Tag Archives: Home Middle

ଅବସରପ୍ରାପ୍ତ ବ୍ରିଟିଶ ପାଇଲଟଙ୍କ ଦ୍ୱାରା ନିଜ ସୈନ୍ୟଙ୍କୁ ତାଲିମ ଦେଉଛି ଚାଇନା, ପାଇଲଟଙ୍କୁ ଚେତାବନୀ ଦେଲା ବ୍ରିଟେନ…

ଲଣ୍ଡନ/ବେଜିଂ,୧୮।୧୦ : ଚାଇନା ଏବଂ ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଚାଇନା ସୈନ୍ୟଙ୍କ ସହ ଜଡିତ ଏକ ଖବର ବ୍ରିଟିଶ ସୈନ୍ୟବାହିନୀରେ ଆତଙ୍କ ସୃଷ୍ଟି କରିଛି। ଖବର ଅନୁଯାୟୀ ଚାଇନା ବ୍ରିଟିଶ ସେନାର ଅବସରପ୍ରାପ୍ତ ପାଇଲଟମାନଙ୍କୁ ଏହାର ସୈନିକମାନଙ୍କୁ...

ସିଏଏ ନିୟମ ପାଇଁ ପୁଣି ବଢ଼ିଲା ସମୟ ସୀମା, ୨ ବର୍ଷରେ ବଢ଼ିଲାଣି ୭ ଥର …

ନୂଆଦିଲ୍ଲୀ,୧୮।୧୦ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ), ୨୦୧୯ ପାଇଁ ନିୟମ ପ୍ରସ୍ତୁତ କରିବାକୁ ରାଜ୍ୟ ସଭା ଓ ଲୋକ ସଭା ଅଧିନସ୍ଥ ବିଧାନସଭା କମିଟି ଦ୍ୱାରା ସପ୍ତମ ଥର ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସମୟ ସୀମାକୁ ବୃଦ୍ଧି କରାଯାଇଛି।...

୫୦ ହଜାରରୁ ଅଧିକ ଭୋଟରେ ହାରିଥାନ୍ତା ଭାଜପା, କହିଲେ ସଞ୍ଜୟ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ଭାଜପା ଏଠାରେ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ସେ ଜଣେ ଗୁଜୁରାଟୀ।...

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ନେଇ ରାଜନୀତି ସରଗରମ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ମହଲରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏହା...

ଭାରତ ଯୋଡୋ ଯାତ୍ରାରେ ଉଦ୍ଧବ-ପାଓ୍ବାର ସାମିଲ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୧୮।୧୦ : ମହାରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସମୟରେ ସେମାନେ ଏହି ଦୁଇ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହାପୂର୍ବରୁ ଏକ ଖବର...

ଦାଉଦ-ହାଫିଜଙ୍କୁ ପ୍ରତ୍ୟାର୍ପଣ ନେଇ ପାକିସ୍ତାନୀ ଏଫଆଇଏ ପ୍ରମୁଖ ନୀରବ, ଜବାବ ଦେବାକୁ ମନାକଲେ…

ନୂଆଦିଲ୍ଲୀ,୧୮।୧୦ : ମଙ୍ଗଳବାର ଦିନ ପାକିସ୍ତାନର ସର୍ବୋଚ୍ଚ ଅନୁସନ୍ଧାନ ଏଜେନ୍ସି ମୁଖ୍ୟ ଅଣ୍ଡରୱାଲର୍‌ଡ ଡନ ଡାଉଡ ଇବ୍ରାହିମ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ଦିଲ୍ଲୀର ଇଣ୍ଟରପୋଲ ସାଧାରଣ...

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ...

କଲେଜିୟମ ଉପରେ ଆଇନମନ୍ତ୍ରୀଙ୍କ ପ୍ରଶ୍ନ, ବିଚାରପତିଙ୍କୁ ନିଯୁକ୍ତ କରିବା ସରକାରଙ୍କ କାମ…

ଅହମଦାବାଦ,୧୮।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କଲେଜିୟମ ବ୍ୟବସ୍ଥାରେ ଦେଶର ଲୋକମାନେ ଖୁସି ନୁହଁନ୍ତି ଏବଂ ସମ୍ବିଧାନ ଅନୁଯାୟୀ ବିଚାରପତି ନିଯୁକ୍ତ କରିବା ସରକାରଙ୍କ କାମ। ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ଦ୍ୱାରା ଏଠାରେ ଆୟୋଜିତ...

ମୋଦିଙ୍କର ହେଉ ଲାଏ ଡିଟେକ୍ଟର ଟେଷ୍ଟ୍‌, ଏଏପିର ଦାବି…

ନୂଆଦିଲ୍ଲୀ,୧୮।୧୦ : ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପ୍ରଶ୍ନ କରିଛି। ସିବିଆଇର ପଚରାଉଚରା ପରେ ଆମ ଆଦମୀ ପାର୍ଟି ଭାଜପାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛି। ଏଏପିର ମୁଖପାତ୍ର...

ୟୁନିଫର୍ମ ସିଭିଲ କୋଡ୍‌ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୮।୧୦ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟର ନାଗରିକଙ୍କ ବିଭିନ୍ନ ସମ୍ପତ୍ତି ଏବଂ ବିବାହ ନିୟମ ଅନୁସରଣ କରିବା ଜାତିର...

ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ିଲା…

ନୂଆଦିଲ୍ଲୀ,୧୮।୧୦ : ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ସମୟକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚାଲ ମାମଲାରେ ସଞ୍ଜୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଥିଲା। ଏହାପୂର୍ବରୁ ସୋମବାର ରାଉତଙ୍କୁ ସ୍ବତନ୍ତ୍ର ବିଚାରପତି ଏମ.ଜି...

ଏଟିଏଫ୍‌ ନେଇ ଭାଟ୍‌ କମ୍‌ କରିବାକୁ ୮ ରାଜ୍ୟଙ୍କୁ ସିନ୍ଧିଆଙ୍କ ଅପିଲ…

ନୂଆଦିଲ୍ଲୀ,୧୮।୧୦ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଆଠଟି ରାଜ୍ୟର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରକୁ ବିମାନ ଚଳାଚଳ ସୁଗମ କରିବା ପାଇଁ ଏୟାର ଟର୍ବାଇନ ଇନ୍ଧନ (ଏଟିଏଫ) ଉପରେ ଭାଟ ହ୍ରାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri