟ ୬ ଜଣଙ୍କ ପେନ୍‌ସନ...

ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନ: ନୋଟାରେ ଭୋଟ ଦେବାକୁ ଭୋଟରଙ୍କୁ ଟଙ୍କା ଦେଉଛି ଭାଜପା, ଉଦ୍ଧବ ସମର୍ଥକଙ୍କ ଅଭିଯୋଗ…

ମୁମ୍ବାଇ,୧।୧ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ଅଭିଯୋଗ କରିଛି ଯେ ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ଭୋଟରଙ୍କୁ ଉପରୋକ୍ତ କୌଣସିଟ ନୁହେଁ (ନୋଟା) ବିକଳ୍ପରେ ଭୋଟ ଦେବାକୁ ଭାଜପା ପକ୍ଷରୁ ଟଙ୍କା ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri