Tag Archives: Home Middle

ଧର୍ମ-ଜାତୀୟତାବାଦ ନେଇ ବିଭାଜିତ ହେବାରେ ଲାଗିଛନ୍ତି ପ୍ରବାସୀ ଭାରତୀୟ…

ନୂଆଦିଲ୍ଲୀ,୧୭।୧୦ : ହିନ୍ଦୁ ଜାତୀୟତାବାଦ କାରଣରୁ ଭାରତରେ ଚାଲିଥିବା ଉତ୍ତେଜନା ଧୀରେଧୀରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆର ଆଦି ସ୍ଥାନରେ ପହଞ୍ଚିଛି। ଧର୍ମ-ଜାତୀୟତାବାଦ ନେଇ ପ୍ରବାସୀ ଭାରତୀୟ ବିଭାଜିତ ହେବାରେ ଲାଗିଛନ୍ତି। ୟୁରୋପରୁ ଆମେରିକା ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ମତଭେଦ...

ଗୁଜରାଟ ନିର୍ବାଚନରୁ ମତେ ଦୂରେଇ ରଖିବାକୁ ଚାହୁଁଛି ଭାଜପା, କହିଲେ ସିସୋଡିଆ…

ନୂଆଦିଲ୍ଲୀ,୧୭।୧୦ : ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା କରିବାକୁ ଯାଉଛି। ଘରୁ ବାହାରିବା ପୂର୍ବରୁ ମନୀଷ ସିସୋଡିଆ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ। ଏହା ସହିତ ସିସୋଡିଆ ଟୁଇଟ କରି...

ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ। ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ। ଆଜି ତାଙ୍କ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ନୂଆ ମୋଡ଼ରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ,ବୋଲସୋନାରୋ-ଲୁଲାଙ୍କ ମଧ୍ୟରେ ବିତର୍କ…

ବ୍ରାସିଲିଆ,୧୭।୧୦ : ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ନୂଆ ମୋଡ଼ରେ ପହଞ୍ଚିଛି। ନିର୍ବାଚନ ପ୍ରଚାର ଚାଲିଥିବାରୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ମଧ୍ୟ ତୀବ୍ର ହେବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ବିତର୍କ ସମୟରେ ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ...

କ୍ୱିଭ୍‌ରେ ଆତଙ୍କ: ଡ୍ରୋନ୍‌ ଦ୍ୱାରା ବୋମା ମାଡ଼…

କ୍ୱିଭ୍‌,୧୭।୧୦ : ରୁଷିା ପୁନର୍ବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଇରାନ ଦ୍ୱାରା ନିର୍ମିତ କାମିକାଜେ ଡ୍ରୋନ ଦ୍ୱାରା କରାଯାଇଛି। ଲଗାତାର ବୋମା ବିସ୍ଫୋରଣରେ କ୍ୱିଭ ସହର କମ୍ପିତ ହୋଇଥିଲା। କ୍ୱିଭ୍‌ରେ...

ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଶିନ୍ଦେ ବିଧାୟକଙ୍କ ଅପିଲ…

ମୁମ୍ବାଇ,୧୭।୧୦ : ମହାରାଷ୍ଟ୍ରର ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼ ଆସିଛି। ନଭେମ୍ବର ୩ରେ ମୁମ୍ବାଇର ଉପକଣ୍ଠ ଅନ୍ଧେରିର ପୂର୍ବ ବିଧାନସଭା ଆସନରେ ଉପ-ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକରେଇ ଦଳ ପାଇଁ...

ଦେଶର କରୋନା ଟିକାକରଣ ଅସମ୍ପୂର୍ଣ୍ଣ, ନୂଆ ଭାରିଆଣ୍ଟ ମୁକାବିଲା ନେଇ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୭।୧୦ : ପୁଣିଥରେ, କରୋନାର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ ଭାରିଆଣ୍ଟ ପୃଥିବୀର ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।...

ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି। ତାଙ୍କୁ ମଧ୍ୟ ଏହି ସପ୍ତାହରେ ଇସ୍ତଫା ଦେବାକୁ ପଡିପାରେ। ଡେଲି ମେଲ ଖବର...

ନାଇଜେରିଆରେ ବନ୍ୟା: ୧୩ ଲକ୍ଷରୁ ଅଧିକ ବେଘର…

ଅବୁଜା,୧୭।୧୦ : ପ୍ରବଳ ବନ୍ୟା ଯୋଗୁଁ ନାଇଜେରିଆ ଅନାହାର ଏବଂ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଦେଶର ମାନବିକତା...

ସକ୍ରିୟ ମାମଲା ୨୭ ହଜାର ତଳେ…

ନୂଆଦିଲ୍ଲୀ, ୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ...

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଦିନ ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ...

ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଆଜି ନିବେଶକ ସମ୍ମିଳନୀ

ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଓଡ଼ିଶା ନିବେଶକ ସମ୍ମିଳନୀ ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ପୁଞ୍ଜିପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବେ। ରବିବାର ନବୀନଙ୍କ ଜନ୍ମଦିନ ହୋଇଥିବା ସତ୍ତ୍ବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri