Tag Archives: Home Middle

ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ୨୯ ବିମାନବନ୍ଦର, ଟର୍ମିନାଲ

ନୂଆଦିଲ୍ଲୀ,୧୭।୧୦(ପି.ଟି.): ଦେଶର ମୋଟ ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ...

ମୁହଁ।ମୁହିଁ ହେବେ ରୁଷିଆ, ନାଟୋ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌ ୧୭ା୧୦: ଆଗକୁ ସାମରିକ ଉତ୍ତେଜନା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କ ନିଦ ହଜାଇପାରେ। କାରଣ ସୋମବାରଠାରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରୁଷିଆ ଏବଂ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟ୍ରି ଅର୍ଗାନାଇଜେଶନ(ନାଟୋ) ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସାଧାରଣତଃ ରୁଷିଆ ବର୍ଷର ଏହି...

ମୋଦିଙ୍କ ୧୧ ଓ୍ବାଣ୍ଟେଡ୍‌ ମେଗ୍‌ନିଟ୍‌ସ୍କି

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୭ା୧୦: ସ୍ପାନିଶ୍‌ ଖବରକାଗଜ ‘ଲା ଭାଙ୍ଗୁଆର୍ଡିଆ’ ଭାରତୀୟ ଅର୍ଥନୀତିକୁ ସାପୁଆ କେଳା ସହ ତୁଳନା ପୂର୍ବକ କଟାକ୍ଷ କରିବା ପରେ ଆମେରିକାର ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ରେ ଏକ ଭାରତ ବିରୋଧୀ ବିଜ୍ଞାପନ ପ୍ରକାଶ ପାଇଛି। ଏହି ଫୁଲ୍‌ ପେଜ୍‌ ଆଡ୍‌ଭର୍ଟାଇଜ୍‌ମେଣ୍ଟ...

ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ ଖାଦ୍ୟ ନଷ୍ଟ। ତେବେ ଖାଦ୍ୟ ନଷ୍ଟ ଦ୍ୱାରା ଖାଲି ଯେ ବିଶ୍ୱ ଅର୍ଥବ୍ୟବସ୍ଥା...

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୨୨ ବର୍ଷ ପରେ ହେଉଛି ଭୋଟିଂ, କର୍ନାଟକରୁ ଖର୍ଗେ, କେରଳରୁ ଥରୁର ଦେବେ ଭୋଟ

ନୂଆଦିଲ୍ଲୀ,୧୭ ।୧୦: କଂଗ୍ରେସ ଦଳ ପାଇଁ ୧୭ ଅକ୍ଟୋବର ୨୦୨୨ ସୋମବାର ଏକ ଐତିହାସିକ ଦିନ । ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଦଳରେ ଦୀର୍ଘ...

‘ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, କହିବାକୁ ସାହସ ଦରକାର’: ଅଶୋକ ଗେହଲୋଟ

ଜୟପୁର,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଅର୍ଥାତ୍ ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦଳର ଶୀର୍ଷ ପଦ...

ଚାଇନାକୁ କଡ଼ା ଜବାବ ଦେଲା ତାଇଓ୍ବାନ

ତାଇପେଇ,୧୬ା୧୦: ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ତାଇଓ୍ବାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ, ବେଜିଂ...

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍‌ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନବୀନ ମଧ୍ୟ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।...

ଏଏପିର ଦାବି, ସୋମବାର ସିସୋଡିଆଙ୍କୁ ଗିରଫ କରିବ ସିବିଆଇ…

ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ପଲିସି କୁ ନେଇ ସୋମବାର ପଚରାଉଚରା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଡକାଇଛି। ତେବେ ଏନେଇ ଆମ ଆଦମୀ ପାର୍ଟି(ଏଏପି) ଦାବି କରିଛି ଯେ ସିବିଆଇ ସୋମବାର...

୨୦୨୮ ସୁଦ୍ଧା ପୃଥିବୀର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ…

ନୂଆଦିଲ୍ଲୀ,୧୬।୧୦ : ଆସନ୍ତା ୨୦୨୮ ବର୍ଷ ବେଳକୁ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ୱାଲର୍‌ଡ ଇକୋନୋମିକ ଡାଟାବେସକୁ ଦର୍ଶାଇ ଦ ଇକୋନୋମିକ ଟାଇମ୍ସ ଦ୍ୱାରା...

ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…

ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨...

ସୋମବାର ସିସୋଡିଆଙ୍କୁ ସିବିଆଇ ପଚରାଉଚରା, ସମନ ଜାରି…

ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ପଚରାଉଚରା କରିବ। ଏନେଇ ସିସୋଡିଆଙ୍କୁ ସମନ ଜାରି କରାଯାଇଛି। ସିବିଆଇର ତଦନ୍ତ ସମ୍ପର୍କରେ ମନୀଷ ସିସୋଡିଆ ମଧ୍ୟ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri