Tag Archives: Home Middle

ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ...

ପ୍ରଥମଥର ଲାଗି ଦ୍ୱିପୋତ୍ସବରେ ସାମିଲ ହେବେ ମୋଦି, ରାମଲଲା ବିରାଜମାନଙ୍କ ସାମ୍ନାରେ ଜଳାଇବେ ୫ ବିଶେଷ ଦୀପ

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଏଥର ଦୀପାବଳି କିଛି ଭିନ୍ନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମଲଲା ବିରଜମାନ ସାମ୍ନାରେ ୫ଟି ଦୀପ ଜାଳିବେ । ଏହି ଦୀପ ପଞ୍ଚତତ୍ତ୍ୱ(ଜଳ, ଆକାଶ, ଅଗ୍ନି, ବାୟୁ, ପୃଥିବି)ର ପ୍ରତିକ ହେବ...

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି...

ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ

ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍‌ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। କ୍ଷମା ମାଗିବା ସତ୍ତ୍ୱେ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ ତାଙ୍କ ବିରୋଧରେ ବିଦ୍ରୋହ ପରେ...

୩୦ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଜିଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ୩୦ଟି...

କେରଳ ରାଜସ୍ବର ଦୁଇଟି ମୁଖ୍ୟ ଉତ୍ସ ଲଟେରୀ-ମଦ, ରାଜ୍ୟମୁଖ୍ୟ ଭାବେ ମୁଁ ଲଜ୍ଜିତ: ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୨୨।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କହିଛନ୍ତି ଯେ ଡ୍ରଗ୍ସ ରାଜଧାନୀ ପାଲଟିଥିବା ପଞ୍ଜାବର ସ୍ଥାନ ଏବେ କେରଳ ନେବାକୁ ଯାଉଛି। ଖାନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଭାବେ ଏନେଇ ସେ...

ଅନାବଶ୍ୟକ ଆଇନ ଲୋକଙ୍କ ଉପରେ ବୋଝ ଭଳି: ଆଇନମନ୍ତ୍ରୀ…

ଶିଲଂ,୨୨।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ମେଘାଳୟର ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କିଛି ପୁରୁଣା ନିୟମ ସାଧାରଣ ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରିଥାଏ। ଆମକୁ ଲୋକଙ୍କ ଉପରେ ଏଭଳି ଆଇନର...

ୟୁକ୍ରେନ୍‌ ଉପରେ ଗୋଟିଏ ରାତିରେ ୩୬ ରକେଟ ମାଡ଼ କରିଛି ରୁଷିଆ…

କ୍ୱିଭ୍‌,୨୨।୧୦ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି। ଜେଲେନେସ୍କି...

ମୋଦିଙ୍କୁ ସିଧା ସଳଖ ଟାର୍ଗେଟ କଲେ ବିରୋଧୀଙ୍କର ହେବ କ୍ଷତି: ସି-ଭୋଟର ସର୍ଭେ…

ନୂଆଦିଲ୍ଲୀ,୨୨।୧୦ : ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ୧୨ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜୋରଦାର...

ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…

ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର...

୧୬ କୋଟି ଚାକିରି ପ୍ରତିଶ୍ରୁତି କୁଆଡ଼େ ଗଲା: ସୁର୍ଜେଓ୍ବାଲା…

ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ରଣଦୀପ ସୁର୍ଜେଓ୍ବାଲା କଡ଼ା ସମାଲୋଚନା କରିଛନ୍ତି। ଏହା କେବଳ ନାଟକ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଭାଜପା ସରକାର ୧୬ କୋଟି ନିଯୁକ୍ତି...

୮୯ ରନ୍‌ରେ ଅଷ୍ଟ୍ରେଲିଆ ପରାଜିତ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୮୯ ରନ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri