Tag Archives: Home Middle

‘ଓଡ଼ିଶାର ଅଭିବୃଦ୍ଧିରେ ଅଂଶୀଦାର ହୁଅ’

ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ):ଓଡ଼ିଶା ଆସ, ପୁଞ୍ଜିନବେଶ କର। ଓଡ଼ିଶାର ନୂତନ ଶିଳ୍ପ ଯୁଗରେ ଆମର ଅଂଶୀଦାର ହୁଅ। ଏଠାରେ ରହିଛି ପ୍ରଚୁର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଏବଂ ସ୍ଥିର ସରକାର। ଏହାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଘୂର୍ଣ୍ଣିବଳୟ:ବଢ଼ିଲା ବାତ୍ୟା ଆଶଙ୍କା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଆହୁରି...

କଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ: ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: କଶ୍ମୀରରେ ପୁଣି ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିଛନ୍ତି। ସୋମବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ସମୟରେ ଉତ୍ତରପ୍ରଦେଶର ଦୁଇଜଣ ଶ୍ରମିକଙ୍କୁ ଦକ୍ଷିଣ କଶ୍ମୀରର ଶୋପିୟାନରେ ହତ୍ୟା କରିଛନ୍ତି। ଉଭୟ ଶ୍ରମିକ କନୌଜ ଜିଲାର ମୁନିଶ ଅହମ୍ମଦ ଏବଂ ସାଗର...

୯ଘଣ୍ଟା ଧରି ସିସୋଡିଆଙ୍କୁ ସିବିଆଇର ଜେରା: କହିଲେ, ସବୁ ମିଥ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୦: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ହାଜର ହେବା ପାଇଁ ସିବିଆଇ ସମନ ଜାରି କରିଥିଲା। ସିସୋଡିଆ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପ୍ରାୟ ୯ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।...

ଭାରତରେ ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଚିହ୍ନଟ: ବିଶେଷଜ୍ଞ ଦେଲେ ଚେତାବନୀ

ନୂଆଦିଲ୍ଲୀ,୧୭।୧୦: ଦେଶରେ କୋଭିଡ୍‌ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଭାରତରେ ଓମିକ୍ରନ୍‌ର ଆଉ ଏକ ନୂଆ ସବ୍‌ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦୀପାବଳି...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଶେଷ: ୯୦ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାର ପ୍ରକ୍ରିୟା ଶେଷ ହୋଇଛି। ପ୍ରାୟ ୯୦% ମତଦାନ ହୋଇଛି। ବର୍ତ୍ତମାନ ଭୋଟ ଗଣନା ଅକ୍ଟୋବର ୧୯ରେ ହେବ। ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା...

ବ୍ୟାଙ୍କ ଋଣ ଦୁର୍ନୀତି: ଆରବିଆଇ ଅଧିକାରୀଙ୍କ ସିବିଆଇ ଯାଞ୍ଚ ଆବେଦନର ବିଚାର କରିବେ ଏସସି…

ନୂଆଦିଲ୍ଲୀ,୧୭।୧୦ : ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆରବିଆଇ ଅଧିକାରୀଙ୍କ ଭୂମିକାର ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ(ଏସସି) କରିବେ। ଏନେଇ ଶୀର୍ଷକୋର୍ଟ କେନ୍ଦ୍ର, ସିବିଆଇ, ଆରବିଆଇକୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀ ସୁବ୍ରମଣ୍ୟମ...

ନିର୍ବିରୋଧରେ ବିଜୟୀ ହୋଇପାରନ୍ତି ଋତୁଜା: ଭାଜପାର ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା…

ମୁମ୍ବାଇ,୧୭।୧୦ : ମୁମ୍ବାଇରା ଅନ୍ଧେରୀ ପୂର୍ବ ବିଧାନସଭା ଆସନରୁ ଭାଜପା ସୋମବାର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ସହିତ ଉଦ୍ଧବ ବାଲାସାହେବ ଠାକରେ ଦଳର ରିତୁଜା ଲଟକେଙ୍କର ବିଧାୟକ ଭାବରେ ନିର୍ବିରୋଧ ନିର୍ବାଚିତ ହେବା ପାଇଁ ରାସ୍ତା...

କୃଷକଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦୁଇଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨...

ସୃଷ୍ଟିହେଲା ଘୂର୍ଣ୍ଣିବଳୟ, ୨୦ରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୨୦ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଦକ୍ଷିଣ ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି...

ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର…

ମୁମ୍ବାଇ,୧୭।୧୦ : ବମ୍ବେ ହାଇକୋର୍ଟ ସୋମବାର ସାମାଜିକ କାର୍ଯ୍ୟକର୍ତ୍ତା ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଲଗାର ପରିଷଦର ମାଓବାଦୀ ଲିଙ୍କ ମାମଲାରେ ଏନଆଇଏ ପକ୍ଷରୁ ତାଙ୍କ ବିରୋଧରେ ଦାଖଲ କରାଯାଇଥିବା ମାମଲା...

ଭ୍ରଷ୍ଟାଚାରର ଉତ୍ସବ-ଦୁର୍ନୀତିର ବିଶ୍ୱ କପ: ଏଏପି ରୋଡ ଶୋ ନେଇ ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୭।୧୦ : ଦିଲ୍ଲୀର ମଦ ଦୁର୍ନୀତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ପ୍ରଶ୍ନ କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ମନୀଷ ସିସୋଡିଆଙ୍କ ’ରୋଡ ଶୋ’କୁ ନେଇ କଟାକ୍ଷ କରିଛି। ଭାଜପା ଏହାକୁ ଭ୍ରଷ୍ଟାଚାରର ଉତ୍ସବ-ଦୁର୍ନୀତିର ବିଶ୍ୱ କପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri