Tag Archives: Home Middle

ସପ୍ତାହେ ପରେ ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ...

ସୁପ୍ରିମକୋର୍ଟ ପହଞ୍ଚିଲା ମୋରବି ପୋଲ ଭାଙ୍ଗିବା ଘଟଣା

ନୂଆଦିଲ୍ଲୀ,୧ ।୧୧: ଗୁଜରାଟ ମୋରବି ସହରରେ କେବଲ ସସ୍‌ପେନସନ ବ୍ରିଜ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ନ୍ୟାୟିକ କମିଶନ...

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ୧୦୦ରୁ ଅଧିକ ଆହତଙ୍କର ଏବେ ଚିକିତ୍ସା ଚାଲିଛି ।...

ଆଜିଠାରୁ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ନଭେମ୍ବର ୧ ତାରିଖ(ମଙ୍ଗଳବାର)ଠାରୁ ସାରା ଦେଶରେ ଡିଜିଟାଲ କରେନ୍ସିର ପ୍ରଚଳନ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ମଙ୍ଗଳବାରଠାରୁ ଭାରତରେ ଡିଜିଟାଲ କରେନ୍ସି ‘ଇ-ରୂପୀ’ର ପାଇଲଟ ପ୍ରୋଜେକ୍ଟ...

୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ନଭେମ୍ବର ୫ରୁ ରାଜ୍ୟରେ ଶୀତ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ତଳକୁ ଖସିବ। ୭ ତାରିଖରୁ ପାରଦ ଆହୁରି ତଳମୁହାଁ ହେବ। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌...

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ...

ମୋରବି ଘଟଣାକୁ ନେଇ ଗୁଜରାଟରେ ନଭେମ୍ବର ୨ରେ ରାଜକୀୟ ଶୋକ, ଏବେ ପର୍ଯ୍ୟନ୍ତ ୧୩୪ ମୃତ

ମୋରବି,୧ ।୧୧: ଗୁଜରାଟର ମୋରବି ଜିଲାରେ ରବିବାର ହୋଇଥିବା ପୋଲ ଦୁର୍ଘଟଣାରେ ନଭେମ୍ବର ୨ରେ ସାରା ରାଜ୍ୟରେ ରାଜକୀୟ ଶୋକ ଘୋଷଣା କରାଯାଇଛି । ସୋମବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ ପଟେଲଙ୍କ ସହ ହୋଇଥିବା ବୈଠକରେ ଏହି ଘୋଷଣା କରାଯାଇଛି...

ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅହମଦାବାଦ,୩୧।୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ସନ୍ଧ୍ୟାରେ...

ଝୁଲାପୋଲ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର, ମ୍ୟାନେଜରଙ୍କ ସମେତ ୯ ଗିରଫ

ଅହମଦାବାଦ, ୩୧ା୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪୭ ଜଣ ପିଲା ରହିଥିବା ଜଣାପଡ଼ିଛି। ଶତାବ୍ଦୀ...

ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩୧।୧୦(ଡି.ଏନ୍‌.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଘାଟ ପାରି କରିବା ସମ୍ଭବ ନ ଥିବାରୁ ୧୪୪ ଧାରା ଜାରି...

ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତାରେ ପ୍ରଶାସନ

କଟକ ଅଫିସ,୩୧ା୧୦: ଗୁଜରାଟ ଟ୍ରାଜେଡି ପରେ ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ସୋମବାର ଧବଳେଶ୍ୱର ଝୁଲା ପୋଲରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ କମ୍‌ କରି ଦିଆଯାଇଥିବା ବେଳେ ମଙ୍ଗଳବାର ଏହି ଝୁଲା...

ଚାଇନାର ଆଇଫୋନ୍‌ ସିଟିରେ କରୋନା ବେକାବୁ, ଲକ୍‌ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…

ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦେଶର ବୃହତ୍ତମ ଆଇଫୋନ କାରଖାନା ଭାବରେ ଜଣାଶୁଣାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri