Tag Archives: Home Middle

ମେକ୍ସିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରରେ ଧକ୍କା ହେବା ପରେ ନିକଟରେ ଥିବା କିଛି ଘରେ ଲାଗିଲା ନିଆଁ

ମେକ୍ସିକୋ ସିଟି,୨୧ ।୧୦: ନର୍ଥ ଆମେରିକାର ମେସ୍କିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ୍ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଏଥିରେ ନିଆଁ ଲାଗିଯାଇଛି । ଚାହୁଁ ଚାହୁଁ...

ଫେରିଗଲା ମୌସୁମୀ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ଓଡ଼ିଶାରୁ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ରାଜ୍ୟର ୨୫ଟି ଜିଲାରୁ ମୌସୁମୀ ଫେରି ଯାଇଥିବାବେଳେ ବାକି ୫ଟି ଜିଲାରୁ ଆସନ୍ତା ୨ ଦିନ ମଧ୍ୟରେ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।...

ସୁଦାନରେ ରକ୍ତ ସଂଘର୍ଷ: ୧୭୦ ଲୋକଙ୍କ ଜୀବନ ଚାଲିଗଲା

ଖାରଟୋମ,୨୧।୧୦:ସୁଦାନରୁ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବା ସୁଦାନର...

ବାଂଲାଦେଶ ମୁହାଁଇପାରେ ବାତ୍ୟା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଡିପ୍ରେସନ(ଅବପାତ)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା...

କିଛି ଦେଶରେ ଆସିପାରେ କରୋନାର ଆଉ ଏକ ଲହର: ଡବ୍ଲୁଏଚଓ ଚିଫ୍ ସାଇଣ୍ଟିଷ୍ଟଙ୍କ ଚେତାବନୀ

ଜେନେଭା,୨୧ ।୧୦: ଦେଶରେ ଏବେ ଉତ୍ସବର ସମୟ ଚାଲିଥିବା ବେଳେ ଏହାରି ଭିତରେ କରୋନାର ଓମିକ୍ରନ ଭାରିଏଣ୍ଟର ସବ ଭାରିଏଣ୍ଟ ଏକ୍ସବିବି ଡରାଇବା ଆରମ୍ଭ କରି ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ବା ଚିଫ ସାଇଣ୍ଟିଷ୍ଟ...

୪୫ଦିନରେ ଲିଜ୍‌ ଟ୍ରସ୍‌ ଛାଡିଲେ ଗାଦି

ଲଣ୍ଡନ,୨୦।୧୦: ୪୫ ଦିନର ଦାୟିତ୍ୱ ଗ୍ରହଣ କରିବା ପରେ  ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଉତ୍ତରାଧିକାରୀ ଚୟନ ନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିବେ ବୋଲି ଟ୍ରସ୍‌...

ବାଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଖାରଜ: ସୁପ୍ରିମକୋର୍ଟ କହିଲେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ବାଣ ସମ୍ପୂର୍ଣ୍ଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏକ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ,...

ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସା ନେଇ ଫୋର୍ଡାର ପ୍ରଶ୍ନ, ଏମ୍‌ପିଙ୍କୁ ଜାଣି ନଥିବା ଗରିବଙ୍କର ଚିକିତ୍ସା ହେବ କିପରି ?…

ନୂଆଦିଲ୍ଲୀ,୨୦।୧୦ : ଫେଡେରେଶନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏଶନ (ଫୋର୍ଡା) ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସାକୁ ବିରୋଧ କରିଛି। ଏମ୍‌ପିଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏକ ଭିଆଇପି ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହି ସୂଚନା ଏମ୍ସ ଦ୍ୱାରା...

୬ ଦେଶରେ ଓମିକ୍ରନ ସ୍ପାଉନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବଢ଼ିଲା ଚିନ୍ତା…

ଜେନେଭା,୨୦।୧୦ : ବିଶ୍ୱ ନାମରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଫଳରେ କରୋନା ମାର୍ଗଦର୍ଶିକା ପୁଣି ଫେରିବା ଆରମ୍ଭ କରିଛି। ଏବେ ପୁଣି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇ ପଡ଼ିଛି।...

ଭାରତ ପ୍ରଗତି-ପ୍ରକୃତିର ପାଲଟିଛି ଉତ୍କୃଷ୍ଟ ଉଦାହରଣ: ମୋଦି…

ଅହମଦାବାଦ,୨୦।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗୁରୁବାର ଗୁଜରାଟର କେଭାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ପ୍ରଧାନମନ୍ତ୍ରୀ ମିଶନ ଲାଇଫ (ପରିବେଶ ପାଇଁ...

ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…

ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର...

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍‌ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri