Tag Archives: Home Middle

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଭାଜପା ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଔପନିବେଶ ସମୟର...

ପଶ୍ଚିମବଙ୍ଗରେ ଶୀଘ୍ର ଲାଗୁ ହେବ ସିଏଏ: ଶୁଭେନ୍ଦୁ ଅଧିକାରୀ…

କୋଲକାତା,୧।୧୧ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ଏହା ଲାଗୁ କରାଯିବ।...

ଦେଶୀ ଘିଅ ତୁଳନାରେ ପେଟ୍ରୋଲ-ଡିଜେଲ ହୋଇଛି ମହଙ୍ଗା, କିନ୍ତୁ ମୋଦି-ଶାହା ଲୋକଙ୍କୁ କରୁଛନ୍ତି ଭ୍ରମିତ: ପାଇଲଟ…

ଶିମଲା,୧।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କୁଟେଲହଡ ଉନା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭୁଟ୍ଟୋଙ୍କ ପାଇଁ ପ୍ରଚାର ସମୟ ଏକ ସାଧାରଣ ସଭାକୁ...

ଭାଜପାରେ ଯୋଗ ଦେଇଥିବା ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଆଣିବ କଂଗ୍ରେସ…

ପଣଜୀ,୧।୧୧ : ନିକଟରେ ଗୋଆ କଂଗ୍ରେସ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ...

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ ଦ୍ୱାରା ରାଜ୍ୟର ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଥିଲା। କିନ୍ତୁ କୁହ୍ନିରମଣ ସମ୍ମାନକୁ ପ୍ରତ୍ୟାଖ୍ୟାନ...

ଭିକ ମାଗି ଶିକ୍ଷକଙ୍କୁ ଦେବି ଦରମା, କିନ୍ତୁ ବନ୍ଦ ହେବନି ଯୋଗ କ୍ଲାସ…

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀରେ ମାଗଣା ଯୋଗ କ୍ଲାସ ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ମୁଁ ନିଜେ ଏକ ପାତ୍ର୍‌ ଧରି ଭିକ ମାଗିବ ବରଂ କିନ୍ତୁ ଯୋଗ ଶିକ୍ଷକମାନଙ୍କୁ...

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପାକୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ଗଣମାଧ୍ୟମକସିସୋଡିଆ କହିଛନ୍ତି ଯେ ମୋରବିରେ...

ଚାଇନାରେ ପୁଣି କରୋନା ଆତଙ୍କ, ସାଙ୍ଘାଇରେ ବଢ଼ିଲା ମୃତ୍ୟୁ ସଂଖ୍ୟା…

ବେଜିଂ,୧।୧୧: କରୋନା ମହାମାରୀ ପୁଣି ଥରେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଦେଶର ବହୁ ସହରରେ ଶୂନ କରୋନା ନୀତି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର, ସାଂଘାଇର ଡିସ୍ନିଲ୍ୟାଣ୍ଡକୁ ହଠାତ ବନ୍ଦ କରାଯାଇଛି।...

ମହାକାଶ ଷ୍ଟେଶନକୁ ଶେଷ ସ୍ପେସ୍‌ ମଡ୍ୟୁଲ ପଠାଇଲା ଚାଇନା, ସମ୍ପୂର୍ଣ୍ଣ ହେଲେ ଯିବେ ୩ ମହାକାଶଚାରୀ…

ବେଜିଂ,୧।୧୧ : ଚାଇନା ସୋମବାର ଏହାର ସ୍ପେସ ଷ୍ଟେଶନର ଶେଷ ଲ୍ୟାବ ମଡ୍ୟୁଲ ମେଙ୍ଗଶାନ ଲଞ୍ଚ କରିଛି। ଚାଇନାର ସ୍ପେସ ଲାବୋରେଟୋରୀ ଲଙ୍ଗ ମାର୍ଚ୍ଚ -୫ ବିଏ -୪ ରକେଟ ମାଧ୍ୟମରେ ଦକ୍ଷିଣ ଦ୍ୱୀପ ପ୍ରଦେଶ ହେନାନ ଉପକୂଳ ଲଞ୍ଚିଂ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ୨୫୦ଦିନ

ମସ୍କୋ/କ୍ୱିଭ,୧ ।୧୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୨୫୦ଦିନ ପୂରଣ କରିଛି । ହେଲେ ଏବେବି ଏହା ଥମିବା ପରିବର୍ତ୍ତେ ବେଳକୁ ବେଳ ବଢିବାରେ ଲାଗିଛି । ୟୁକ୍ରେନର ପାୱାର ପ୍ଲାଣ୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ରୁଷିଆ...

ଆଇଏସଆଇର ଷଡ଼ଯନ୍ତ୍ର : ଖଲିସ୍ତାନୀ ସମର୍ଥକଙ୍କୁ କରୁଛି ଏକଜୁଟ…

ଇସଲାମାବାଦ,୧।୧୧: ପାକିସ୍ତାନର ଗୁପ୍ତଚର୍‌ ଏଜେନ୍ସି ଆଇଏସଆଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି। ପୃଥିବୀବ୍ୟାପି ସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଆଇଏସଆଇ ଏବେ ଏକଜୁଟ କରୁଛି। ଭାରତର ବିଭିନ୍ନ ସ୍ଥାନରେ ଖଲିସ୍ତାନୀଙ୍କ ଆକ୍ରମଣ ପାଇଁ ଆଇଏସଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ମିଡ଼ିଆ...

ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଭାଜପା, ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଉଛି ଗୁଳି: କେଜରିୱାଲ

ନୂଆଦିଲ୍ଲୀ,୧ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଭାଜପା ସବୁ ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି । ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri