Tag Archives: Home Middle

ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…

ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସ୍ପଷ୍ଟ ଭାବେ କହିଛନ୍ତି। ପାକିସ୍ତାନର ନାମ...

ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରଥମେ ଟିଭି ନେଟୱାର୍କକୁ ନିଜ ନିୟନ୍ତ୍ରଣକୁ କରିବା...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରି ଟୁଇଟ କରିଛନ୍ତି ଯେଉଁଥିରେ ସେ...

ଖବରଦାତାଙ୍କ ଦୀପାବଳି ଉପହାର ମିଠା ଡବାରେ ନଗଦ ଟଙ୍କା, ଭାଜପାକୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୨୯।୧୦ : କର୍ନାଟକରେ ଶାସକ ଭାଜପା ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ଖବରଦାତାଙ୍କୁ ମିଠା ଡବାରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଶନିବାର...

ବର୍ତ୍ତମାନ ପର୍ଯ୍ୟନ୍ତ ବାୟୋ ବଦଳାଇନାହାନ୍ତି ଟୁଇଟରର ପୂର୍ବତନ ସିଇଓ

ଓ୍ବାଶିଂଟନ,୨୯ା୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜେ କିପରି ବିଗ୍‌ ବସ୍‌ ହୋଇଛନ୍ତି ତାହାର ଏକ ଉଦାହରଣ ଦେଇଛନ୍ତି। ଦୁଇ ହାତରେ ସିଙ୍କ୍‌ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚିଥିବା ଏଲନ ସୂଚାଇ ଦେଇଛନ୍ତି ଯେ, ସେ କେତେ...

ଗୋଟିଏ ବର୍ଷରେ ୪୭୮ ବିମାନର ଜରୁରୀ ଅବତରଣ, ଏୟାର ଇଣ୍ଡିଆ ସର୍ବାଧିକ ୧୮୪ ବିମାନରେ ତ୍ରୁଟି…

ନୂଆଦିଲ୍ଲୀ,୨୯।୧୦: ଏବେ ବିମାନ ଯାତ୍ରା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଲଗାତାର ବିମାନଗୁଡ଼ିକର ଜରୁରୀକାଳୀନ ଅବତରଣ ବିମାନ ଯାତ୍ରାର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାରେ ଲାଗିଛି। ଉଡ଼ାଣ ସମୟରେ ତ୍ରୁଟି ଏକ ଚନ୍ତାର ବିଷୟ...

ସକ୍ରିୟ ମାମଲା ୧୯ ହଜାର ତଳେ, ଦୈନିକ ସଂକ୍ରମଣ ୧୬ ଶହରୁ କମ୍‌…

ନୂଆଦିଲ୍ଲୀ, ୨୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ...

ଟୁଇଟର ପଲିସିରେ ହୋଇନାହିଁ କୌଣସି ପରିବର୍ତ୍ତନ, ଟୁଇଟ କରି ନିଜେ ସୂଚନା ଦେଲେ ମସ୍କ

ୱାଶିଂଟନ,୨୯ ।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉପରେ ଏବେ ଟେଲସାର ସିଇଓ ଏଲନ ମସ୍କଙ୍କ୍‌ର ମାଲିକାନା ଆସିଯାଇଛି । ଏହି ସଫଳତା ପରେ ଏଲନ ମସ୍କଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତାଲିକାରେ ଆମେରିକାର ପୂର୍ବତନ...

ୟୁଏନଏସସିର ଦ୍ୱିତୀୟ ବୈଠକରେ ମୁମ୍ବାଇ ପରେ ଦିଲ୍ଲୀରୁ ପାକିସ୍ତାନକୁ କରାଯିବ ଟାର୍ଗେଟ

ନୂଆଦିଲ୍ଲୀ,୨୯ ।୧୦: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧକ ସମିତିର ବିଶେଷ ବୈଠକର ଶନିବାର ହେଉଛି ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିନର ବୈଠକ ଶନିବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ୩ ବିନ୍ଦୁ...

କ୍ୟୁଆର୍‌ କୋଡ୍‌ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା

କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍‌ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ ସାମଗ୍ରୀକୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୫ ଟଙ୍କା ଦେଇ କିଣିବେ। ଉକ୍ତ ସାମଗ୍ରୀକୁ...

ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ...

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ, ଟେକଅପ୍ ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍ ଅପ୍ କରୁଥିବା ସମୟରେ ଏଥିରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଆଉ ମାତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri